Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହି ରାଶିର ଲୋକଙ୍କ ପାଇଁ ଭାଗ୍ଯ ଫିଟିଲା, ହୋଇଯିବ ମାଲାମାଲ୍

ଭୁବନେଶ୍ୱର: ଆସନ୍ତା ୧୫ ସେପ୍ଟେମ୍ବର ୨୦୨୫, ସକାଳ ୧୧:୧୦ ରେ, ଗ୍ରହର ରାଜକୁମାର ବୁଧ କନ୍ୟା ରାଶିରେ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧଙ୍କ ଏହି ଗୋଚର ବୁଦ୍ଧି, ଯୋଗାଯୋଗ, ବ୍ୟବସାୟ ଓ ନିଷ୍ପତ୍ତି ଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। କନ୍ୟା ରାଶିରେ ବୁଧ ନିଜର ଉଚ୍ଚ…

ଏହି ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ କ୍ୟାନସର ସଂଖ୍ୟା ବେଶି: ରିପୋର୍ଟ

ନୂଆଦିଲ୍ଲୀ: କର୍କଟ ବା କ୍ୟାନସର ଏକ ଗମ୍ଭୀର ରୋଗ । ଏହାର ଚିକିତ୍ସା ସମ୍ଭବ, ତଥାପି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର କାରଣ ଜୀବନଶୈଳୀ ବୋଲି ବିବେଚନା କରାଯାଉଛି । ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏକ ରିପୋର୍ଟରୁ ଜଣାପଡିଛି ଯେ…

ଘରେ ଦେଖାଯାଉଥିଲେ ହୋଇଯାନ୍ତୁ ସାବଧାନ, ନହେଲେ ହୋଇଯିବ ସର୍ବନାସ

ଘରେ ଝିଟିପିଟି ଦେଖାଯିବା ଏକ ସାଧାରଣ ଘଟଣା, କିନ୍ତୁ ଯେତେବେଳେ ଏହାର ସଂଖ୍ୟା ଗୋଟିଏ-ଦୁଇଟିରୁ ଅଧିକ ହୋଇଯାଏ, ତେବେ ଏହା ଚିନ୍ତାର କାରଣ ହୋଇପାରେ। ସାଧାରଣତଃ ଝିଟିପିଟି ଧଳା କିମ୍ବା ଫିକା କଳା ରଙ୍ଗର ହୋଇଥାଏ ଏବଂ ଏହା ଘରେ ଦେଖାଗଲେ ଶୁଭ ବା ଅଶୁଭ ସଙ୍କେତ ଦେଇଥାଏ। କିନ୍ତୁ ଯଦି ଘରେ କଳା…

ଫ୍ରିରେ ମିଳୁଥିବା ଏହି ପତ୍ର ବଢ଼ାଇ ଦେବ ରକ୍ତ, ଗୋଟିଏ ସପ୍ତାହରେ ରେଜଲ୍ଟ

ଭୁବନେଶ୍ୱର: ପ୍ରତିବର୍ଷ ୧ ରୁ ୭ ସେପ୍ଟେମ୍ବର ଯାଏ ରାଷ୍ଟ୍ରୀୟ ପୋଷଣ ସପ୍ତାହ ମନାଯାଏ। ଏହି ସପ୍ତାହକୁ ମନାଇବାର ଉଦ୍ଦେଶ୍ୟ ଲୋକମାନଙ୍କୁ ପୋଷକ ତତ୍ତ୍ୱଗୁଡ଼ିକୁ ଖାଦ୍ୟର ଅଂଶ ଭାବେ ସାମିଲ କରିବାକୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ପୋଷଣ କିପରି ବଢ଼ାଯାଇପାରେ ତାହା ବିଷୟରେ ଜଣାଇବା।…

ରିସର୍ଚରୁ ଖୁଲାସା; ହେୟାର ଷ୍ଟାଇଲିଂ କରିବା ସମୟରେ ଆପଣଙ୍କ ଆଖପାଖରେ ସୃଷ୍ଟି ହେଉଛି ଭୟଙ୍କର ପ୍ରଦୂଷଣ..

ନୂଆଦିଲ୍ଲୀ: ସକାଳେ ଅଫିସ୍ ପାଇଁ ପ୍ରସ୍ତୁତ ହେବା ପାଇଁ ହେଉ, ସେ ବିବାହ କିମ୍ବା ପାର୍ଟି ଭଳି କୌଣସି ବିଶେଷ ଅବସର ପାଇଁ ପ୍ରସ୍ତୁତ ହେବା ପାଇଁ ଆପଣ ଆପଣଙ୍କର କେଶ ସଜ୍ଜା ଉପରେ ବିଶେଷ ଧ୍ୟାନ ଦିଅନ୍ତି । ଅନେକ ଲୋକ କେଶ ସଜ୍ଜା ପାଇଁ ସେମାନଙ୍କର କେଶକୁ ଶୁଖାଇବା, ସିଧା କରିବା କିମ୍ବା କର୍ଲ…

Benefits Of Coconut: ନଡ଼ିଆ ବିଷୟରେ ଏହି ୫ଟି ଗୁରୁତ୍ବପୂର୍ଣ୍ଣକଥା କଥା ଆପଣ ଜାଣନ୍ତିକି?

ନୂଆଦିଲ୍ଲୀ: ନଡ଼ିଆର ଅନେକ ସ୍ୱାସ୍ଥ୍ୟଗତ ଲାଭ ଅଛି । ଭାରତୀୟ ସଂସ୍କୃତିରେ ମଧ୍ୟ ଏହାକୁ ଶୁଭ ବୋଲି ବିବେଚନା କରାଯାଏ । ଭାରତ ବ୍ୟତୀତ ଥାଇଲ୍ୟାଣ୍ଡ ଏବଂ ଭିଏତନାମ ଭଳି ଦେଶରେ ନଡ଼ିଆ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତଥାପି, ଆଜି ମଧ୍ୟ ଅନେକ ଲୋକ ଏହାର ଲାଭ ବିଷୟରେ ଅଜଣା ଅଛନ୍ତି ।…

୧୫ ସେପ୍ଟେମ୍ବରରୁ ଏହି ୩ ରାଶିର ବଦଳିଯିବ ଭାଗ୍ୟ, ଶୁକ୍ର କରିବେ ସିଂହରେ ପ୍ରବେଶ

ନୂଆଦିଲ୍ଲୀ : ବୈଦିକ ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହକୁ ପ୍ରେମ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ, ଧନ ଓ ଭୌତିକ ସୁଖର କାରକ ମାନାଯାଏ। ଶୁକ୍ର ହେଉଛି ବୃଷ ଓ ତୁଳା ରାଶିର ସ୍ୱାମୀ, ଏବଂ ଏହାର ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତା ୧୫…

ସକାଳେ ଗୋଟିଏ ଗ୍ଲାସ୍ ପାଣିରେ ଘିଅ ମିଶାଇ ପିଇଲେ କଣ ହେବ? ବାବା ରାମଦେବ କହିଲେ ଫାଇଦା

ନୂଆଦିଲ୍ଲୀ:  ଆୟୁର୍ବେଦରେ ଘିଅକୁ ଅମୃତ ସଦୃଶ ମାନାଯାଏ। ଯୋଗ ଗୁରୁ ବାବା ରାମଦେବ ଏହାକୁ ନିୟମିତ ଜୀବନଚର୍ଯ୍ୟାରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ସକାଳେ ଖାଲି ପେଟରେ ୧ ଗ୍ଲାସ ହାଲୁକା ଗରମ ପାଣିରେ ଏକ ଚାମଚ ଦେଶୀ ଘିଅ ମିଶାଇ ପିଇବା ଦ୍ୱାରା ଶରୀର ଭିତରୁ…

ଅତ୍ୟଧିକ କ୍ରୋଧ ନେଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: କ୍ରୋଧ ମଣିଷର ସ୍ୱଭାବର ଏକ ଅଂଶ। କେତେବେଳେ ଏହା ସାଧାରଣ ଲାଗେ, କିନ୍ତୁ ଯେତେବେଳେ କ୍ରୋଧ ଅଭ୍ୟାସରେ ପରିଣତ ହୁଏ, ତାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବିଶେଷ କରି ହୃଦୟ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ। ରକ୍ତଚାପ ବୃଦ୍ଧି: କ୍ରୋଧ ସମୟରେ ଶରୀରରେ ଆଡ୍ରେନାଲିନ ଓ…

ବୟସ ପୂର୍ବରୁ ବୟସ୍କ କରିଦେଉଛି Smartphone, ରିସର୍ଚ୍ଚରେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ:ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ ଉପରେ ଆମର ନିର୍ଭରତା ଦିନକୁ ଦିନ ବଢ଼ିଚାଲିଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ଦିନକୁ ଘଣ୍ଟା ଘଣ୍ଟା ଧରି ସ୍ମାର୍ଟଫୋନରେ ଲାଗି ରହୁଛନ୍ତି। ଏହି ଅଭ୍ୟାସର କ୍ଷତି ସମ୍ପର୍କରେ ଅନେକ ଗବେଷଣା ସାମ୍ନାକୁ ଆସିଛି। ଏକ…