Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବର୍ଷା ଦିନେ ଆପଣ ଠିକ୍ ଖାଦ୍ୟ ଖାଉଛନ୍ତି ତ ? କେମିତି ରହିବେ ସୁସ୍ଥ, ଜାଣନ୍ତୁ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ପରେ ଆମେ ମୌସୁମୀକୁ ସ୍ୱାଗତ କରୁ। ବର୍ଷା ଦିନେ ପରିବେଶ ଅନେକ ସୁନ୍ଦର ଦେଖାଯାଏ । କିନ୍ତୁ ଏହି ମୌସୁମୀ ଯୋଗୁଁ ଆମର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ। ବର୍ଷା ଦିନେ ଆମ ଶରୀରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖାଯାଏ କାରଣ ମୌସୁମୀରେ ଆମ ଶରୀରର ରୋଗ…

କେରଳରେ ଫେରିଛି ମାସ୍କ, ନିପା ଭାଇରସରେ ଜଣେ ଆକ୍ରାନ୍ତ

କେରଳ: କେରଳରେ ଫେରିଛି ମାସ୍କ । କେରଳ ମାଲାପୁରମରେ ଜଣେ ୧୪ ବର୍ଷୀୟ ବାଳକ ନିପା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ତେବେ ବାଳକଟି ସହ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେନେଇ ଅଧିକ ଯାଞ୍ଚ କରୁଛି ସ୍ବାସ୍ଥ୍ୟ ବିଭାଗ । ଏହା ସହିତ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳର ୩ କିମି…

ରାଜଧାନୀରେ ଡେଙ୍ଗୁ ଶତକ ପାର୍

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ୫୦୦ ପାର୍ କରି ଉପରମୁହାଁ ହୋଇଥିବା ବେଳେ ଏବେ ରାଜଧାନୀରେ ୧୦୦ ପାର୍ କଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୯୩ ନମୁନା ପରୀକ୍ଷଣ ହୋଇଥିବାବେଳେ ଏହା ମଧ୍ୟରୁ ୩ଜଣ ପଜିଟିଭ ଚିହ୍ନଟ…

ଡରାଇଲାଣି ଡେଙ୍ଗୁ, ସତର୍କ କରାଇଲେ ସଚିବ

ଭୁବନେଶ୍ବର: ଏବେ ରାଜ୍ୟରେ ଉପରମୁହାଁ ଡେଙ୍ଗୁ । ଟପିଲାଣି ୫୦୦ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏନେଇ ସତର୍କ ସୂଚନା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହାର ପ୍ରତିକାର ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରୁହନ୍ତୁ । ଏହା ସହିତ…

ମକା ଖାଇବା ପରେ ଭୁଲରେ କରନ୍ତୁ ନି ଏପରି କାମ, ବିଗିଡି ପାରେ ସ୍ୱାସ୍ଥ୍ୟାବସ୍ଥା !

ଭୁବନେଶ୍ଵର: ବର୍ଷାଦିନେ ମକା ଖାଇବାର ଆନନ୍ଦ ଟିକେ ଅଲଗା। ପ୍ରବଳ ବର୍ଷାରେ ମକାକୁ ପୋଡି ଲୁଣ, ଲଙ୍କା ଓ ଲେମ୍ବୁ ଦେଇ ଖାଇବା ଏକ ନିଆରା ସ୍ୱାଦ। ମକା ଖାଇବା କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। ଏଥିରେ ଫାଇବର, କ୍ୟାଲସିୟମ, ଭିଟାମିନ୍ ସି, ଭିଟାମିନ୍ B12…

ମାତ୍ରାଧିକ ଶୁଖିଲା ଫଳ ସୃଷ୍ଟି କରିପାରେ ସ୍ୱାସ୍ଥ୍ୟ ସମସ୍ୟା

ପୁଷ୍ଟିକର ଉପାଦନରେ ଭରପୂର ସମସ୍ତ ପ୍ରକାର ଡ୍ରାଏ ଫ୍ରୁଟ୍ସ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ପ୍ରତିଦିନ ଖାଦ୍ୟରେ ଡ୍ରାଏ ଫ୍ରୁଟ୍ସ ଯୁକ୍ତ କରିବା ପାଇଁ ପରାମର୍ଶ ଦିଅନ୍ତି। କିନ୍ତୁ ବେଳେ ବେଳେ ଏହି ଡ୍ରାଏ ଫ୍ରୁଟ୍ସ ଲାଭ ବଦଳରେ କ୍ଷତି ପହଞ୍ଚାଇପାରେ। କାରଣ…

ବେଶୀ ସମୟ ବସି କାମ କଲେ ହୋଇଥାଏ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ଅଫିସରେ ନିରବଚ୍ଛିନ୍ନ ଭାବେ ୮-୯ ଘଣ୍ଟା କାମ କରିବା ଆମ ଜୀବନର ଏକ ଅଂଶ ହୋଇଯାଇଛି। ଏହି ଅଭ୍ୟାସ ମାନବ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ହୋଇପାରେ କେବେ ଭାବିଛନ୍ତି କି? ମାନବର ପୂର୍ବ ଜୀବନଶୈଳୀ ଓ ବର୍ତ୍ତମାନର ଜୀବନଶୈଳୀ ମଧ୍ୟରେ ଅହେତୁକ ପରିବର୍ତ୍ତନ ଘଟିଛି। ପୂର୍ବରୁ ଅଧିକାଂଶ ଲୋକେ…

ବର୍ଷାଦିନିଆ ଫ୍ୟାସନ୍: ବର୍ଷାଦିନେ ବାହାରକୁ ଗଲେ ପିନ୍ଧନ୍ତୁ ଏହି ପ୍ରକାରର ଚପଲ୍

ଭୁବନେଶ୍ଵର: ବର୍ଷାଦିନରେ ସବୁଠାରୁ ବଡ ସମସ୍ୟା ହୋଇଥାଏ ଚପଲ ବାଛିବାରେ। ବର୍ଷାଦିନେ ଏପରି ଚପଲ ପିନ୍ଧିବା ଦରକାର ଯାହା ଆରାମରେ ସଫା ହୋଇପାରୁଥିବ। କାଦୁଅରେ ଚାଲିଲେ ମଧ୍ୟ ଚପଲ ଚିଣ୍ଡିବାର ସମସ୍ୟା ନ ଥିବ। ଆସନ୍ତୁ ଜାଣିବା ବର୍ଷାରେ କିପରି ଚପଲ ପିନ୍ଧିବା .. ବର୍ଷା ଦିନେ ବାହାରକୁ…

ମୟୂର ପୁଚ୍ଛ ବଦଳାଇ ଦେବ ଭାଗ୍ୟ

ଭୁବନେଶ୍ୱର : ମଣିଷ ସବୁବେଳେ ସୁଖ ଶାନ୍ତିରେ ରହିବାକୁ ଇଚ୍ଛା କରିଥାଏ। ଯଦି ଘରେ ଅଭାବ ଅନଟନ ଓ କଳିଝଗଡ଼ା ଲାଗି ରୁହେ ତାହାହେଲେ ମଣିଷ ସବୁବେଳେ ଟେନସନ୍‌ରେ ରହିଥାଏ। ଘରର ବାସ୍ତୁଦୋଷ ଥିଲେ ଏପରି ସମସ୍ୟା ଭୋଗିବାକୁ ପଡ଼ିଥାଏ ବୋଲି ବାସ୍ତୁବିତ୍ ମତାମତ ଦେଇଥାନ୍ତି। ଏହାର ନିରାକରଣ ପାଇଁ ମଧ୍ୟ…

କୋଲନ କର୍କଟ ବୃଦ୍ଧିର କାରଣ, ଲକ୍ଷଣ ଓ ନିରାକରଣ

ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଲନ କର୍କଟ ହେଉଛି ବିଶ୍ୱରେ ତୃତୀୟ ସାଧାରଣ କର୍କଟ। ଗ୍ଲୋବାଲ୍ କ୍ୟାନସର ଅବଜରଭେଟରୀ ୨୦୨୦ କରିଥିବା ଅନୁଧ୍ୟାନ ଅନୁସାରେ, ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ପ୍ରକାର ସାଧାରଣ କର୍କଟ ହେଉଛି କୋଲନ କ୍ୟାନସର। ଆମ…