Latest Odisha News

BREAKING NEWS

Browsing Category

କ୍ରିକେଟ

ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର

ପର୍ଥ: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ସୁବିଧାଜନକ ସ୍ଥିତିରେ ରହିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଛନ୍ତି । ନୀତିଶ ପର୍ଥର ବାଉନ୍ସ ପିଚରେ ଭଲ…

ପର୍ଥ ଟେଷ୍ଟ: ବୁମରାହଙ୍କ ଚମତ୍କାର ବୋଲିଂ, ଗୋଟିଏ ଦିନରେ ପଡିଲା ୧୭ ୱିକେଟ

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିଲା । ଗୋଟିଏ ଦିନରେ ୧୭ ୱିକେଟର ପତନ ଘଟିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତର ୧୫୦ ରନ ଜବାବରେ ଅଷ୍ଟ୍ରେଲିଆ ୬୭ ରନରେ ୭ ଟି ୱିକେଟ ହରାଇ ବିପଦରେ ପଡିଛି । ଅଧିନାୟକ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଦିନିକିଆ କ୍ରିକେଟ ମ୍ୟାଚ: କମିଲା ବାରବାଟୀ ଟିକେଟ ଦର

କଟକ : କମିଲା ବାରବାଟୀ ଟିକେଟ ଦର। ପୂର୍ବ ନିର୍ଦ୍ଧାରିତ ଟିକେଟ ଦରକୁ ନେଇ ରାଜ୍ୟବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ। ଶେଷରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ…

ପ୍ରଖ୍ୟାତ ବୋଲର ମହମ୍ମଦ ଶାମିଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ୍ ବୋଲରମାନଙ୍କ ମଧ୍ୟରୁ ମହମ୍ମଦ ଶାମି ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ରୁ ଅଧିକ ୱିକେଟ୍ ନେଇଛନ୍ତି ଏବଂ ଆହତ ପରେ ଫେରିବା କାରଣରୁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ସେ ଏବେ ତାଙ୍କ ବୟସକୁ ନେଇ ଠକେଇ କରିଥିବା ଗୁଜବକୁ ନେଇ…

କିଙ୍ଗ କୋହଲୀଙ୍କ ‘ସୁଇଟ୍ ୧୬’

ଆନ୍ତର୍ଜାତିକ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି ଭାରତର ରନ୍ ମେସିନ ବିରାଟ କୋହଲୀ। ୨୦୦୮ ମସିହା ଅଗଷ୍ଟ ୧୮ରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ରଖିଥିଲେ ବିରାଟ କୋହଲୀ। ପ୍ରଥମ ମ୍ୟାଚ ଥିଲା ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆ ମ୍ୟାଚ୍। ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚରେ କୋହଲୀଙ୍କ…

ଚାମ୍ପିଅନସ ଟ୍ରଫି ପାଇଁ ବିସିସିଆଇ ଦେବ ହାଇବ୍ରିଡ୍ ମଡେଲର ପ୍ରସ୍ତାବ

ନୂଆଦିଲ୍ଲୀ: ୨୦୧୭ ପରେ ପ୍ରଥମ ଥର ପାଇଁ ଖେଳାଯିବ ଆଇସିସି ଚାମ୍ପିଅନସ ଟ୍ରଫି କ୍ରିକେଟ । ୨୦୨୫ରେ ପାକିସ୍ତାନ ଆୟୋଜନ କରିବ ଏହି ଚାମ୍ପିଅନସିପ୍ । ତେବେ, ଏଥିରେ ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ଭାରତୀୟ ଦଳ ପାକିସ୍ତାନ ଯାଇନପାରେ । ବିସିସିଆଇ ଏନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନଥିଲେ…

କ୍ୟାପଟେନ କୁଲ ଧୋନି ଫୁଣି ଫେରିଲେ ପୂରୁଣା ଅନନ୍ଦାଜରେ

ନୂଆଦିଲ୍ଲୀ: ଗତ ସୋମବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍-କୋଲକାତା ନାଇଟ୍ ରାଇଡର୍ସ । ଚେନ୍ନାଇ  କେକେଆରକୁ ୭ ୱିକେଟ୍ ରେ ପରାସ୍ତ କରିଥିଲା । ଲଗାତାର ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଗତ କାଲି ଟୁର୍ନାମେଣ୍ଟରେ ଜିତିଛି । କୋଲକାତା ନାଇଟ ରାଇଡର୍ସ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ

ଅହମ୍ମଦାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ କମାଲ କରିଛନ୍ତି ଶୁଭମନ ଗିଲ । ଭାରତ ପ୍ରଥମେ ବ୍ୟାଟିଂ କରି ଗିଲଙ୍କ ବିସ୍ଫୋରକ ଶତକ ବଳରେ ୪ ୱିକେଟ ବିନିମୟରେ ୨୩୪ ରନ କରିଥିଲା । ଗିଲ ମାତ୍ର ୬୩ ବଳରେ ୧୨ ଚୌକା ୭ ଛକା ବଳରେ ୧୨୬ ରନ କରି ଅପରାଜିତ ରହିଥିଲେ । ଏଥିସହ…

ପାଣ୍ଡ୍ୟା, ଦ୍ରାବିଡ ଦାବୀ କଲେ ଧୀମା ପିଚ: ଫସିଗଲେ କ୍ୟୁରେଟର

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚର ପିଚକୁ ନେଇ ବିବାଦ ଥମିବାର ନାମ ନେଉ ନାହିଁ । ଲୋ ସ୍କୋରିଂ ମ୍ୟାଚକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିଲା । ବିସିସିଆଇ ମଧ୍ୟ ପିଚ କ୍ୟୁରେଟର ସୁରେନ୍ଦ୍ର କୁମାରଙ୍କୁ ହଟେଇ ସଞ୍ଜୀବ ଅଗ୍ରୱାଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଟିମ…