Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ବାଇଗଣରେ ପୋକ ରହିଛି ବୋଲି କିପରି ଜାଣିବେ ?

ସମସ୍ତ ପନିପରିବା ମଧ୍ୟରେ ବାଇଗଣ ଅନ୍ୟତମ । ହେଲେ ବାଇଗଣ ନାଁ ଶୁଣିଲେ କିଛି ଲୋକଙ୍କର ମୁହଁର ରଙ୍ଗ ବଦଳିଯାଏ । କାରଣ କିଛି ଲୋକ ବାଇଗଣ ଖାଇବାକୁ ପସନ୍ଦ କରିନଥାନ୍ତି । ବାଇଗଣକୁ ଅଧିକାଂଶ ଲୋକେ ଭର୍ତ୍ତା କରି ଖାଇବାକୁ ଭଲପାଆନ୍ତି । କେବେ ଆପଣ ଭାବିଛନ୍ତି ବାଇଗଣ କାଟିବା ସମୟରେ କିମ୍ବା…

ଲେମ୍ବୁ ଓ ହଳଦୀ ଦୂର କରିବ ଏହିସବୁ ରୋଗ….

ଦିନକୁ ଦିନ ବଢ଼ିଲାଣି ତାତି । ଏହି ସମୟରେ ପ୍ରାୟତଃ ଅସୁସ୍ଥତା ଅନୁଭବ ହୋଇଥାଏ । ହେଲେ କିଛ ଘରୋଇ ଉପଚାର କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ। ତେବେ ହଳଦୀ ସହ ଲେମ୍ବୁ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ  । ହଳଦୀ ଓ ଲେମ୍ବୁରେ ଆଣ୍ଟିଇନଫ୍ଲାମେଟ୍ରୀ, ଆଣ୍ଟି…

ହଜମକ୍ରିୟାରେ ସମସ୍ୟା ଦେଖାଯାଉଛି କି ?

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ…

ସ୍ୱାସ୍ଥ୍ୟସେବା ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଯେକୌଣସି ଦେଶର ବିକାଶ ପ୍ରଥମେ ତା'ର ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାରୁ ପ୍ରତୀୟମାନ ହୋଇଥାଏ । ସ୍ୱାସ୍ଥ୍ୟ ଓ ଶିକ୍ଷା ଉଭୟ ହିଁ ଦେଶର ପ୍ରମୁଖ ସମ୍ପଦ `। ସ୍ୱାସ୍ଥ୍ୟ ଓ ଶିକ୍ଷା ବିନା ଦେଶରେ ଉନ୍ନତି ଅସମ୍ଭବ । ସମଗ୍ର ଭାରତ ସ୍ୱାସ୍ଥ୍ୟ ସେବାର…

ପ୍ରାକ୍‍-ମଧୁମେହକୁ ରୋକାଯାଇ ପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍‍-ମଧୁମେହ (ପ୍ରି-ଡାୟାବେଟିସ୍‍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ ପ୍ରାକ୍‍-ମଧୁମେହ…

ଦହିରେ କ’ଣ ପକାଇ ପିଇବା ଉଚିତ୍‌ ? ଜାଣନ୍ତୁ…

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି…

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ଗୁଡ଼ ଓ ଚଣା…

ଶୀତୁଆ ପାଗ ହେଲେ ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ । ଚଣାରେ ରହିଛି କାବ୍ରୋହାଇଡ୍ରେଟ, ପ୍ରୋଟିନ, ଫାଇବର ଓ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ୱ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର କରିଥାଏ। -ଫାଇବରରେ ଭରପୁର ଚଣା । ଚଣାର ସେବନ…

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ…

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ

ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ​​ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ…