Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଆଜି ବିଶ୍ୱ ଖାଦ୍ୟ ଦିବସ, ଖାଦ୍ୟ ନଷ୍ଟ ଉପରେ ରଖନ୍ତୁ ନିୟନ୍ତ୍ରଣ

ଭୁବନେଶ୍ଵର: ସାରା ବିଶ୍ୱରେ ଆଜି ପାଳନ ହେଉଛି ବିଶ୍ୱ ଖାଦ୍ୟ ଦିବସ। ବିଶ୍ୱ ଖାଦ୍ୟ ଦିବସ ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ…

ଆସିଛି ପାର୍ବଣ, ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ, ଜାଣନ୍ତୁ ଦାଣ୍ଡିଆ ନାଚର ସ୍ବାସ୍ଥ୍ୟଗତ ଫାଇଦା ବିଷୟରେ

ଭୁବନେଶ୍ଵର: ସାରା ଦେଶରେ ଗତ ରବିବାର ଠାରୁ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇସାରିଛି । ଗୋଟେ ପଟେ ଭକ୍ତମାନେ ମା’ ଦୁର୍ଗାଙ୍କ ଆରାଧନା କରୁଥିବା ବେଳେ ଅନ୍ୟପଟେ ଅନେକ ସ୍ଥାନରେ ଦାଣ୍ଡିଆ ନାଚର ଆସର ଜମିଛି । ଦାଣ୍ଡିଆ ନାଚରେ ଭକ୍ତମାନେ ଦେବୀ ମା’ଙ୍କ ଆରାଧନା ପାଇଁ ହାତରେ ଦାଣ୍ଡିଆ(ନାଚରେ…

ହାଡକୁ ମଜବୁତ କରେ ସପୁରୀ ଜୁସ୍, ଜାଣନ୍ତୁ ଏହାର ଚମତ୍କାର ଫାଇଦା ବିଷୟରେ…

ଭୁବନେଶ୍ଵର: ସପୁରି ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱରେ ଭରପୁର ଅଟେ l ଏହା ଏପରି ଗୋଟିଏ ଫଳ ଯାହାକୁ ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ସେତିକି ହିତକର l ଆମେ ଏହାକୁ କାଟି ଛୋଟ ଛୋଟ ଖଣ୍ଡ କରି ଖାଇ ପାରିବ ଓ ଜୁସ କରି ମଧ୍ୟ ପିଇ ପାରିବା l ସପୁରି ବ୍ରୋମିଲିସିୟା ପ୍ରଜାତିର…

ଆଜି ବିଶ୍ଵ ଅଣ୍ଡା ଦିବସ,ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ।…

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଞ୍ଚା ଅମୃତଭଣ୍ଡା, ଆସନ୍ତୁ ଜାଣିବା…

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ…

Hair Care: ଆପଣଙ୍କ କେଶ ପାଇଁ ବିପଜ୍ଜନକ ହୋଇପାରେ ଏହି ହେୟାର ଟ୍ରିଟମେଣ୍ଟ ! ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଜିକାଲି ଶାରୀରିକ ସ୍ୱାସ୍ଥ୍ୟ ସହିତ କେଶର ଯତ୍ନ ନେବା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। କେଶକୁ କୋମଳ ଏବଂ ଚମକ କରିବା ପାଇଁ, ଆମେ ଅନେକ ପ୍ରକାରର ସୈନ୍ଦର୍ଯ୍ୟ ଚିକିତ୍ସା ଗ୍ରହଣ କରୁ। କିନ୍ତୁ ଅନେକ ଥର ଏହି ଚିକିତ୍ସା କେଶକୁ ଅଧିକ କ୍ଷତି ପହଞ୍ଚାଏ। ସମସ୍ତେ ଘନ,…

କେବଳ ଆମ ସ୍ବାସ୍ଥ୍ୟ ପାଇଁ ନୁହେଁ , ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ କଦଳୀ….

ନୂଆଦିଲ୍ଲୀ : କଦଳୀ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ  । ଏଥିରେ ଅନେକ ଓୗଷଧିୟ ଗୁଣ ରହିଛି  । ଏହା କେବଳ ଯେ ଆମ ସ୍ବାସ୍ଥ୍ୟ ଉପଯୋଗୀ ତାହା ନୁହେଁ , ଏହା ଆମ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିବାରେ ସହାୟକ ହୁଏ  । କଦଳୀକୁ ଆମେ ଫେସ୍…

ଓଜନ ହ୍ରାସ ପାଇଁ ସର୍ବୋତ୍ତମ କଫି: ଆସନ୍ତୁ ଜାଣିବା କେଉଁ କଫି ପିଇବେ ବ୍ଲାକ୍ ନା ମିଲ୍କ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫିଟନେସକୁ ନେଇ ସମସ୍ତେ ଜାଗ୍ରତ ଆଉ ଚିନ୍ତିତ ମଧ୍ୟ। କିନ୍ତୁ ବିଭିନ୍ନ ସମୟରେ ଖରାପ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ  ।  ମେଦବହୁଳତା ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇଛି। ମେଦବହୁଳତା ଏକ ରୋଗ ନ ହେଲେ ବି ଅନେକ ରୋଗର…

ରୂପି ସମସ୍ୟାକୁ ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ଭୁବନେଶ୍ଵର: ଶୀତଦିନ ଆସିଗଲାଣି। ଶୀତ ଆସିଲେ ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା ଦେଖାଦିଏ। ଏଥିସହ ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ଦେଖିବାକୁ ଗଲେ ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ।…

ପ୍ରତିଦିନ ଖାଆନ୍ତୁ ବାଇଗଣ : ଏସବୁ ଗମ୍ଭୀର ରୋଗରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ବାଇଗଣ ଏପରି ଏକ ପରିବା  । ଯାହା ବର୍ଷର ୧୨ ମାସ ଯାକ ମାର୍କେଟରେ ଉପଲବ୍ଧ ରହିଥାଏ  । ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ  । କିନ୍ତୁ ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ୍ ଉପକାରୀ  । ଏଥିରୁ ଅନେକ ଖାଦ୍ୟ ଆଇଟମ୍ ବନାଇଥାଏ  । ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥାଏ…