Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଓଜନ କମାଇବ : ରୋଗ ପ୍ରତିରୋଧକ ଶକ୍ତି ବି ବଢାଇବ

ନୂଆଦିଲ୍ଲୀ : ଶୀତଦିନେ ସାଧରଣତଃ କୋବି ବଜାରରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ  । କୋବି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଆମେ ଏହାକୁ ଅନେକ ଉପାୟରେ ଖାଇଥାଉ  । କେହି ଏହାକୁ ଭାଜି କରି ଖାଇଥାନ୍ତି ତ , କେହି ଏହାକୁ ତରକାରୀ କରି ଖାଆନ୍ତି  । ଆସନ୍ତୁ ଜାଣିବା ଏହା ଆମ…

ବାରମ୍ବାର ଥଣ୍ଡା ହେଉଛି କି? କେମିତି ବଢିବ ରୋଗ ପ୍ରତିରୋଧ ଶକ୍ତି , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଶୀତଦିନେ ସୁସ୍ଥ ରହିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରନ୍ତି  । କିନ୍ତୁ ଶରୀର ସୁସ୍ଥ ରଖିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ହେବା ନିହାତି ଆବଶ୍ୟକ  । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ଲାଗୁ ରହୁଛି  ।  ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ…

ରକ୍ତ ଚାପ ପାଇଁ ସର୍ବଶ୍ରେଷ୍ଠ ଓୗଷଧ

ନୂଆଦିଲ୍ଲୀ:  ଅଧିକାଂଶ ଲୋକ ସାଧାରଣତଃ ମୁଗ ଡାଲି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ମାନେ ଜାଣନ୍ତି କି ମୁଗଡାଲି ଆମ ଶରୀର ପାଇଁ କେତେ ଉପକାରୀ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ପ୍ରତିଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ ।…

ଶରୀରରେ ପ୍ରୋଟିନର ମାତ୍ରା କମ୍ ଅଛି ଯଦି ଖାଆନ୍ତୁ ଏହି ପାଉଡର୍, ଏଥିରେ ରହିଛି ଅଣ୍ଡା ଠାରୁ ୫ଗୁଣା ଅଧିକ ପ୍ରୋଟିନ

ଭୁବନେଶ୍ଵର: ସ୍ପିରୁଲିନା ହେଉଛି ଏକ ପ୍ରକାର ନୀଳ ଶୈବାଳ । ଏଥିରେ ୧୩ ପ୍ରକାର ଭିଟାମିନ୍, ୧୩ ପ୍ରକାର ମିନେରାଲ୍ସ, ୪ ପ୍ରକାର ପ୍ରାକୃତିକ ଫାଇଟୋନ୍ୟୁଟ୍ରିଏଣ୍ଟସ୍, ୮ ପ୍ରକାର ନାଚୁରାଲ କାରୋଟିନଏଡ୍, ୮ ପ୍ରକାର  ଆମିନୋ ଏସିଡ୍ ଭରି ରହିଛି । ଅନ୍ୟ ଖାଦ୍ୟ ତୁଳନାରେ ସ୍ପିରୁଲିନା ଅଧିକ ପୋଷଣ…

ଏବେ ହାତ ପାହାନ୍ତାରେ ଡାଇବେଟିସ୍ ଉପଚାର

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ତଥା ଫୁର୍ତ୍ତି ରଖିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରେ  । କେତେଜଣ ସକାଳୁ ଉଠି ବ୍ୟାୟାମ କରନ୍ତି , ତ ଆଉ କିଏ ଜିମ୍ ଯାଏ  । ଆଉ କେହି କେହି ସକାଳୁ ଉଠି ଫୁସ୍ ପିଇବାକୁ ଭଲ ପାଆନ୍ତି । ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି ।…

ଶରୀର ପାଇଁ କାହିଁକି ଆବଶ୍ୟକ ଭିଟାମିନ ବି, ଜାଣନ୍ତୁ ଏହାର ପ୍ରକାରଭେଦ ବିଷୟରେ

ନୂଆଦିଲ୍ଲୀ: ଦୈନନ୍ଦିନ କାର୍ଯ୍ୟଗୁଡିକ ସଠିକ୍ ଭାବରେ କରିବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ । ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବସ୍ ଏବଂ ଭଲ ଫ୍ୟାଟ୍ ଆବଶ୍ୟକ ହୋଇଥାଏ । ଏଗୁଡିକ ଶରୀରକୁ ଶକ୍ତି ଯୋଗାଇଥାଏ…

ଚୁଟକୀରେ ଦୂର ହେବ ଥଣ୍ଡା, କାଶ

ନୂଆଦିଲ୍ଲୀ : ମୂଳା ହେଉଛି ଏକ ଶୀତ ଦିନିଆ ପରିବା  ।  ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ ଏବଂ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ଖାଆନ୍ତୁ  । ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ…

ଶୀତଦିନେ ନିହାତି ଖାଆନ୍ତୁ , ଫିଟ୍ ରୁହନ୍ତୁ

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଆମେ ବିଭିନ୍ନ ଉପାୟରେ ଆମ ସ୍ବାସ୍ଥ୍ୟର ଯତ୍ନ ନେଇଥାଉ  । କିଏ ସକାଳୁ ଉଠି ବ୍ୟାୟାମ କରନ୍ତି ତ ଆଉ କିଏ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତି  । ଅର୍ଥାତ୍ ସତେଜ ପନିପରିବା କିମ୍ବା ଫଳମୂଳ ଖାଆନ୍ତି  । ତେବେ ଯଦି ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ…

ମାଛ ନା ଚିକେନ, କେଉଁଥିରେ ଅଛି ଅଧିକ ପ୍ରୋଟିନ୍, ଜାଣନ୍ତୁ…

ଭୁବନେଶ୍ଵର: ଉଭୟ ଚିକେନ ଓ ମାଛରେ କମ୍ ପରିମାଣର ଫ୍ୟାଟ ଓ କ୍ୟାଲୋରି ରହିଥାଏ । ଏହା ପ୍ରୋଟିନ୍ ର ଭଲ ଉତ୍ସ ମଧ୍ୟ । ଏଥିରୁ ଭିଟାମିନ, ଆଇରନ ଓ ଓମେଗା-୩ ଫ୍ୟାଟ୍ ସହିତ ଅନେକ ପୋଷଣ ମଧ୍ୟ ମିଳିଥାଏ । ତେବେ ମାଛ ଏବଂ ଚିକେନ୍ ମଧ୍ୟରୁ କେଉଁଥିରେ ଅଧିକ ପରିମାଣର ପ୍ରୋଟିନ୍ ଥାଏ ସେ ନେଇ ସବୁବେଳେ…

ଶୀତ ଦିନେ ରାମବାଣ ସଦୃଶ ଏହି ତେଲ; ଆଜି ହିଁ ବ୍ୟବହାର କରନ୍ତୁ, ପାଇବେ ଅନେକ ଫାଇଦା

ନୂଆଦିଲ୍ଲୀ: ଶୀତ ଋତୁରେ ଥଣ୍ଡା, କାଶ, ଫ୍ଲୁ, ଭାଇରାଲ୍ ଜ୍ୱର, ଗଣ୍ଠିରେ ଯନ୍ତ୍ରଣା ଇତ୍ୟାଦି ଗୁରୁତର ସମସ୍ୟା ଉପୁଜିବା ଆରମ୍ଭ କରେ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଶୀତଦିନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ । ଏହି ଋତୁରେ, ଆପଣ ସୋରିଷ ତେଲ ବ୍ୟବହାର କରି ଏହି ସବୁ…