Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ତୁରନ୍ତ ମୋବାଇଲ ନିଶା ଛାଡିବେ ପିଲାଏ ! ଆପଣାନ୍ତୁ ଏହି ମ୍ୟାଜିକ ଟ୍ରିକ୍ସ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୋବାଇଲ ପ୍ରତି ପିଲାଙ୍କ ଆସକ୍ତି ଭାବ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଛି । ଅଧିକାଂଶ ପିଲା ଟାବ୍ଲେଟ୍‌, ଲ୍ୟାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ଭଳ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି । ଯାହାକି ପିଲାଙ୍କ ଶାରୀରିକ ସ୍ବାସ୍ଥ୍ୟ ତଥା ମାନସିକ…

ମଧୁମେହ ରୋଗ ପାଇଁ ବରଦାନ ‘ ଗହମ ଘାସ ‘

ଭୁବନେଶ୍ବର: ପ୍ରତ୍ୟେକ ଛୋଟ ବଡ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି । ଯାହା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଗହମ ଘାସ ଶରୀର ପାଇଁ ଏକ ବରଦାନ । ଗହମର ଘାସରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍, ମିନେରାଲ୍ସ, ଏମିନୋ…

ଗ୍ରୀଷ୍ମକାଳରେ ତ୍ୱଚାର ଯତ୍ନ ..

ଭୁବନେଶ୍ବର: ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଇଛି । ପାଣିପାଗ ବିଭାଗ ଆଶଙ୍କା କରିଛି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତାପ ଆଗକୁ ଆହୁରି ବୃଦ୍ଧି ପାଇବ । ଜାଣି ରଖନ୍ତୁ ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ ଅଟେ । ତେଣୁ ଖରାଦିନେ ତ୍ବଚାର ଯତ୍ନ ନେବା ବେଶ୍ ଜରୁରୀ । ଆସନ୍ତୁ…

କଣ୍ଟାକ୍ଟ ଲେନ୍ସ ବ୍ୟବହାର ବେଳେ କରନ୍ତୁନି ଏହି ଭୁଲ ..

ଭୁବନେଶ୍ବର: ଆଜିକାଲି କଣ୍ଟାକ୍ଟ ଲେନ୍ସ ଫ୍ୟାସନ ଭାବେ ଅଧିକ ବ୍ୟବହାର କରାଯାଉଛି । ଆଖିର ରଙ୍ଗ ବଦଳାଇ ଆକର୍ଷକ ଦିଶିବାକୁ ମହିଳା, ପୁରୁଷ ଉଭୟ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । ତେବେ ଏହାକୁ ବ୍ୟବହାର କରିବା ବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଲେନ୍ସ ବ୍ୟବହାର ବେଳେ…

ଉପକାରୀ କଳା ହଳଦୀ, ମହିଳାଙ୍କ ଋତୁସ୍ରାବ ସମସ୍ୟାରୁ ବି ଦିଏ ମୁକ୍ତି

ଭୁବନେଶ୍ଵର: ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ରଙ୍ଗ ବଢାଉଥିବା ମସଲା ଭିତରେ ହଳଦୀ ଅନ୍ୟତମ। ଖାଦ୍ୟରେ ହଳଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହଳଦୀର ବ୍ୟବହାର କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ଏହାର ବ୍ୟବହାର କରାଯାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହଳଦୀ ଇମ୍ୟୁନିଟିକୁ ବୁଷ୍ଟ…

ପୁଣି ଡରାଇଲାଣି ଚୀନ୍: ଆବିଷ୍କାର କଲାଣି ନୂଆ କରୋନା ଭାଇରସ୍…

ନୂଆଦିଲ୍ଲୀ: ପୁଣି ଡରାଇଲାଣି ଚୀନ୍ । ଆଉ ଏକ କରୋନା ଭାଇରସକୁ ଠାବ କଲାଣି ଚୀନ । ଯାହା ପୁଣି ମଣିଷ ଜୀବନକୁ ବିପଦରେ ପକାଇପାରେ । ଯେବେ ଯେବେ ଚୀନର ଗବେଷକମାନେ କିଛି ନୂତନ ପରୀକ୍ଷା କରିଛନ୍ତି, ଏହାର ଫଳ ସବୁବେଳେ ବିଶ୍ବ ପାଇଁ ଧ୍ବଂସାତ୍ମକ ହୋଇଛି । ଯେମିତି କୋଭିଡ୍-୧୯ର ଉତ୍ପତ୍ତି ।…

ଗ୍ରୀଷ୍ମରେ ସ୍କିନ୍‌ ଆଲର୍ଜି ସମସ୍ୟାରୁ କିପରି ପାଇବେ ଆରାମ୍? ଜାଣନ୍ତୁ ଘରୋଇ ଉପଚାର…

ନୂଆଦିଲ୍ଲୀ: ଖରାଦିନେ ଝାଳ ବୋହିବା ସ୍ୱାଭାବିକ କଥା । ଆଉ ଏହି ସମୟରେ କିଛି ଲୋକଙ୍କ ଝାଳ ବୋହିବା ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ । ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ପାଉଡର ଆଣି ଲଗାଇଥାନ୍ତି ।…

ଏହି ଘରୋଇ ଉପଚାର ଦ୍ବାରା ଶୁଖିଲା କାଶକୁ କରନ୍ତୁ ବାଏ ବାଏ ..

ଭୁବନେଶ୍ବର: ବେଳେବେଳେ ଦୀର୍ଘଦିନ ଧରି କାଶ ଲାଗି ରହିଥାଏ । ଔଷଧ ସେବନ ଦ୍ବାରା ମଧ୍ୟ ଏହି କାଶ କମେ ନାହିଁ । ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି କାଶରୁ ମୁକ୍ତି ପାଇ ପାରିବେ । - କାଶ ହେଉଥିଲେ ଥଣ୍ଡା ପାଣି, ଆଇସ୍‌କ୍ରିମ୍‌ ଆଦି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ।…

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା, ଚୁଟକିରେ ହୋଇଯିବ ଭଲ

ଶୀତ ସରିଛି ଏବେ ଆସିଛି ଖରା ଦିନ । ଆଉ ଏହି ଖରା ଦିନରେ ଅନେକ ସ୍କିନ ଆଲର୍ଜି ସମସ୍ୟା ଦେଖାଯାଏ । ଯାହାକୁ ନେଇ ଅନେକ ଲୋକ ଚିନ୍ତିତ ଥାଆନ୍ତି । ତେବେ ଏପରି ସ୍କିନ ଆଲର୍ଜିକୁ କେମିଥି ଘରୋଇ ଉପଚାର ଦ୍ୱାରା ଦୂର କରିବା ଆସନ୍ତୁ ଜାଣିବା । ଖରାଦିନେ ଝାଳ ବୋହିବା ଯୋଗୁ ବିଭିନ୍ନ ପ୍ରକାର…

ଗୋଡ ଯନ୍ତ୍ରଣା ହୃଦଘାତର କାରଣ!

ଭୁବନେଶ୍ଵର: ଆଜିର ଗତିଶୀଳ ଜୀବନଶୈଳୀରେ ପାଦ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା । ଅଧିକାଂଶ ଗୋଡରେ ଯନ୍ତ୍ରଣା ଥକ୍କା, ଦୁର୍ବଳତା, ଗଣ୍ଠି କିମ୍ବା ମାଂସପେଶୀରେ ଷ୍ଟ୍ରେନ ହେତୁ ହୋଇଥାଏ । ହେଲେ ଯଦି ଆପଣ କ୍ରମାଗତ ଭାବରେ ଆପଣଙ୍କର ଗୋଡରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ମଧ୍ୟ କିଛି…