Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର: ଆକର୍ଷଣୀୟ ଓ ଫିଟ ଦେଖାଯିବାକୁ ସମସ୍ତେ ଚାହାନ୍ତି। ଆଜିର ସମୟରେ ମେଦବହୁଳତା ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଆଜିବି କିଛି ଲୋକ ନଜ୍ଜ କମ୍ ଓଜନକୁ ନେଇ ଚିନ୍ତାରେ ରାହିଛନ୍ତି। ତେବେ ଆପଣ ମଧ୍ୟ ଯଦି ନିଜର ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ସାମିଲ କରନ୍ତୁ…

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା, ଜାଣନ୍ତୁ

ଭୁବନେଶ୍ୱର : ଭୋଜନ ପରେ ମିଠା ଖାଇବା କଥା ତ ଆମେ ସମସ୍ତେ ଶୁଣିଥିବା ମାତ୍ର ଏହାର କାରଣ କଣ ଅନେକଙ୍କୁ ଜଣାନଥାଏ । କାହିଁକି ଭୋଜନ ପରେ ମିଠା ଖାଇବା ଦରକାର ଆବଶ୍ୟକ ଆସନ୍ତୁ ଜାଣିବା ଏହାର ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ । ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା…

ଆରମ୍ଭ ହେବ ଇ- କ୍ୟାଟରିଂ ବ୍ୟବସ୍ଥା, ଟ୍ରେନରେ ପୂର୍ବଭଳି ଯାତ୍ରୀଙ୍କୁ ମିଳିବ ନିଜ ମନପସନ୍ଦର ଖାଦ୍ୟ 

ନୂଆଦିଲ୍ଲୀ : ଫେବୃଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଣ୍ଟରିଂ ସେବା । ଟ୍ରେନରେ ଯାତ୍ରୀ ପୁଣିଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମସ୍ତ ପ୍ରସ୍ତୁତି କରିସାରିଛି ।  ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଯୋଗୁ…

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

ଖାଦ୍ୟରେ ସାମିଲ କରନ୍ତୁ ଏହି ମଞ୍ଜି; ବଢିବ ତ୍ୱଚାର ଚମକ

ଭୁବନେଶ୍ୱର: ନିଜ ତ୍ୱଚାକୁ ଚିକ୍କଣ ଓ ମସୃଣ ରଖିବାକୁ କିଏ କେତେ ଉପାୟ ଅବଲମ୍ବନ କରନ୍ତି। ଅନେକ ପ୍ରକାରର କସମେଟିକ କ୍ରିମ ବ୍ୟବହାର କରନ୍ତି ମାତ୍ର ଯଦି ଆପଣଙ୍କ ଶରୀର ଭିତରୁ ସ୍ବଚ୍ଛ ନାହିଁ ତେବେ କୌଣସି ବି କ୍ରିମ୍ ତ୍ବଚାରେ ଚମକ ଆଣିପାରିବନାହିଁ । ସୁନ୍ଦର ତ୍ବଚା ପାଇଁ ସୁସ୍ଥ…

ବୈଜ୍ଞାନିକଙ୍କ ଦାବି, ମାରାତ୍ମକ ରୋଗରୁ ମୁକ୍ତି ଦେବ ନୀଳକଣ୍ଠ ଆଳୁ !

ପାଟନା: କ୍ୟାନ୍ସର, ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଖୁସୀ ଖବର । ଖୁବଶୀଘ୍ର ଏକ ଭିନ୍ନ କିସମର ଆଳୁ ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଆଳୁର ରଙ୍ଗ ସାଧାରଣ ଆଳୁ ଭଳି ନୁହଁ, ବରଂ ସମ୍ପୂର୍ଣ୍ଣ ବାଇଗଣୀ । କୃଷି ବୈଜ୍ଞାନିକଙ୍କ ତତ୍ତ୍ୱାବଧନରେ ବିହାରରେ ପ୍ରଥମ ଥର ପାଇଁ ଏପରି…

ଦୃଷ୍ଟି ଶକ୍ତି ବଢାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ଆଖି ଉପରେ ଆମ ଶରୀର ସମ୍ପୂର୍ଣ୍ଣ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦୈନନ୍ଦିନ ଜୀବନରେ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ଭାବେ ଉପୁଜିଲାଣି । ପ୍ରତିଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇବା ଯୋଗୁଁ ଆମ ଆଖି ଉପରେ ଅନେକ ପ୍ରଭାବ…

ରହସ୍ୟମୟ ରୋଗ କବଳରେ ଆନ୍ଧ୍ରପ୍ରଦେଶ

ହାଇଦ୍ରାବାଦ: ତେଲୁଗୁ ରାଜ୍ୟରେ ଆତଙ୍କ ଖେଳାଇଛି ଅଜଣା ରୋଗ । ଏଲୁରୁ ସହରରେ ୪୦୦ଜଣ ଏକ ରହସ୍ୟମୟ ରୋଗ କବଳରେ ପଡିଛନ୍ତି । ସେଥିମଧ୍ୟରୁ ୧୫୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ରୋଗ ପଛରେ ପ୍ରକୃତ କାରଣ ଜଣାପଡିନଥଲାବେଳେ ଗତ ଶନିବାର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ…

ତରବର ହୋଇ ଖାଉଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ତର ନାହିଁ। ତରବରିଆ ଭାବରେ ଆମେ ଖାଦ୍ୟକୁ ନଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ? ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା…

ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରୁ ବାଦ ନପଡ଼ନ୍ତୁ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତରୋଗୀ

(ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ) ଭାରତର ସମ୍ବିଧାନରେ ‘ଜୀବନ ବଞ୍ଚିବାର ଅଧିକାର’ କୁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ରୂପେ ବର୍ଣ୍ଣନା କରାଯାଇଛି । ତେଣୁ ସରକାର ସମସ୍ତ ନାଗରିକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକାର ସୁନିଶ୍ଚିତ କରନ୍ତି । ଏଥିପାଇଁ ସଂକ୍ରମିତ ଓ…