Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଖରାଦିନେ ପାଦ ଦୁର୍ଗନ୍ଧରୁ କିପରି ପାଇବେ ମୁକ୍ତି

ଭୁବନେଶ୍ଵର: ଖରାଦିନ ଆସିବା ପରେ ଶରୀରରୁ ଝାଳ ବାହାରିବା ସମସ୍ୟା ଦେଖା ଦେଇଥାଏ। ଶରୀରରୁ ଝାଳ ବୋହିବା ଫଳରେ ଦୁର୍ଗନ୍ଧ ହୋଇଥାଏ। ସେହିପରି କିଛି ଲୋକଙ୍କର ଅଧିକ ମାତ୍ରାରେ ଝାଳ ହାତ ଓ ପାଦରୁ ବାହାରିଥାଏ। ଫଳରେ ପାଦ ଦୁର୍ଗନ୍ଧ କରିଥାଏ। ଯଦି ଗରମ ଦିନରେ ପାଦରୁ ଝାଳ ବେହିଥାଏ ଏବଂ ଦୁର୍ଗନ୍ଧ…

ଏୟାର ଫ୍ରାଏ ନା ଡିପ୍ ଫ୍ରାଏ: କେଉଁଟା ସବୁଠାରୁ ଉତ୍ତମ

ଭୁବନେଶ୍ଵର: କାହିଁ କେଉଁ କାଳରୁ ଆମେ ମାନେ ଖାଦ୍ୟକୁ ତେଲରେ ଛାଣିକି ଖାଉଛୁ । କିନ୍ତୁ ଗତ କିଛି ବର୍ଷ ଧରି ଏୟାର ଫ୍ରାୟର ଟ୍ରେଣ୍ଡରେ ରହିଛି। କୁହାଯାଏ ଯେ କର୍କଟ ରୋଗର ଆଶଙ୍କାକୁ ଏଡାଇବା ପାଇଁ ଏୟାର ଫ୍ରାୟରର ବ୍ୟବହାର ଉତ୍ତମ । କାରଣ ଏଥିରେ ବହୁତ କମ୍ ତେଲ ବ୍ୟବହୃତ ହୁଏ। ଯାହା…

ଏହି ରୋଗ ଥିଲେ ଚଲାବୁଲା କଲାବେଳେ ଶ୍ବାସ ଫୁଲେ..

ଭୁବନେଶ୍ବର: ସାଧାରଣତଃ ଚାଲିବା କିମ୍ବା ସିଡି ଚଢିବା ସମୟରେ ଶ୍ବାସ ଫୁଲିଥାଏ । ଜୋରରେ ଚାଲିଲେ ନିଶ୍ବାସ ଫୁଲିବା ବି ସାଧାରଣ କଥା । କିନ୍ତୁ ଯଦି ଆପଣ ଆରାମରେ ଧିରେ ଧିରେ ଚାଲୁଛନ୍ତି ତଥାପି ନିଶ୍ବାସ ଫୁଲୁଛି ତେବେ ଏହା ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ । ଯେପରିକି ବ୍ଲଡପ୍ରେସର…

ନଖ ରଙ୍ଗ କହେ ଆପଣ କେଉଁ ରୋଗରେ ଆକ୍ରାନ୍ତ..

ଭୁବନେଶ୍ବର: ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ପ୍ରମୁଖ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ ।  ନଖ ଯଦି ଧଳା, ହଳଦିଆ କିମ୍ବା ଗୋଲାପୀ  ହେଉଛି ଏଥି  ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ନଖର ରଙ୍ଗ ପରିବର୍ତ୍ତନ…

ହୋମମେଡ୍ ଲିପ୍ ବାମ୍

ଭୁବନେଶ୍ବର: ବଜାରରେ ମିଳୁଥିବା ଲିପ ବାମ୍ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । କେମିକାଲ ଫ୍ରି ଲିପ ବାମ୍ ଖୋଜୁଥିଲେ ଆପଣ ନିଜେ ଘରେ ଅଳ୍ପସମୟରେ ବନେଇ ପାରିବେ । ଯାହା ଆପଣଙ୍କ ଓଠକୁ ସୁନ୍ଦର ଏବଂ କୋମଳ ରଖିବାରେ ସାହାଯ୍ୟ କରିବ । ଖରା ଦିନ ହେଉ ଅବା ଶୀତ ଦିନରେ ଓଠର ଯତ୍ନ ନ ନିଆଯାଏ, ତେବେ…

କେଶ ଝଡିବାରୁ ମିଳିବ ମୁକ୍ତି; ଲଗାନ୍ତୁ ମେଥି ହେୟାର ମାସ୍କ

ଭୁବନେଶ୍ବର: କେଶ ଝଡିବା,ଡେନଡ୍ରଫ ସମସ୍ୟା ଆଜିକାଲି ସାଧାଣ ସମସ୍ୟା ପାଲଟିଛି । ଏହାକୁ ଦୂର କରିବା ପାଇଁ ବଜାରର କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦରକାର ନାହିଁ । ଘରେ ଥିବା ମେଥି ଏହି ସମସ୍ୟା ଦୂର କରି ପାରିବ । କାରଣ ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ ପ୍ରଚୁର ପରିମାଣରେ…

ଏହି ବ୍ୟାୟାମ ଦ୍ବାରା ଦୂର ହେବ ଆଖିର କଳା ଦାଗ..

ଭୁବନେଶ୍ବର: ଆଜିର ଜୀବନଶୈଳୀରେ ଲେଟ୍ ନାଇଟ୍ ଜାଗିବା ସାଧରଣ କଥା ହେଲାଣି । ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଛନ୍ତି ଯୁବପିଢୀ ନହେଲେ ମୋବାଇଲରେ ସମୟ ବିତାନ୍ତି । ଯାହା ସେମାନଙ୍କ ଉଭୟ ସ୍ବାସ୍ଥ୍ୟ ଏବଂ ଆଖି ଉପରେ ପ୍ରଭାବ ପକାଇଥାଏ । ବିଳମ୍ବିତ ରାତି ଯାଏଁ ଉଜାଗର ରହିବା…

‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’ କଣ ? ଏହାର ନିରାକରଣ ଉପାୟ..

ଭୁବନେଶ୍ବର: ଶିଶୁ ଦନ୍ତକ୍ଷୟ ବା ‘ଅର୍‌ଲି ଚାଇଲ୍ଡହୁଡ୍‌ କ୍ୟାରିଜ୍‌’(early childhood caries) ଶିଶୁମାନଙ୍କ ଦାନ୍ତ ଉଠିବା ପରେ ଦେଖାଦେଇଥାଏ। ମୁଖତଃ ୧ରୁ ୬ ବର୍ଷ ବୟସର ଶିଶୁମାନଙ୍କ ଠାରେ ଦେଖାଯାଏ। ଜୁସ୍,କ୍ଷୀର ଆଦି ଶର୍କରାଜାତୀୟ ତରଳ ପଦାର୍ଥ ଶିଶୁମାନେ ପିଇଥାନ୍ତି । ଏହାପରେ…

ଅଣ୍ଡା ଖାଇବା ଦ୍ଵାରା ସୁସ୍ଥ ରହିବ ହୃଦୟ, କମିବ ସ୍ଵଳ୍ପାୟୁ ଆଶଙ୍କା ! : ରିପୋର୍ଟ

ଭୁବନେଶ୍ଵର: ସବୁଠାରୁ ଉତ୍ତମ ଖାଦ୍ୟ ମାନଙ୍କ ତାଲିକା ରେ ଅଣ୍ଡା ର ନାମ ନିଶ୍ଚିନ୍ତ ଦେଖିବାକୁ ପାଇବେ । ସ୍ୱଳ୍ପ ବ୍ୟୟ ରେ ଅଧିକ ସ୍ନେହସାର ବା ପ୍ରୋଟିନ ଯୋଗାଇପାରୁଥିବା ଖାଦ୍ୟ ମାନଙ୍କ ମଧ୍ୟରୁ ଏହା ସବୁଠାରୁ ଉତ୍ତମ ବିକଳ୍ପ । ଅଣ୍ଡା ର ଅଧା ରୁ ବେଶୀ ସ୍ନେହସାର ଏହାର ଧଳା ଅଂଶ ରେ…

ଏହି ଯୋଗ ଶରୀରରେ ବଢାଇଥାଏ ରୋଗ ପ୍ରତିରୋଧକ ଶକ୍ତି…

ଭୁବନେଶ୍ବର: ଆମ ଜୀବନରେ ଯୋଗର ଗୁରୁତ୍ୱ ବେଶ୍ ଅଧିକ ରହିଛି ।  ଆପଣ  ଯୋଗ ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇ ପାରିବେ । ଫଳରେ ଶୀଘ୍ର ଶରୀର ରୋଗ ଆକ୍ରାନ୍ତ ହେବ ନାହିଁ । ତେବେ ସୂର୍ଯ୍ୟ ନମସ୍କାର ହେଉଛି ସର୍ବୋତ୍ତମ ଯୋଗସାନା । ଯାହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି…