Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବିଶ୍ଵ ହୃଦୟ ଦିବସ: ହୃଦୟକୁ ବ୍ୟବହାର କର, ହୃଦୟକୁ ଜାଣ

ଭୁବନେଶ୍ଵର: ମଣିଷ ଶରୀରର ହାର୍ଟ ବା ହୃତପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ । ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ଅତ୍ଯନ୍ତ ଆବଶ୍ୟକ । ଲୋକଙ୍କୁ ଏହି ବାବଦରେ ସଚେତନ କରାଇବା ଲାଗି ପ୍ରଥମେ ୨୦୦୦ ମସିହାରେ ଏହି ଦିବସ…

ଖବରକାଗଜ ଉପରେ ଖାଦ୍ୟ ରଖି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଏକ ସାଧାରଣ କଥା ଅଟେ। ପ୍ରାୟତଃ କ୍ଷେତ୍ରରେ ଖବରକାଗଜ ଉପରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳେ । ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ…

କର୍କଟ , ଡାଇବେଟିସ୍ ଭଳି ରୋଗ ଆଶଙ୍କାକୁ କମ୍ କରେ ମସରୁମ୍

ନୂଆଦିଲ୍ଲୀ : ମସରୁମ୍ ଖାଇବାକୁ କିଏ ବା ନ ଭଲ ପାଆନ୍ତି  । କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତି କି , ଆସନ୍ତୁ ଜାଣିବା । ମସରୁମ୍ ହେଉଛି ଏପରି ଏକ ଖାଦ୍ୟ ଯେଉଁଥିରେ କ୍ୟାଲୋରୀ କମ୍ ଥାଏ  । ଏବଂ ଏଥିରେ ଅନେକ ପ୍ରୋଟିନ୍ ଫାଇବର ମିଳିଥାଏ  । ଏହା ବ୍ୟତୀତ ଆଣ୍ଟି…

ଏହି ସୁପ୍ ୪ ଗୁରୁତର ରୋଗର ମେଡିସିନ୍ , ୫ ଦିନ ନିୟମିତ ପିଇବା ଦ୍ବାରା ମିଳିବ ଚମତ୍କାର ଲାଭ

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ପୁଷ୍ଟିକର ଖାଦ୍ୟ  ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି । ଏପରି ପରିସ୍ଥିତିରେ ପୋଷକ ତତ୍ତ୍ୱରେ ଭରପୂର ସବୁଜ ପନିପରିବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବିଶେଷକରି କୋବି ।  ଯଦିଓ ଅନେକ ଲୋକ କୋବି ଖାଇବାକୁ ପସନ୍ଦ…

ଗମ୍ଭୀର ରୋଗରୁ ମୁକ୍ତି ଦିଏ ତେଜପତ୍ର : ଆସନ୍ତୁ ଜାଣିବା ସ୍ବାସ୍ଥ୍ୟପକ୍ଷେ ଏହା କେତେ ଉପକାରୀ..

ନୂଆଦିଲ୍ଲୀ: ଖାଦ୍ୟକୁ ସ୍ବାଦଯୁକ୍ତ କରିବା ଲାଗି ଅନେକ ଲୋକ ତେଜପତ୍ରକୁ ବ୍ୟବହାର କରନ୍ତି  । ତେଜପତ୍ର ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ସର୍ବଦା ମହଜୁଦ ରହିଥାଏ  । କିନ୍ତୁ ଆପଣମାନେ ଏହାର ଉପାକରିତା ବିଷୟରେ ଜାଣିଛନ୍ତି  । କି ସ୍ବାସ୍ଥ୍ୟପକ୍ଷେ କେତେ ହିତାକରକ ଆସନ୍ତୁ ଜାଣିବା  । ଏହାର…

ଫ୍ରିଜ୍ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ସାଧାରଣ ଭାବରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ…

ଚାବି କେଉଁଠି ରଖିଛନ୍ତି, ଫିଲ୍ମର ନାମ ଭୁଲିଯାଉଛନ୍ତି କି? ଦେଶର ଯୁବ ବର୍ଗଙ୍କଠାରେ କାହିଁକି ଏହି ଲକ୍ଷଣ?

ନୂଆଦିଲ୍ଲୀ: ଆପଣ ବାରମ୍ବାର ସେହି ଲୋକମାନଙ୍କର ନାମ ଭୁଲି ଯାଉଛନ୍ତି କି ଯେଉଁମାନେ ଆପଣ ଭଲ ଭାବରେ ଜାଣନ୍ତି, କିମ୍ବା ଆପଣ ଆପଣଙ୍କ କାରର ଚାବି କେଉଁଠି ରଖିଥିଲେ, କିମ୍ବା ସେହି ଚଳଚ୍ଚିତ୍ରର ନାମ ଯାହା ଆପଣ କେବଳ ଦେଖିଥିଲେ? ଅନେକ ଲୋକ ଏହି ଭୁଲି ଯିବାକୁ ଡିମେନସିଆ ରୋଗର ପ୍ରାରମ୍ଭିକ…

ମାଡି ଚାଲିଛି ଡେଙ୍ଗୁ, ରାଜଧାନୀରୁ ଆଉ ୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ଥମୁନି ଡେଙ୍ଗୁ ଆତଙ୍କ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ୍ ଆକ୍ରାନ୍ତଙ୍କ…

ଟେନସନ୍ ଦେଉଛି ସ୍କ୍ରବ ଟାଇଫସ୍: ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ଦିନକୁ ଦିନ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ର ହବ୍ ପାଲଟିଛି ସୁନ୍ଦରଗଡ । ଆଜି ପୁଣି ସୁନ୍ଦରଗଡ଼ରୁ ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା…

ଓଡିଶାରେ ବଢିଲା ଚିନ୍ତା, ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହେଲେ ନିପା ଭାଇରସ୍ ଆକ୍ରାନ୍ତ

କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ନିପା ଭାଇରସ୍ ଆକ୍ରାନ୍ତ । ସଂକ୍ରମିତ…