Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ମହୁ ଓ ଡାଲଚିନି ଖାଇଲେ ମିଳିବ କି ଲାଭ? ଗୁଣ ଜାଣି ହେବେ ଆଶ୍ଚର୍ଯ୍ୟ

ସୁସ୍ଥ ରହିବ ପାଇଁ ସ୍ୱାସ୍ଥ୍ୟକର ଭୋଜନ ଆବଶ୍ୟକ। ଠିକ୍ ସେହିଭଳି ଶରୀରର ଓଜନ ଠିକ ରଖିବାକୁ ମଧ୍ୟ ସଠିକ ଭୋଜନ ଓ ବ୍ୟାୟାମ ଆବଶ୍ୟକ। ମୋଟାପଣ ହେବା ଭଲ ନୁହେଁ। ଏହାକୁ କମ କରିବାକୁ ଅନେକ ଲୋକେ ଅନେକ ଚେଷ୍ଟା କରନ୍ତି। ଏଥିପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି। ବାଲାନ୍ସ ଡାଏଟ୍ ଓ ନିୟମିତ…

ବ୍ଲାକ୍ କଫିରେ ମିଶାନ୍ତୁ ଏହି ୪ଟି ମସଲା, ଖୁବଶୀଘ୍ର ଓଜନ ହ୍ରାସ କରିବାରେ ହେବ ସକ୍ଷମ

ଖାଦ୍ୟ ଏବଂ ବ୍ୟାୟାମ ସହିତ, ଆମ ଜୀବନଶୈଳୀରେ କିଛି କିଛି ଛୋଟ ପରିବର୍ତ୍ତନ ମଧ୍ୟ ଓଜନ ହ୍ରାସ ଉପରେ ଏକ ବଡ ପ୍ରଭାବ ପକାଇପାରେ। ଯଦି କିଛି ସ୍ୱତନ୍ତ୍ର ରୋଷେଇ ଘରର ମସଲା ବ୍ଲାକ୍ କଫି ବା କଳା କଫିରେ ମିଶାଯାଏ, ତେବେ ଏହାର ଲାଭ ଆହୁରି ବଢିଯାଏ। ବ୍ଲାକ୍ କଫିରେ ଥିବା କୈଫିନ୍ ଆପଣଙ୍କ…

ଶରୀରରେ ଦେଖାଦେଉଛି କି ଏ ସମସ୍ତ ଲକ୍ଷଣ, ତେବେ ହୋଇପାରେ ଭିଟାମିନ ବି ୧୨ ର ଅଭାବ

ଭୁବନେଶ୍ଵର: ଆମ ଶରୀର କୁ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ଓ ଭିଟାମିନ ର ଆବଶ୍ୟକତା ରହିଥାଏ l ଏହି ଭିଟାମିନ ଆମ ଶରୀରକୁ ଗଠନ କରିବା ସହିତ ଆମକୁ ମଜବୁତ ରଖିବାରେ ମୁଖ୍ୟ କାର୍ଯ୍ୟ କରିଥାଏ l କିନ୍ତୁ କୌଣସି ଗୋଟିଏ ଭିଟାମିନ ର ଯଦି ସାମାନ୍ୟ କମ ବେଶୀ ହୋଇଯାଏ ତେବେ ଆମେ ଅନେକ କଷ୍ଟର ଶିକାର…

ଧୂମପାନ ନିଶାରୁ ମୁକ୍ତି କିପରି ପାଇପାରିବେ ଜାଣନ୍ତୁ ..

ଭୁବନେଶ୍ଵର:ଧୂମପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଜାଣି ମଧ୍ୟ ଯୁବପିଢି ଏହି ନିଶା କବଳରେ ପଡୁଛନ୍ତି । । ଧୂମପାନ ଯୋଗୁଁ କ୍ୟାନ୍ସର,ହୃଦରୋଗ, ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ଆଶଙ୍କା ବଢିଥାଏ । ତଥାପି ଲୋକମାନେ ଏତେ ମାତ୍ରାରେ ନିଶାସକ୍ତ ହୋଇଥାନ୍ତି । ପରେ ଏହି ଅଭ୍ୟାସ ଛାଡିବାକୁ ଚାହିଁଲେ…

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଭୁବନେଶ୍ବର: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ  ।…

ନୂଆବର୍ଷରେ ରୋଗରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଟିପ୍ସ…

ଭୁବନେଶ୍ବର: ନୂଆବର୍ଷ ଆସି ଯାଇଛି ଏବଂ ସମସ୍ତେ ଭଲ ସ୍ୱାସ୍ଥ୍ୟ ସହିତ ବର୍ଷ ଆରମ୍ଭ କରିବାକୁ ଚାହାଁନ୍ତି। ଆସନ୍ତୁ ଜାଣିବା ଏହିପରି କିଛି ପ୍ରାକୃତିକ ଉପାୟ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଜବୁତ କରିବ । ନୂତନବର୍ଷର ପ୍ରଥମ ଦିନରେ ସଂକଳ୍ପ କରି ଯୋଗକୁ ନିଜର ଜୀବନଶୈଳୀରେ ଅନ୍ତର୍ଭୁକ୍ତ କରନ୍ତୁ…

ଜୀବନସାରା ଫିଟ୍ ରହିବା ପାଇଁ ନୂଆବର୍ଷରେ ନିଅନ୍ତୁ ସଂକଳ୍ପ, ଆପଣାନ୍ତୁ ଭଲ ଖାଦ୍ୟ ଅଭ୍ୟାସ

ନୂଆ ବର୍ଷରୁ ଆମେ ସମସ୍ତେ ନୂତନ ଆରମ୍ଭ କରିବା। ଆମ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ସୁଯୋଗ। ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାର ଏହା ହେଉଛି ଠିକ୍ ସମୟ। ୨୦୨୪ ବର୍ଷ ଶେଷ ହେଉଥିବା ବେଳେ ଆଗାମୀ ବର୍ଷଠାରୁ ଆପଣମାନେ କିପରି ସାରା ଜୀବନ…

ଫ୍ୟାସନରେ ଫ୍ଲେୟର୍ଡ ଜିନ୍ସ , ଏପରି କରନ୍ତୁ କ୍ୟାରୀ..

ଭୁବନେଶ୍ବର: ଜିନ୍ସ କେବେ ଆଉଟ୍ ଅଫ୍ ଫେସନ୍ ହୋଇନଥାଏ । ସବୁବେଳେ ଏହା ଟ୍ରଣ୍ଡରେ ରହି ଆସିଛି । ଆଜିର ଦିନରେ ଜିନ୍ସ ନହେଲେ ନଚଳେ । ଯୁବପିଢୀଙ୍କ ପ୍ରଥମ ପସନ୍ଦ ଜିନ୍ସ ଯାହା ସହଜରେ କ୍ୟାରି କରିବା ସହ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆଜିକାଲି ଭଳିକି ଭଳିକି ଜିନ୍ସ ବଜାରକୁ ଆସିଲାଣି ।…

ଆମେରିକାରେ ବ୍ୟାନ୍ ଏହି ଗ୍ୟାସ ମେଡିସିନ୍..କିନ୍ତୁ ଭାରତରେ ରହିଛି ବହୁଳ ଚାହିଦା…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବ୍ୟବହୃତ ଗ୍ୟାସ ବା ଛାତି ପୋଡା ମେଡିସିନ୍ ରାନିଟିଡିନ୍ ଏବେ ଆମେରିକାରରେ ସଂପୂର୍ଣ୍ଣ ନିଷେଧ । ହେଲେ ଭାରତରେ ଏବେ ବି ଏହାର ଚାହିଦା ରହିଛି । ଭାରତ ବଜାରରେ ଏବେ ବି ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ଏମିତି କାହିଁକି? କାହିଁକି ଦେଶର…

ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ସଫା କରିବେ ?

ଭୁବନେଶ୍ବର: ଶୀତ ଦିନ ହେଲେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧେଇଥାନ୍ତି । ତେବେ ମୁଣ୍ଡ ଧୋଇଲାବେଳେ ଆପଣ ଗରମ ପାଣି ବ୍ୟବହାର କରୁଛନ୍ତି କି ତେବେ ଏପରି କରନ୍ତୁ ନାହିଁ । ଚର୍ମ ବିଶେଷଜ୍ଞଙ୍କ ଅନୁସାରେ, ଗରମ ପାଣି କେଶ ପାଇଁ କ୍ଷତିକାରକ । ଗରମ ପାଣିର ବ୍ୟବହାରରେ କେଶ ଶୁଷ୍କ ଓ ରୁକ୍ଷ…