Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

“ଅତ୍ୟଧିକ ମୋବାଇଲ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ”

ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍‍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି। ଜୁନ…

ରାଜ୍ୟରେ ଦୁଇ ସ୍ୱାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବିଗତ ନିକଟ ଅତୀତରେ କୁଆଡ଼େ ବାହାରକୁ ଯାଇନାହାନ୍ତି ବା ଫେରି ନାହାନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁରୁଷ(୩୮) ଓ ନାରୀ(୨୮) । ଉଭୟ ଏକ ଘରୋଇ ହସ୍ପିଟାଲରେ…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ମଙ୍କିପକ୍ସକୁ ନେଇ WHO’ର ଚେତାବନୀ : ସାରା ବିଶ୍ୱରେ ସଂକ୍ରମଣ ବଢିଚାଲିଛି

ଦିଲ୍ଲୀ : ବିଶ୍ୱରେ ବର୍ତ୍ତମାନ ମଙ୍କିପକ୍ସର ଆତଙ୍କ ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏହି ଭାଇରସର ୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ୟୁରୋପୀୟ ଦେଶ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆର ୧୨ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇସାରିଛି । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଲକଡାଉନ ବେଳେ ଅତ୍ୟଧିକ ମଦ୍ୟପାନ ବଢ଼ାଇଛି ଯକୃତ ରୋଗ ସମସ୍ୟା !

ନୂଆଦିଲ୍ଲୀ: କୋଭିଡ ମହାମାରୀ ଏବଂ ଏହାର ଚିକିତ୍ସା ବେଳେ ବିଭିନ୍ନ ଔଷଧ ଖାଇବା ଦ୍ୱାରା ଅନେକ ସମସ୍ୟା ମଣିଷର ଶରୀରରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ପରୋକ୍ଷରେ ଆଉ ଏକ ରୋଗ ବଢିଛି । ଯାହାକି ଜାଣିଲେ ଆପଣ ତାଜୁବ ହୋଇଯିବେ । କରୋନା ପାଇଁ ଲକଡାଉନ ହୋଇଥିଲା । ଅନେକ ଲୋକ ଘରେ ରହି…

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି । ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ । ଏହି ମତ ରଖିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ରିସର୍ଚ୍ଚ…

ହୃଦରୋଗ ଆଶଙ୍କା କମ୍ କରିବ ଅଖରୋଟ

ଭୁବନେଶ୍ୱର : ନିଜକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ। ଏବେ ଆପଣ ଅଖରୋଟ ଖାଇଲେ ନଜକୁ ହୃଦ ରୋଗ କବଳରୁ ରକ୍ଷା କରିପାରିବେ।ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ । କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ। ହସ୍ପିଟାଲ୍ କ୍ଲିନିକ୍ ଡି…

ଆସନ୍ତୁ ୨୦୩୦ ସୁଦ୍ଧା ବିଶ୍ୱକୁ ହେପାଟାଇଟିସ୍ ମୁକ୍ତ କରିବା

ଡ. ମନୋଜ କୁମାର ସାହୁ  ହେପାଟାଇଟିସ୍ ଯକୃତର ଏକ ସଂକ୍ରମଣ ଯାହା ଆଜି ପୃଥିବୀରେ ଏକ ଭୟଙ୍କର ବ୍ୟାଧିରେ ପରିଣତ ହୋଇଛି । ଭାଇରାଲ୍ ହେପାଟାଇଟିସ୍‌ର ମୁଖ୍ୟ ଭାଇରସ୍‌ ଗୁଡ଼ିକ ହେଲା ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ । ଏହି ରୋଗ ବର୍ତମାନ ଭାରତ ତଥା ସାରା ବିଶ୍ୱରେ ଚିନ୍ତାର କାରଣ…

ମହିଳା ଦୀର୍ଘାୟୁ; ସୁସ୍ଥ ବଞ୍ଚନ୍ତି ପୁରୁଷ

ନୂଆଦିଲ୍ଲୀ: ବଦଳୁଥିବା ସମୟ, ପରିବର୍ତ୍ତିତ ପାଣିପାଗ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଓ ମେଡିସିନର ବହୁଳ ବ୍ୟବହାର ମଣିଷର ଆୟୁ କମାଇଦଇଛି। ଓ୍ଵାର୍ଲଡ ହେଲଥ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁସାରେ ଭାରତରେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ହାରାହାରି ୩ ବର୍ଷ ଅଧିକ ବଞ୍ଚନ୍ତି। କିନ୍ତୁ ଉତ୍ତମ…

ଅବହେଳା କରନ୍ତୁନାହିଁ! କରୋନା ପରେ କିଡନୀ ରୋଗ ବି ହୋଇପାରେ

ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ  ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା…