Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆଜି ହେଉଛି ବିଶ୍ଵ ଏଡସ ଦିବସ: ସଚେତନତା ହିଁ ପ୍ରକୃତ ନିଦାନ

ଭୁବନେଶ୍ଵର: ଆଜି ହେଉଛି ବିଶ୍ଵ ଏଡସ ଦିବସ | ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଏ | ଏଚଆଇଭି ବିରୁଦ୍ଧରେ ସଂଗ୍ରାମ ଲାଗି ସମଗ୍ର ବିଶ୍ଵବାସୀ ଙ୍କୁ ଆଜିର ଦିନ ଏକ…

ଶୀତଦିନେ ଏହି ଫଳ ଚମକାଇବ ତ୍ବଚା

ନୂଆଦିଲ୍ଲୀ : ସୁନ୍ଦର ଓ କୋମଳ ତ୍ୱଚା ପାଇବାକୁ କିଏ ବା ନଚାହେଁ  । ଏଥିଲାଗି ବହୁ ଲୋକ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଏପରି କିଛି ଫଳ ରହିଛି , ଯାହା…

ଆପଣ ଜେଉଠ ଫଳ ଖାଇଛନ୍ତି କି? ଜାଣନ୍ତୁ ଏହାକୁ ଖାଇଲେ କେଉଁ ରୋଗରୁ ମିଳିବ ଉପଶମ

ଭୁବନେଶ୍ଵର: ଆପ୍ରିକଟ ବା ଜେଉଠ ଫଳ । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ଵାଦିଷ୍ଟ । ଏହି ଫଳ ବିଷୟରେ ବହୋତ କମ୍ ଲୋକ ଜାଣନ୍ତି । କିନ୍ତୁ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଏହି ଫଳ । ଏଥିରେ ଭିଟାମିନ୍ ଏ, ବି, ସି, ଏବଂ ଇ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ଘରୋଇ ଉପାୟରେ କେମିତି ହେବ ଉତ୍ତମ ନିଦ୍ରା ?

ନୂଆଦିଲ୍ଲୀ : ସାଧାରଣତଃ ରାତିରେ ଭଲ ନିଦ ହେବା ପାଇଁ ଅନେକ ଲୋକ ବିଭିନ୍ନ ସମୟରେ ମେଡିସିନ୍ ଖାଇଥାନ୍ତି  । କିନ୍ତୁ ଏସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଘରୋଇ ଉପାୟରେ ଭଲ ନିଦ୍ରା ପାଇଁ କଣ କରିବା  । ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି, ଯାହାକୁ…

ଭାରତର ଏହି ସ୍ଥାନରେ ମିଳେ ବିଶ୍ୱର ସବୁଠୁ ଦାମୀ ପଙ୍ଗସ୍: ହୀରାଠୁ ଦାମିକା, ଚୀନରେ ଅଧିକ ଚାହିଦା

ନୂଆଦିଲ୍ଲୀ: ବହୁ ଶତାବ୍ଦୀ ଧରି ଭାରତକୁ ଏକ ଔଷଧୀୟ ଦେଶ ଭାବେ ସାରା ବିଶ୍ୱ ଜାଣେ। ଅନେକ ଗମ୍ଭୀର ରୋଗକୁ ଦୂର କରେ ଭାରତୀୟ ଔଷଧ। ଏହାସହିତ ଆରୋଗ୍ୟ ମଧ୍ୟ ହୁଅନ୍ତି। ଏହି କାରଣରୁ ସମଗ୍ର ବିଶ୍ୱ ଆମର ଆୟୁର୍ବେଦ ଉପରେ ଗବେଷଣା କରୁଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଦେଖୁଛି। କିନ୍ତୁ ଆପଣ…

ଶୀତଦିନେ ଖାଆନ୍ତୁ ଏହି ଜିନିଷ, ବଢିବ ଇମ୍ୟୁନିଟି

ନୂଆଦିଲ୍ଲୀ :  ଶୀତଦିନେ ସାଧାରଣତଃ ଲୋକ ନିଜ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି  । କିଏ ପ୍ରତିଦିନ ସକାଳୁ ବ୍ୟାୟମ କରେ ତ କିଏ ଜିମ୍ ଯାଏ  । ଆଉ କେହି କେହି ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି  । କିଏ ସବୁଜ ପନିପରିବା ଖାଆନ୍ତି ତ ଆଉ କିଏ ସତେଜ ଫଳମୂଳ  । ତେବେ…

ଏଥିରେ ପାଣି ରଖି ପିଇଲେ ମିଳିଥାଏ ଅନେକ ଫାଇଦା !

ନୂଆଦିଲ୍ଲୀ : ଦିନଥିଲା ମାଟି ଜିନିଷର ଚାହିଦା ଅଧିକ ଥିଲା । ଲୋକ ମାଟିରେ ତିଆରି ମାଠିଆ ଓ ସୁରେଇ ଆଦିକୁ ବ୍ୟବହାର କରୁଥିଲେ । ଏଥିରେ ପାଣି ରଖି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବେଶ୍ ଆରାମ ମିଳୁଥିଲା । କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣ ହେବାର ଭୟ ନଥିଲା । କିନ୍ତୁ ଯୁଗ…

ଫ୍ଲୋରାଲ୍ ପ୍ରିଣ୍ଟର ଜଲଓ୍ବା : ଆଜିକାଲିର ଯୁବପିଢିଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି…

ନୂଆଦିଲ୍ଲୀ : ଆଜିକାଲିର ସମୟରେ ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ କିଏ ପାର୍ଲରରେ ସମୟ ବିତାଉଛି ତ ଆଉ କିଏ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛି  । ତ ଆଉ କିଏ ଭଳିକି ଭଳି ଫ୍ୟାଶନେବୁଲ ପୋଷାକ ପିନ୍ଧି ନିଜକୁ ସଜାଉଛି  ।…

ଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଶୀତଦିନେ ସାଧାରଣତଃ ଆମେ ବିଭିନ୍ନ ଉପାୟରେ ଆମ ଶରୀରର ଯତ୍ନ ନେଇଥାଉ  । କିଏ ଶରୀରକୁ ସୁସ୍ଥ ରଖିବାକୁ ସତେଜ ପନିପରିବା ଖାଆନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶାଗ ବିଷୟରେ କହିବାକୁ ଯାଉଛୁ ।…

ସ୍ୱାସ୍ଥ୍ୟ ପାଇଁ ବରଦାନ ଫୁଲକୋବି : ଜଳଖିଆଠୁ ରାତ୍ରି ଭୋଜନ ସବୁଥିରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଲୋକ ଅଧିକାଂଶ ସମୟରେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହା ଏପରି ଏକ ପରିବା , ଯାହା ସମସ୍ତଙ୍କ ପ୍ରିୟ । ପଲୋଉ,ମଞ୍ଚୁରିଆନ୍‌‌ , ଉପମା ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଆମେ ଫୁଲକୋବିକୁ ବ୍ୟବହାର କରୁ  । ଜଳଖିଆ ଠାରୁ ଆରମ୍ଭ କରି…