Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଗ୍ୟାସ ରୋଗରେ ପୀଡିତ କି? ତେବେ ବ୍ୟବହାର କରନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ଵର: ଖାଦ୍ୟ ଏବଂ ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ପେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦିଓ ପେଟରେ ଗ୍ୟାସ ସୃଷ୍ଟି ହେବାର ଅନେକ କାରଣ ଥାଇପାରେ, କିନ୍ତୁ ଜୀବନଶୈଳୀ ବଦଳାଇବା ଏବଂ ଔଷଧର ଅତ୍ୟଧିକ ବ୍ୟବହାର ମଧ୍ୟ ଏହାର ମୁଖ୍ୟ କାରଣ ହୋଇପାରେ। ଏଥି ସହିତ, ଦିନସାରା…

ଡେଙ୍ଗୁ ରୋଗୀଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଖାଦ୍ୟ, ନହଲେ କମିପାରେ ରକ୍ତକଣିକା

ନୂଆଦିଲ୍ଲୀ: ଚାରିଆଡେ ଏବେ ଡେଙ୍ଗୁ ଆତଙ୍କ । ଦେଶର ରାଜଧାନୀ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ହରିୟାଣା ସମେତ ଅନେକ ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହି ଜ୍ବରରେ କେତେକଙ୍କ ଜୀବନ ମଧ୍ୟ ଗଲାଣି । ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି । ତେବେ ଡେଙ୍ଗୁ…

ଅଧିକ ପାଣି ପିଉଛନ୍ତି କି? ଯାଇପାରେ ଜୀବନ! ଜାଣନ୍ତୁ ଦିନକୁ ପିଇବେ କେତେ ପାଣି…

ଭୁବନେଶ୍ବର: ଅତ୍ୟଧିକ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। କାରାଣ ଏହା ଦ୍ବାରା ଅସୁବିଧାରେ ପଡିପାରନ୍ତି ଆପଣ । ହୋଇପାରେ ଆପଣକୁ ଏହି ରୋଗ । ଆଉ ଯାଇପାରେ ଜୀବନ। ଆପଣ ଜାଣିଥିବେ, ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅତ୍ୟଧିକ ପାଣି ପିଇବା ମଧ୍ୟ…

ରୋଗକୁ ଡାକିଆଣେ ଧୂପକାଠି ଧୂଆଁ: ଆସନ୍ତୁ ଜାଣିବା ଆମ ଶରୀର ପାଇଁ କେତେ କ୍ଷତିକାରକ…

ଧୂପକାଠିର ଧୂଆଁ କାହାକୁ ବା ଭଲ ନ ଲାଗେ  । ସାଧାରଣତଃ ଠାକୁର ପୂଜା ଓ ହୋମ ଯଂଗ୍ୟ ସମୟରେ ଆମେ ଧୂପକାଠି ବ୍ୟବହାର କରିଥାଉ  । କିନ୍ତୁ ଆପଣମାନେ ଜଣନ୍ତି କି ଏହାର ଧୂଆଁ ଆମ ଶରୀର ପ୍ରତି କେତେ କ୍ଷତିକାରକ  । ଆସନ୍ତୁ ଜାଣିବା ଧୂପକାଠି ଧୂଆଁ ଆମକୁ କେଉଁ ସବୁ ସମସ୍ୟାରେ ପକାଇଥାଏ  ।…

ହୃଦୟ ଏବଂ ମସ୍ତିଷ୍କ ପାଇଁ ଲାଭଦାୟକ ଶୁଖିଲା ନଡ଼ିଆ

ଭୁବନେଶ୍ଵର: ଆପଣ ପିଲାଦିନରୁ ଶୁଖିଲା ନଡ଼ିଆ ଖାଇଆସୁଥିବେ। ଶୁଖିଲା ନଡ଼ିଆରୁ ତିଆରି ଆଇସକ୍ରିମ୍ ହେଉ କିମ୍ବା ଘରେ ତିଆରି କୌଣସି ଖାଦ୍ୟ, ଶୁଖିଲା ନଡ଼ିଆକୁ ଏକ ଭଲ ସ୍ଵାଦ ପାଇଁ ବ୍ୟବହାର କରାଯାଇଛି। କିନ୍ତୁ ଆପଣ ଜାଣନ୍ତି କି, ଶୁଖିଲା ନଡ଼ିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ ।…

ଟ୍ୟାନିଂ ଦୂର ପାଇଁ ସର୍ବୋତ୍ତମ କଫି , ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ…

ନୂଆଦିଲ୍ଲୀ : ସବୁବେଳେ ଖରାରେ ଯିବା ଆସିବା କରିବା ଯୋଗୁଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ । ତେବେ ସ୍କିନ ଟ୍ୟାନିଂ କମ୍‌ କରିବା ପାଇଁ…

ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହରେ ପୀଡିତ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ।  ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ…

ଦୁନିଆର ସବୁଠୁ ଦାମୀ ନେଲପଲିସ୍ , ମୂଲ୍ୟ ଶୁଣିଲେ ଆପଣ ହୋଇଯିବେ ତାଜୁବ୍…

ନୂଆଦିଲ୍ଲୀ: ନେଲପଲିସର ଦାମ୍ କୋଟି କୋଟି ଟଙ୍କା  । କତାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ସତ  । ଗୋଟିଏ ଛୋଟ ବୋତଲ ନେଲ ପଲିସି ଦାମରେ ଆପଣ ଅତି କମରେ ଚାରିଟି ଅଡି କାର କିଣି ପାରିବେ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ନେଲ ପଲିସର ମୂଲ୍ୟ ଏତେ ଅଧିକ?  ତେବେ…

ଆଜି ବିଶ୍ୱ ଖାଦ୍ୟ ଦିବସ, ଖାଦ୍ୟ ନଷ୍ଟ ଉପରେ ରଖନ୍ତୁ ନିୟନ୍ତ୍ରଣ

ଭୁବନେଶ୍ଵର: ସାରା ବିଶ୍ୱରେ ଆଜି ପାଳନ ହେଉଛି ବିଶ୍ୱ ଖାଦ୍ୟ ଦିବସ। ବିଶ୍ୱ ଖାଦ୍ୟ ଦିବସ ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ…

ଆସିଛି ପାର୍ବଣ, ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ, ଜାଣନ୍ତୁ ଦାଣ୍ଡିଆ ନାଚର ସ୍ବାସ୍ଥ୍ୟଗତ ଫାଇଦା ବିଷୟରେ

ଭୁବନେଶ୍ଵର: ସାରା ଦେଶରେ ଗତ ରବିବାର ଠାରୁ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇସାରିଛି । ଗୋଟେ ପଟେ ଭକ୍ତମାନେ ମା’ ଦୁର୍ଗାଙ୍କ ଆରାଧନା କରୁଥିବା ବେଳେ ଅନ୍ୟପଟେ ଅନେକ ସ୍ଥାନରେ ଦାଣ୍ଡିଆ ନାଚର ଆସର ଜମିଛି । ଦାଣ୍ଡିଆ ନାଚରେ ଭକ୍ତମାନେ ଦେବୀ ମା’ଙ୍କ ଆରାଧନା ପାଇଁ ହାତରେ ଦାଣ୍ଡିଆ(ନାଚରେ…