Latest Odisha News
Browsing Category

ଜୀବନଶୈଳୀ

ବାମ କି ଡାହାଣ? ଜାଣନ୍ତୁ କେଉଁ ପାର୍ଶ୍ଵରେ ଶୋଇବା ସ୍ବାସ୍ଥ୍ୟପ୍ରତି ଉପକାରୀ ….

ଭୁବନେଶ୍ଵର: ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ହେଲେ ଆମକୁ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । କିନ୍ତୁ କେଉଁ ପଟକୁ କଡେଇ ଶୋଇବେ ତାହା ଯଦି ଆପଣ ଜାଣି ନାହାନ୍ତି ତାହେଲେ ଆପଣଙ୍କୁ ଠିକ୍ ଭାବରେ ନିଦ ହୋଇନଥାଏ । ତେବେ ଆୟୁର୍ବେଦ ଅନୁଯାୟୀ, ବାମ ପାର୍ଶ୍ୱରେ ଶୋଇବା…

କେମୋଥେରାପୀ ବେଳେ କେଶ ଝଡେ କାହିଁକି ? ଆସନ୍ତୁ ଜାଣିବା..

ମୁମ୍ବାଇ: କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ ।କ୍ୟାନସର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କର କେଶ ଝଡିଥାଏ…

ଦରକାର ପଡ଼ିବନି ଡ୍ରାଇ କ୍ଲିନିକ, ଏମିତି ଧୋଇଲେ ନୂଆ ଦିଶିବ ସିଲ୍କ ଶାଢ଼ୀ

ଭୁବନେଶ୍ଵର: ରେଶମ ଶାଢ଼ୀ ବା ସିଲ୍କ ଶାଢ଼ୀ ପିନ୍ଧିବା ପ୍ରାୟତଃ ଆଜିକାଲିର ଏକ ଫ୍ୟାସନ । ଆଜିକାଲିର ମହିଳାମାନେ ରେଶମ ଶାଢ଼ୀ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ସେ ବିବାହ ହେଉ କି ବ୍ରତଘର, ପାର୍ଟି ହେଉ କି କୌଣସି ସଭା ସବୁଠି ଯିବା ପାଇଁ ପ୍ରାୟତଃ ମହିଳାମାନେ ରେଶମ ଶାଢ଼ୀ ହିଁ…

ବିନା ଜିମରେ କମାନ୍ତୁ ଓଜନ , ଘରୋଇ ଉପାୟରେ କମାନ୍ତୁ ପେଟର ଚର୍ବି

ମୁମ୍ବାଇ : ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳିପାରିନଥାଏ। ତେବେ ଆଜି ଆମେ…

ପ୍ରତିଦିନ ଜଙ୍କଫୁଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଏଭଳି ସମସ୍ୟା

ଭୁବନେଶ୍ଵର: ଆଜିକାଲି ପିଲାଠୁ ବୁଢା ସଭିଏଁ ଜଙ୍କଫୁଡ୍ ଖାଇବା ପାଇଁ ପାଗଳ । ବଦଳୁଥିବା ଲାଇଫ ଷ୍ଟାଇଲର କାରଣରୁ ଆମର ଖାଇବା ପିଇବାରେ ମଧ୍ୟ ବହୁତ କିଛି ବଦଳି ଯାଇଛି । ସମୟର ଅଭାବ କାରଣରୁ ଲୋକେ ବହୁତ ଜଙ୍କଫୁଡ୍ ଖାଉଥିବା ଦେଖାଯାଉଛି। ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥିବାବେଳେ କମ…

ଲୁଗା ସଫା କରିବାକୁ ଘରେ ନାହିଁ କି ଡିଟରଜେଣ୍ଟ ପାଉଡର? ତେବେ କରନ୍ତୁ ଏହି ଉପାୟ, ଚକ୍ ଚକ୍ ଦିଶିବ ପୋଷାକ

ଭୁବନେଶ୍ଵର: କୌଣସି ପୋଷାକ ପିନ୍ଧିସାରିବା ପରେ ତାହାକୁ ଧୋଇବା ଏକ ନିୟମିତ ପ୍ରକ୍ରିୟା । ଏଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ଅନେକ ଲୋକ ପୋଷାକ ହାତରେ ସଫା କରୁଥିବା ବେଳେ କେହିକେହି ୱାଶିଂ ମେସିନ ବ୍ୟବହାର କରନ୍ତି । କିନ୍ତୁ ପୋଷାକ ସଫା କରିବା ପାଇଁ ସର୍ଫ ପାଉଡର୍…

ବିନା ଡାଏଟିଂରେ କମାନ୍ତୁ ଓଜନ, କରନ୍ତୁ କେବଳ ଏହି କାମ

ଭୁବନେଶ୍ଵର: ମୋଟାପଣ ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଏହି ମୋଟାପଣ କାରଣରୁ ଆମକୁ ଅନେକ ରୋଗର ମଧ୍ୟ ସାମ୍ନା କରିବାକୁ ପଡେ । ଓଜନ ହ୍ରାସ କରିବା କେବଳ ସୁନ୍ଦର କିମ୍ବା ଫିଟ୍ ଦେଖାଯିବା ପାଇଁ ନୁହେଁ, ବରଂ ସୁସ୍ଥ ରହିବା ପାଇଁ ମଧ୍ୟ ଆବଶ୍ୟକ । ଓଜନ ହ୍ରାସ…

ରୋଷେଇ ଘର ପାଖ ମାଡିବେନି ଜନ୍ଦା,ପିମ୍ପୁଡି : କରନ୍ତୁ ଏହି ଉପାୟ….

ଭୁବନେଶ୍ଵର: ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ବର୍ଷା ଦିନକୁ ଅପେକ୍ଷା କରି ରହିଥାନ୍ତି । କାରଣ ବର୍ଷା ହେଲେ ତାତିରୁ ତ୍ରାହି ମିଳିବା ସହିତ ଚାଷ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । କିନ୍ତୁ ବର୍ଷା ଆସିବା ମାତ୍ରେ ଆମ ଘରକୁ ଅନେକ ଗୁଡିଏ ସମସ୍ୟା ମଧ୍ୟ ଆସିଥାଏ । ଯାହାକୁ କି…

କର୍କଟ ବିରୋଧରେ ଲଢିପାରେ ଏହି ଫଳ: ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ

ମୁମ୍ବାଇ: ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ,  ଏହା ସମସ୍ତେ ଜାଣନ୍ତି। ଫଳ ଭିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ ।  ଯାହାକୁ ଖାଇଲେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର…

ଶରୀର ପାଇଁ କେତେ ଉପଯୋଗୀ କାଙ୍କଡ: ଆସନ୍ତୁ ଜାଣିବା

ମୁମ୍ବାଇ: କାଙ୍କଡରେ କାରୋଟିନୋଏଡ୍ , ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ  । ଯାହା ଆମକୁ ଚକ୍ଷୁ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ  । ଆମ ଶରୀରରେ କର୍କଟ ରୋଗ ହେବାର ଆଶଙ୍କାକୁ ହ୍ରାସ କରିଥାଏ  । କାଙ୍କଡ଼ରେ ଭିଟାମିନ୍ ସି ଏବଂ ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ ଥାଏ  । ଯାହା…