Latest Odisha News

BREAKING NEWS

Browsing Category

ଜୀବନଶୈଳୀ

କ’ଣ ଆପଣଙ୍କୁ ବି ହେଉଛି ବାରମ୍ବାର ବାରମ୍ବାର ମିଠା ଖାଇବାର ଇଚ୍ଛା, ତେବେ ହୋଇପାରେ ଏହି ବଡ ରୋଗର ଲକ୍ଷଣ, ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣତଃ କୌଣସି ବିଶେଷ ମୂହୁର୍ତ୍ତରେ ମିଠା ବିନା ପୁରା ଉତ୍ସବ ହିଁ ଅସମ୍ପୂର୍ଣ୍ଣ ପରି ମନେହୁଏ | ଅନେକ ଲୋକ ତ ମିଠା ଖାଇବାପାଇଁ ବିଭିନ୍ନ ପ୍ରକାରର ବାହାନା ଖୋଜିଥାନ୍ତି | ମିଠା ସ୍ୱାସ୍ଥ୍ୟ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ ବୋଲି ଜାଣିବା ପରେ ମଧ୍ୟ ସେମାନେ ମିଠାରୁ ମୁହଁ…

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି

ନୂଆଦିଲ୍ଲୀ: ସାଧାରଣତଃ ଫିଟ୍ ଆଉ ଫାଇନ୍ ରହିବାକୁ କିଏ ବା ନଚାହେଁ  । ନିଜ ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ । କିଛି ଲୋକ ସାଧାରଣତଃ ସକାଳୁ ଜୁସ୍ ପିଇବାକୁ ଭଲ ପାଆନ୍ତି  । ତେବେ ଆସନ୍ତୁ ଜାଣିବା ଏମିତି କିଛି ଜୁସ୍ ସମ୍ପର୍କରେ , ଯାହାକୁ ସକାଳେ ପିଇବା…

ଶୀତଦିନେ ବେଶି ଖାଆନ୍ତୁନି ଏହି ପରିବା !

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧାରଣତଃ ବିଭିନ୍ନ  ପ୍ରକାର ପନି ପରିବା ଖାଇଥାଉ  । ସେଥିମଧ୍ୟରୁ  ପାଳଙ୍ଗ ଶାଗ ଅନ୍ୟତମ  । ଗାଁର ଲୋକପ୍ରିୟ ପନିପରିବା ମଧ୍ୟରେ ଏହି ପରିବା ଏକ ପୁଷ୍ଟିକର ଖାଦ୍ୟ ଭାବରେ ଜଣାଶୁଣା । କିନ୍ତୁ ଅନେକ ସମୟରେ ଏହାକୁ ଅଧିକ ପରିମାଣରେ ଖାଇବା ଦ୍ବାରା ଏହା…

ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ବାସ୍ କ୍ଷୀରରେ ମିଶାନ୍ତୁ ଏହି ଜିନିଷ, ଛୁଇଁ ପାରିବାନି କୌଣସି ରୋଗ…

ଭୁବନେଶ୍ଵର: ଶୀତଦିନେ ବିଶେଷ ଭାବରେ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ । ନଚେତ୍ ଅନେକ ରୋଗର ଆଶଙ୍କା ବଢିଯାଏ | ଅତ୍ୟଧିକ ଥଣ୍ଡା ହେତୁ ସ୍ୱାସ୍ଥ୍ୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ | ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ବଦା ମୋଟା ପୋଷାକ ପିନ୍ଧିବାକୁ ପରାମର୍ଶ…

ପାଣି ପିଅ , ଓଜନ କମାଅ

ନୂଆଦିଲ୍ଲୀ : ଆଜିକାଲିକା ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ କିଏ ଡାଏଟ୍ ରେ ରହୁଛି ତ ଆଉ କିଏ ଜିମ୍ ଯାଉଛି  । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ନିୟନ୍ତ୍ରଣରେ ରଖିପାରିବା  ।  ସୁସ୍ଥ ରହିବାକୁ ଦିନକୁ ଅତିକମ୍‌ରେ…

ହୃଦ୍ ରୋଗୀଙ୍କ ପାଇଁ ରାମବାଣ

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧରଣତଃ ବିଭିନ୍ନ ପ୍ରକାର ଫ୍ରେସ୍ ପନିପରିବା ଖାଇଥାଉ  । ସେଥିମଧରୁ ଏକ ପରିବା ହେଉଛି ଭେଣ୍ତି  । ଯାହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି। ଏହା ବଜାରରେ ଅତି ସହଜରେ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି , ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ…

ଓଜନ କମାଇବ : ରୋଗ ପ୍ରତିରୋଧକ ଶକ୍ତି ବି ବଢାଇବ

ନୂଆଦିଲ୍ଲୀ : ଶୀତଦିନେ ସାଧରଣତଃ କୋବି ବଜାରରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ  । କୋବି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଆମେ ଏହାକୁ ଅନେକ ଉପାୟରେ ଖାଇଥାଉ  । କେହି ଏହାକୁ ଭାଜି କରି ଖାଇଥାନ୍ତି ତ , କେହି ଏହାକୁ ତରକାରୀ କରି ଖାଆନ୍ତି  । ଆସନ୍ତୁ ଜାଣିବା ଏହା ଆମ…

ପେଷ୍ଟେଲ୍ ସିକ୍ୱିନ୍ ଠାରୁ ବୋଲ୍ଡ ନିୟାନ୍, ୨୦୨୪ ରେ ରାଜ୍ କରିବ ଏହି ୫ ସୁନ୍ଦର ଟ୍ରେଣ୍ଡି ଶାଢୀ

ନୂଆଦିଲ୍ଲୀ: ଶାଢୀ ହେଉଛି ଭାରତୀୟ ସଂସ୍କୃତିର ଏକ ନିଆରା ପରିଧାନ । ଯାହା ପରମ୍ପରା ଏବଂ ଫ୍ୟାଶନର ଏକ ଭିନ୍ନ ମିଶ୍ରଣ ପ୍ରଦାନ କରେ । ଚଳିତବର୍ଷ ବିଶ୍ୱ ଶାଢୀ ଦିବସରେ, ଫ୍ୟାଶନ ଦୁନିଆରେ ୫ ଟି ସ୍ୱତନ୍ତ୍ର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା, ଯାହାକି ୨୦୨୪ ରେ ଶାଢୀ ର ଲୁକ୍ କୁ ଆହୁରି ବଢାଇବ ।…

ବାରମ୍ବାର ଥଣ୍ଡା ହେଉଛି କି? କେମିତି ବଢିବ ରୋଗ ପ୍ରତିରୋଧ ଶକ୍ତି , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଶୀତଦିନେ ସୁସ୍ଥ ରହିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରନ୍ତି  । କିନ୍ତୁ ଶରୀର ସୁସ୍ଥ ରଖିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ହେବା ନିହାତି ଆବଶ୍ୟକ  । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ଲାଗୁ ରହୁଛି  ।  ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ…

ରକ୍ତ ଚାପ ପାଇଁ ସର୍ବଶ୍ରେଷ୍ଠ ଓୗଷଧ

ନୂଆଦିଲ୍ଲୀ:  ଅଧିକାଂଶ ଲୋକ ସାଧାରଣତଃ ମୁଗ ଡାଲି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ମାନେ ଜାଣନ୍ତି କି ମୁଗଡାଲି ଆମ ଶରୀର ପାଇଁ କେତେ ଉପକାରୀ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ପ୍ରତିଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ ।…