Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ଏହି ଫଳ କମିଯିବ କୋଲେଷ୍ଟ୍ରଲ

କୋଲେଷ୍ଟ୍ରଲ ଆମ ହୃଦୟର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଆଜିକାଲିର ପ୍ରଭାବିତ ଜୀବନଶୈଳୀ ସହ ଏହା ବର୍ତ୍ତମାନର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ କରିଛି। କୋଲେଷ୍ଟ୍ରଲ ଦ୍ୱାରା କେବଳ ବୟସ୍କମାନେ ପୀଡିତ ହେଉ ନାହାନ୍ତି ଯୁବକମାନେ ମଧ୍ୟ ଅନେକ…

ସ୍ଵାସ୍ଥ୍ୟପାଇଁ ରାମବାଣ ସପୁରୀ ଜୁସ୍, ଇମ୍ୟୁନିଟୀ ବଢ଼ାଇବାର ଉତ୍ତମ ଉତ୍ସ

ଭୁବନେଶ୍ଵର: ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଅତ୍ୟଧିକ ଗରମ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ଆବଶ୍ୟକ । ଏହିପରି ପରିସ୍ଥିତିରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ଆଉ ଶରୀରରେ ଏହି ଜଳୀୟ ଅଂଶର ମାତ୍ରା ଠିକ୍ ରଖିବାପାଇଁ ରାମବାଣ ସଦୃଶ୍ୟ ହୋଇଥାଏ…

ଖରାଦିନେ ଫ୍ରିଜ ପାଣି ପିଉଥିଲେ ସାବଧାନ

ଭୁବନେଶ୍ଵର: ଖରାଦିନେ ଅଧିକାଂଶ ଲୋକ ଥଣ୍ଡା ପାଣି ଏବଂ ମୃଦୁ ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ଫ୍ରିଜରେ ରଖା ଯାଇଥିବା ଥଣ୍ଡା ପାଣି ବା କୋଲ୍ଡ୍ ଡ୍ରିଙ୍କସ୍ ପିଇ ଲୋକ ଆରାମ ପାଇଥାନ୍ତି। ହେଲେ ଜାଣନ୍ତି କି, ଏହା ଫଳରେ ଆପଣଙ୍କ ଶରୀରରେ କ’ଣ ସବୁ କ୍ଷତି ହୋଇଥାଏ? ବିଶେଷଜ୍ଞମାନେ କୁହନ୍ତି,…

ସନଟ୍ୟାନରୁ ମୁକ୍ତି ଏବଂ ଗ୍ଲୋଇଙ୍ଗ ତ୍ଵଚା ପାଇଁ ଲଗାନ୍ତୁ ଚନ୍ଦନ…

ଭୁବନେଶ୍ଵର: ଦିନକୁ ଦିନ ବାୟୁମଣ୍ଡଳ ଦୂଷିତ ହେବାକୁ ଲାଗିଛି। ଏହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ, ନିତିଦିନିଆ ଜୀବନ ତଥା ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ବାୟୁମଣ୍ଡଳରେ ଘୁରି ବୁଲୁଥିବା ମାଟି, ଧୂଳି କଣିକା ଆଦି ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା ଚେହେରା ମଳିନ ଦିଶେ। ଏହା ସହ ତ୍ୱଚାରେ ଦେଖଥା…

ଶରୀର ପାଇଁ ରାମବାଣ ଲେମନ୍ ଟି’

ଭୁବନେଶ୍ଵର: ଭାରତର ଅନେକ ଲୋକ ଏକ କପ୍ ଚା ସହିତ ନିଜର ଦିନ ଆରମ୍ଭ କରନ୍ତି। ଆମେ ସକାଳେ ଏକ କପ୍ ଚା ସହିତ ସମ୍ପୂର୍ଣ୍ଣ ସତେଜ ଅନୁଭବ କରୁ। କିନ୍ତୁ ଯଦି ଆମେ ଏହି ଚା’ରେ ସାମାନ୍ୟ ପରିବର୍ତ୍ତନ ଆଣିବା, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରିବ। ଚା ’କେବଳ ସାଧାରଣ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ

ଭୁବନେଶ୍ଵର: ଖରାଦିନେ ତରଭୁଜ ର ସ୍ୱାଦ ନିଆରା I ଡହ ଡହ ଖରାରେ ରାସ୍ତା ପାର୍ଶ୍ଵ ରେ ତରଭୁଜ ଦେଖିଲେ ସ୍ଵତ ପ୍ରଭୂତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ I କିନ୍ତୁ ତରଭୁଜ ଖାଇବା ଦ୍ୱରା ଆମ କୁ ବହୁ ପରିମାଣରେ ଉପକାର ମିଳିଥାଏ I  ତରଭୁଜରେ ଜଳୀୟଅଂଶ  ପ୍ରଚୁର ପରିମାଣରେ ରହିଥାଏ I  ତରଭୁଜ  …

ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା

ଭୁବନେଶ୍ଵର: ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ଖରାଦିନ ଆରମ୍ଭ ହେବା ମାତ୍ରେ ଦହିର ଚାହିଦା ଚାରିଆଡେ…

ପିଲାଙ୍କ ମଧୁମେହ ରୋଗ

ବୟସ୍କ ହୁଅନ୍ତୁ କି ଯୁବପୀଢ଼ି ଫାଷ୍ଟ୍ ଫୁଡ୍, ଆରାମଦାୟକ ଜୀବନଶୈଳୀ ଆମ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏପରିକି ଛୋଟ ପିଲା ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି । ବର୍ତ୍ତମାନ ପିଲାମାନେ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି । ଏହି କାରଣରୁ, ଅଳ୍ପ…

ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ଆମ୍ବକୁ କୁହାଯାଏ ଫଳ ଭିତରେ ରାଜା। ଆଉ ଏବେ ଚାଲିଛି ଆମ୍ବ ଋତୁ। ବଜାରରେ ଭଳି କି ଭଳି ଆମ୍ବର ପସରା ମେଲିଛି। ଆମ୍ବରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଭିଟାମିନ ଏ,…

ସମୀପ ଦୃଷ୍ଟିଦୋଷ ‘ମାୟୋପିଆ’ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ବୟସ ଅନୁସାରେ ଆମର ଶରୀରରେ ଅନେକ ପରିବର୍ତ୍ତନ ହେଉଥାଏ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ ରୋଗ ସହିତ ମଣିଷର ବୟସର ଆଉ ବିଶେଷ ସମ୍ବନ୍ଧ ରହୁନାହିଁ। ଯେପରିକି ଆଜିର ଦିନରେ ଦୃଷ୍ଟିଶକ୍ତି ହ୍ରାସ ପାଇବା ଏକ ସାଧାରଣ କଥା ହୋଇଗଲାଣି ।ସେହି…