Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଜାଣନ୍ତୁ, ‘କପାଳଭାତି ପ୍ରାଣାୟାମ’ର ଅଦ୍ଭୁତ ଉପକାରିତା…

ଭୁବନେଶ୍ୱର: ମହାନ ହିନ୍ଦୁ ସାଂସ୍କୃତିକ ଚେତନା ଅନୁଯାୟୀ ଯୋଗ କରିବା ହିଁ ଏକ ପ୍ରକାରର ଜୀବନଦର୍ଶନ । ଯୋଗ ସମସ୍ତ ମନୁଷ୍ୟ ଲାଗି ଏକପ୍ରକାର ଜୀବନ ପଦ୍ଧତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାଦ୍ୱାରା ବାଧିମୁକ୍ତ ହୋଇ ମଣିଷ ସୁସ୍ଥଜୀବନ ଯାପନ କରିପାରିବ । ନିୟମିତ ଯୋଗ ତଥା ପ୍ରାଣାୟାମ କରିବା…

ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଆଜିର ସମାଜକୁ ମୋବାଇଲ ଯେପରି ତାସହ ଏକ ଅଦୃଶ୍ୟ ଫାଶରେ ବାନ୍ଧି ରଖିଛି । ଏହାର ବ୍ୟବହାର ଜୀବନକୁ ଯେତିକି ସରଳ କରୁଛି ସ୍ୱାସ୍ଥ୍ୟ ପାଇଁ ସେତିକି ହାନି କାରକ ସାବ୍ୟସ୍ତ ହେଉଛି । ଏକ ସର୍ଭେରୁ ଜଣାପଡିଛି କି ବଡ ସହରଗୁଡିକର ଅଧିକାଂଶ ଲୋକ (ପାଖାପାଖି ୨ ଭାଗରୁ ୩ ଭାଗ)…

ଶୀତ ଦିନରେ ଏହିପରି ନିଅନ୍ତୁ ତ୍ୱଚାର ଯତ୍ନ…

ଭୁବନେଶ୍ୱର: ଶୀତ ଦିନ ଆସିବା ମାତ୍ରେ ଆମ ତ୍‌ବଚା ଶୁଷ୍କ ହୋଇ ରୁକ୍ଷ ଦେଖାଯାଏ । ତ୍ୱଚାକୁ ସତେଜ ରଖିବା ପାଇଁ ଶୀତ ଦିନେ ଏହିପରି ନିଅନ୍ତୁ ନିଜ ତ୍ୱଚାର ଯତ୍ନ... କେବଳ ଉଷୁମ ପାଣିରେ ଗାଧୋଇବା ଓ ମଇଶ୍ଚରାଇଜର ଲଗାଇବା ଦ୍ୱାରା ତ୍ୱଚାର କେୟାର ହୁଏ ନାହିଁ । ନିଜ ତ୍ୱଚାକୁ ସତେଜ ରଖିବାକୁ…

ସମ୍ ଡାକ୍ତରଙ୍କ ଆଉ ଏକ କଷ୍ଟସାଧ୍ୟ ଅସ୍ତ୍ରୋପଚାର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ଜସିପୁର ଅଂଚଳର ଜନୈକା ୪୨ ବର୍ଷୀୟା ମହିଳାଙ୍କର ବେଶ କିଛି ମାସ ଧରି…

ଲିମକା ରେକର୍ଡ଼ରେ ସ୍ଥାନ ପାଇଲା ‘ଯାଆଁଳା ଶିଶୁ ଜଗା-କାଳିଆ’ଙ୍କ ବିରଳ ଅସ୍ତ୍ରୋପଚାର !

କଟକ/ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପ୍ରଖ୍ୟାତ ନ୍ୟୁରୋସର୍ଜରୀ ଡ଼ାକ୍ତର ଅଶୋକ କୁମାର ମହାପାତ୍ର ୨୦୧୭ରେ ଦିଲ୍ଲୀ ଏମସଠାରେ ସମ୍ପନ୍ନ କରିଥିଲେ । ଏହି ବିରଳ ଅସ୍ତ୍ରୋପଚାର ଲିମକା ବୁକ୍ସ ଅଫ ରେକର୍ଡ଼ସରେ ସ୍ଥାନ ପାଇଛି । ଏହି କଷ୍ଟସାଧ୍ୟ ଅପରେସନ ୧୨୫ ଜଣ…

ଶୀତଦିନ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ବଡିଲୋସନ

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ଶୀତ ଲହର । ଧୀରେଧୀରେ ଶୀତ ବଢିବ ସହ ଶୀତଦିନ ସହ ଜଡିତ ସମସ୍ୟା ମାନ ମଧ୍ୟ ଆରମ୍ଭ ହେବାର ଲାଗେ। ଶୀତଦିନେ ମୁଖ୍ୟ ସମସ୍ୟା ହେଉଛି ରୁକ୍ଷ ତ୍ୱଚା । ସାଧାରଣତଃ ଥଣ୍ଡା ପାଗରେ ତ୍ୱଚା ଶୁଷ୍କ ହୋଇଯାଏ । ଯାହାକୁ ମୁଲାୟମ ରଖିବା ପାଇଁ ଆମେ ବଜାରରେ ମିଳୁଥିବା…

ଏହି ଘରୋଇ ଉପଚାର ମାଧ୍ୟମରେ ନିଶ୍ଚିତ ଭଲ ହୋଇଯିବ ଅଧକପାଳି ମୁଣ୍ଡବିନ୍ଧା !

ଭୁବନେଶ୍ୱର: ଅଧକପାଳି ମୁଣ୍ଡବିନ୍ଧା ବା ମାଇଗ୍ରେନ ଯାହାର ହୋଇଥାଏ ସେ ହିଁ କେବଳ ତାର କଷ୍ଟ ଅନୁଭବ କରିପାରେ । ଏବେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ଯେତେବେଳେ ଏଭଳି ମୁଣ୍ଡବିନ୍ଧା ହୋଇଥାଏ ସେତେବେଳେ କଣ କରିବେ କଣ ନାହିଁ କିଛି ବୁଝାପଡିନଥାଏ । ସ୍ମାର୍ଟଫୋନ୍, ଟିଭି, କମ୍ପ୍ୟୁଟର…

ଜାଣନ୍ତୁ, କିପରି ନେବେ ଆଖିର ଯତ୍ନ…

ଭୁବନେଶ୍ୱର: ଆଖି ମନୁଷ୍ୟ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏତେ ସୂକ୍ଷ୍ମ ଯେ ଠିକ ଭାବରେ ଯତ୍ନ ନ ନେଲେ ଆମକୁ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ବ୍ୟସ୍ତବହୁଳ ସମୟରେ ଲୋକମାନେ କମ୍ପ୍ୟୁଟର ଓ ମୋବାଇଲର ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଫଳରେ ଏଥିପାଇଁ ଅନେକ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ଜିଲ୍ଲା ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କ ଲାଗି ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲିଏଟିଭ୍ କେୟାର୍ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ରାଜଧାନୀସ୍ଥିତ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ…

ତ୍ୱଚାରେ ଚମକ ଆଣିବ ଚାଉଳ ପାଣି, ଜାଣନ୍ତୁ କିପରି

ଭୁବନେଶ୍ୱର: ମୁଁହର ଚମକକୁ ଫେରାଇ ଆଣିବ ଚାଉଳର ପାଣି ବା ଚାଉଳ ମଣ୍ଡ । ଏଥିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି । ଯାହା ଆମ ଶରୀର ପାଇଁ ଯେତିକି ଲାଭଦାୟକ, ଆମ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ସେତିକି ଉପକାରୀ ଅଟେ । ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ । ଏହା ଏକ ପ୍ରକାର…