Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ

ଜେଦାହ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଚାଲିଛି । ଷ୍ଟାର ଖେଳାଳିଙ୍କ ପରେ ଏବେ ଫ୍ରାଂଚାଇଜର ମାନେ ଯୁବ ଖେଳାଳିମାନଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦ୍ୱିତୀୟ ଦିବସରେ ଯୁବ ଖେଳାଳି ଅଂଶୁଲ କମ୍ବୋଜ ଚର୍ଚ୍ଚାର କାରଣ ସାଜିଛନ୍ତି । ହରିୟାଣାର ଏହି ଯୁବ ବୋଲର ରଣଜୀରେ…

ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିଛି । ଯଶସ୍ୱୀ ଜୈସୱାଲ ଓ ଅଧିନାୟକ ଯଶପ୍ରୀତ ବୁମରାହ ପ୍ରଦର୍ଶନ ଭାରତ ବିଜୟରେ ମୂଖ୍ୟ କାରଣ ସାଜିଥିଲା । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଏହି ମ୍ୟାଚକୁ ଜିତିଥିଲା । ପ୍ରଥମେ…

ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ

ବ୍ରହ୍ମପୁର: ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ନେଇ ଯାଉଥିବା ଗାଡି ସୋମବାର ଖୋର୍ଦ୍ଧା ଜିଲ୍ଲାର ବଡପୋଖରିଆ ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ୧୬ ନଂ ଜାତୀୟ ରାଜପଥର ବଡପୋଖରିଆ ଛକ ନିକଟରେ ଏସୟୁଭି ଅଟୋରିକ୍ସାକୁ ଧକ୍କା ଦେଇଥିଲେ…

ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର

କୋଲକାତା: ଆଇପିଏଲ ୨୦୨୫ ମେଗା ନିଲାମରେ ଭାରତୀୟ ଖେଳାଳିଙ୍କ ଉପରେ ଫ୍ରାଂଚାଇଜମାନେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରିଛନ୍ତି । ଷ୍ଟାର ଅଲରାଉଣ୍ଡର ଭେଙ୍କେଟେଶ ଆୟାରଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫ କୋଟିରେ ନେଇଛି । କେକେଆର ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୨କୋଟି…

ଆଇପିଏଲ ମେଗା ନିଲାମ: ବିକ୍ରି ହେଲେ ୧୨ ମାର୍କ୍ୟୁ ଖେଳାଳି

ଜେଦାହ: ଆଇପିଏଲ ମେଗା ନିଲାମ ୨୦୨୫ରେ ଫ୍ରାଚାଇଜରମାନେ ଷ୍ଟାର ଖେଳାଳିଙ୍କ ପିଛା ଅର୍ଥ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ଜେଦାହରେ ଆରମ୍ଭ ହୋଇଥିବା ନିଲାମର ପ୍ରଥମ ଦିବସରେ ୧୨ ମାର୍କ୍ୟୁ ଖେଳାଳି ବିକ୍ରି ହୋଇଛନ୍ତି । ରିଷଭ ପନ୍ତ ୨୭ କୋଟି ଟଙ୍କା ସହ ଆଇପିଏଲ ଇତିହାସର ସବୁଠାରୁ ଦାମୀ…

ଆଇପିଏଲ ମେଗା ନିଲାମ: ପନ୍ତ ସବୁଠାରୁ ଦାମୀ ଖେଳାଳି

ଦୁବାଇ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଜେଦାହରେ ଆରମ୍ଭ ହୋଇଛି । ନିଲାମରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ସାଜିଛନ୍ତି । ଏହା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୦୨୪ ନିଲାମରେ ୨୪.୭୫ କୋଟି ଟଙ୍କାରେ ନେଇ ଇତିହାସ…

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ, ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

ପର୍ଥ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୩୪ ରନର ଟାର୍ଗେଟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଏହାର ଜବାବରେ ଘରୋଇ ଦଳ ୩ ୱିକେଟ ହରାଇ ୧୨ ରନ କରି ବିପଦରେ ପଡିଛି । ଉସମାନ ଖ୍ୱାଜା ୩ ରନ…

ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ

କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ ।…

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜୈସୱାଲଙ୍କୁ ସାରା ଭାରତ କହୁଛି ଯଶସ୍ୱୀ ହୁଅ

ପର୍ଥ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଓପନର ଯଶସ୍ୱୀ ଜୈସୱାଲ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ଆକର୍ଷଣୀୟ ଶତକ ସହ ସେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ କ୍ଲବରେ ସାମିଲ ହୋଇଛନ୍ତି । ସେ ୪ର୍ଥ ଭାରତୀୟ କମ ବୟସରେ…