Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଛତୁଆ ଦୁର୍ନୀତି: ସାବଧାନ୍! ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥାଏ । ଯାହାକୁ ନେଇ ଆଜି…

ଡେଙ୍ଗୁ ହଟସ୍ପଟ ସୁନ୍ଦରଗଡ, ରାଜ୍ୟରେ ୨୭ଶହ ପାର୍

ଭୁବନେଶ୍ବର: ରାଜ୍ୟରେ ଏବେ ଡେଙ୍ଗୁ ଉପରମୁହାଁ । ୨୭ଶହ ପାର୍ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀ ୫୦୦ରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡରେ । ଏନେଇ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ଅତ୍ୟଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ସାବଧାନ! ଯାଇପାରେ ଆପଣଙ୍କ ଜୀବନ

ନୂଆଦିଲ୍ଲୀ: କ'ଣ ଆପଣ ସବୁବେଳେ ଅତ୍ୟଧିକ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ସମୟ ସମୟରେ ଯୋଗ ଏବଂ ଧ୍ୟାନ କରିବା ଆରମ୍ଭ କରନ୍ତୁ ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଖରାପ ପ୍ରଭାବ ପକାଇବ । ବର୍ତ୍ତମାନ ସମୟରେ ବାପା ମାଆ ମାନେ କିଛି ବିଚାର ନକରି ମୋବାଇଲ୍ ଫୋନ୍…

୨୪ଶହ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଗତକାଲି…

ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୂପ ବ୍ୟବହାର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ବର୍ତ୍ତମାନ ଚାରିଆଡେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ମାମଲା ଦିନ କୁ ଦିନ ବଢିବାରେ ଲାଗିଛି । ତେବେ କହିରଖୁଛୁ ଯେ, ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ। ଫଳରେ ଡେଙ୍ଗୁ, ମ୍ୟାଲେରିଆ ପରି…

ଉପକାରୀ ସଜନା ଛୁଇଁ, ଖାଇଲେ ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

ଉପରମୁହାଁ ମଙ୍କି ପକ୍ସ: ସତର୍କ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମାଡୁଛି ମଙ୍କିପକ୍ସ ବା ଏମ-ପକ୍ସ । ପ୍ରଥମେ ପାକିସ୍ତାନ ଆଉ ଏବେ ଆଫ୍ରିକାରେ ଏମ- ପକ୍ସ ସ୍ଥିତି ଜାହିର କରିବା ପରେ ଏବେ ଭାରତର ଚିନ୍ତା ବଢିଛି । ତେବେ ଭାରତରେ ଏହାର ସ୍ଥିତି ନଥିଲେ ମଧ୍ୟ ଏନେଇ ଆଗୁଆ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର…

ପୁଣି ରାସନରେ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ଏଣିକି ରାସନ କାର୍ଡ ହିତାଧିକାରୀମାନେ ପୁଣି ପାଇବେ ଗହମ । ରାସନକାର୍ଡରେ ଚାଉଳ ସହ ପୁଣି ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ରାସନରେ ଗହମ ମିଳିବ । ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ…

ଦିନକୁ ୨ କୋଲା ରସୁଣ ଖାଆନ୍ତୁ, ଆଉ ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଗତ ଚାରି ଦିନ ତଳେ ରସୁଣକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତି ଶୁଣାଇଥିଲେ । ରସୁଣ ପରିବା ନା ମସଲା? ଏହି ପ୍ରଶ୍ନର ଉତ୍ତର ସାଧାରଣତଃ ଲୋକ ମସଲା ବୋଲି କହିଥାଆନ୍ତି । କିନ୍ତୁ ହାଇକୋର୍ଟ ରସୁଣକୁ ଏକ ପରିବା ବୋଲି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉଭୟ…

 ସାବଧାନ!, ଲୁଣ ଓ ଚିନିରେ ରହିଛି ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଲୁଣ କିମ୍ବା ଚିନି ମାତ୍ରା ଠାରୁ ଅଧିକ ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସମସ୍ତେ ଜାଣନ୍ତି । ଏହା ଅଧିକ ମାତ୍ରାରେ ସେବନ ଦ୍ବାରା ମଧୁମେହ, ଶରୀରରେ ଇନଫ୍ଲାମେସନ ସହିତ ଉଚ୍ଚରକ୍ତଚାପ ଏବଂ ହୃଦଜନିତ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଖାଲି ଯେ ଏତିକି ତାହା ନୁହେଁ…