Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆପଣ ଅଧିକ ରାଗୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର: ଜଣେ ସାଧାରଣ ବ୍ୟକ୍ତିଙ୍କର ହସିବା, କାନ୍ଦିବା, ରାଗିବା, ଲାଜ କରିବା ଏସବୁ ଏକ ପ୍ରକୃତି। ମନୁଷ୍ୟଙ୍କର ଏହି ସବୁ କ୍ରିୟା ସାଧାରଣ ଅଟେ। କିନ୍ତୁ ବେଳେ ବେଳେ କିଛି ଲୋକଙ୍କୁ ସର୍ବଦା ଅତ୍ୟଧିକ କ୍ରୋଧ ଲାଗେ। ଆଉ ସେ କ୍ରୋଧକୁ ନିୟନ୍ତ୍ରଣ କରିପାରେ ନାହିଁ। କ୍ରୋଧକୁ ଆୟତ୍ତ କରିବା…

ବିଶ୍ୱ ହୃଦୟ ଦିବସ: ହାର୍ଟ ଫର ଆକ୍ସନ

ଭୁବନେଶ୍ଵର: ହୃଦ୍‌ରୋଗ (ସିଭିଡି-କାରଡିଓ ଭାସ୍କୁଲାର ଡିଜିଜ) ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱରେ ହୃତପିଣ୍ଡ ସ୍ୱାସ୍ଥ୍ୟ ସୁରକ୍ଷା କୁ ପ୍ରୋତ୍ସାହିତ କରିବା ପାଇଁ “ବିଶ୍ୱ ହୃତପିଣ୍ଡ ଦିବସ” ପ୍ରତିବର୍ଷ ସେପ୍ଟେମ୍ବର ୨୯ ରେ ପାଳନ କରାଯାଏ | ବ୍ୟକ୍ତିବିଶେଷ, ସରକାର ଏବଂ…

ଭାରତର ୨୮ଟି ରାଜ୍ୟର ଲୋକ ସକାଳର ଜଳଖିଆରେ ଖାଆନ୍ତି ଏହି ସବୁ….

ନୂଆଦିଲ୍ଲୀ: ସକାଳ ଜଳଖିଆ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କିଛି ଲୋକ ସକାଳେ ଉଠନ୍ତି ଏବଂ ଚା' ପିଇଥାନ୍ତି, ଆଉ କେତେକ କ୍ଷୀର, ଲସି କିମ୍ବା ଫଳ ରସରୁ ଆରମ୍ଭ କରନ୍ତି ଦିନ । ଯଦିଓ ଭାରତର ଲୋକଙ୍କ ଭାଷା, ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଏବଂ ସଂସ୍କୃତି ଭିନ୍ନ ଅଟେ । ଜଳଖିଆରେ…

ଭିଜା କିସ୍‌ମିସ୍ ଖାଆନ୍ତୁ, ଅନେକ ଫାଇଦା ପାଆନ୍ତୁ

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। କିସ୍‌ମିସ୍‌କୁ ଖାଲି ଖାଇବା ଅପେକ୍ଷା ଏହାକୁ ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ…

ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି? ଜାଣନ୍ତୁ ଏହାର କାରଣ ଓ କିଛି ଉପଚାର

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଶୋଇକରି ଉଠିବା ମାତ୍ରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ । ଏହି ପରି ହେବା ଦ୍ୱାରା ବ୍ୟକ୍ତି ପୁରା ଦିନ ଚିନ୍ତିତ ରହିଥାଏ । ବେଳେ ବେଳେ ମୁଣ୍ଡବିନ୍ଧା ଏତେ ଅଧିକ ବଢି ଯାଏ ଯେ…

କ’ଣ ଏହି ହେଲିକପ୍ଟର ପ୍ୟାରେଣ୍ଟିଂ, ଏହା ଦ୍ବାରା ପିଲା ଉପରେ କି ପ୍ରଭାବ ପଡେ?

ଭୁବନେଶ୍ବର: ପିତାମାତା ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗଭୀର ଓ ସୁନ୍ଦର ସମ୍ପର୍କ ଅଟେ । ପ୍ରେମ, ଚିନ୍ତା, ମଜା ଏବଂ ଥଟ୍ଟା ଏହି ସମ୍ପର୍କରେ ଅଛି, କିନ୍ତୁ ବେଳେବେଳେ ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ଜୀବନରେ ଆବଶ୍ୟକତା ଠାରୁ ଅଧିକ ହସ୍ତକ୍ଷେପ କରନ୍ତି । ଏହା କରିବା…

ଧୂମପାନ ଅଭ୍ୟାସ ଅଛି କି ? ଅଧିକ ମୋବାଇଲ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ

ଆଜିକାଲି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ବିନା ଚଳି ପାରନ୍ତି ନାହିଁ। ଏକ ରିପୋର୍ଟ ଅନୁସାରେ ଅଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ହୃଦରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ ସମସ୍ତଙ୍କ କ୍ଷେତ୍ରରେ ଏହା ସମାନ ନୁହେଁ। ଏକ ନୂଆ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି।…

ଉପରମୁହାଁ ଡେଙ୍ଗୁ, ଡରାଇଲାଣି ସ୍କ୍ରବ୍ ଟାଇଫସ୍‌, ମଙ୍କିପକ୍ସ

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଡେଙ୍ଗୁ । ଏଯାବତ ୫ ହଜାର ଟପିଲାଣି । ସେପଟେ ମୁଣ୍ଡ ଟେକିଲାଣି ମଙ୍କିପକ୍ସ ଆଉ ସ୍କ୍ରବ ଟାଇଫସ୍ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ମଙ୍କିପକ୍ସ ଓ ବାର୍ଡଫ୍ଲୁ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ମିଳିଥିବା ସୂଚନା…

ଅତ୍ୟଧିକ କ୍ଷୀର ଚା’ ପିଇଲେ ଶରୀରରେ ହୋଇପାରେ ଗୁରୁତର ଅସୁବିଧା

ଅନେକ ଲୋକଙ୍କ ଦିନ ଆରମ୍ଭ ହୁଏ ଚା' କିମ୍ବା କଫିରୁ। ଏହାକୁ ସେମାନଙ୍କର ପ୍ରିୟ ପାନୀୟ ଭାବରେ ମଧ୍ୟ ଗ୍ରହଣ କରିଥାନ୍ତି। କିଛି ଲୋକ ଖାଇବା ପରେ ଅଳସୁଆରୁ ମୁକ୍ତି ପାଇବା ପାଇଁ ଚା ଏବଂ କଫିର ସାହାଯ୍ୟ ନେଇଥିବାବେଳେ କିଛି ଲୋକ ରାତିରେ ନିଦରୁ ମୁକ୍ତି ପାଇବା ପାଇଁ ଏହାର ସାହାଯ୍ୟ ନିଅନ୍ତି ।…

ଏସସିବିରେ ଦ୍ଵିତୀୟ ଥର ଯକୃତ ପ୍ରତିରୋପଣ ସଫଳ

କଟକ: କଟକ ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ । ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଯକୃତ ପ୍ରତିରୋପଣ । ନୟାଗଡର ମାନସ କୁମାର ମୁଦୁଲିଙ୍କ ଯକୃତ ପ୍ରତିରୋପଣ କରାଯାଇଛି । ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି…