Latest Odisha News

BREAKING NEWS

Browsing Category

ଖେଳ

ଦ୍ୱିତୀୟ ଟେଷ୍ଟରେ ଖେଳି ନ ପାରନ୍ତି ବୁମରାହ

ଏଜବାଷ୍ଟନ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଦ୍ୱିତୀୟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଏହା ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏହି ମ୍ୟାଚରେ ଖେଳି ନ ପାରନ୍ତି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ପ୍ରଥମ ଟେଷ୍ଟରେ…

ଟି୨୦ ପାୱାର ପ୍ଲେ ନିୟମରେ ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ର ପାୱାର ପ୍ଲେ ନିୟମରେ ଆଇସିସି ସାମାନ୍ୟ ପରିବର୍ତନ କରିଛି । ନୂତନ ନିୟମ ଜୁଲାଇ ୨୦୨୫ରୁ ଲାଗୁ ହେବ । ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ ବାଧାପ୍ରାପ୍ତ ହେଲେ ପରେ ପାୱାର ପ୍ଲେରେ ନୂତନ ନିୟମ ଲାଗୁ ହେବ । ପୂର୍ବରୁ ୬ ଓଭର ପର୍ଯ୍ୟନ୍ତ ପାୱାର ପ୍ଲେ…

ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ: ମନ୍ନତା, ପ୍ରତ୍ୟାଶାଙ୍କୁ ପଦକ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ ସେଂଟରରେ ୭୮ତମ ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ଦିବସରେ ଓଡିଶାର ଦୁଇ ଉଦୀୟମାନ ସନ୍ତରଣକାରୀ ମନ୍ନତା ମିଶ୍ର ଓ ପ୍ରତ୍ୟାଶା ରାୟ ପଦକ ହାସଲ କରିଛନ୍ତି । ଓଡିଶା ଓଭରାଲ ୬ ପଦକ ଜିିତି ୭ମ ସ୍ଥାନରେ…

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିବା ପାଇଁ ଜୈସୱାଲଙ୍କୁ ଆବଶ୍ୟକ ୧୮୩ ରନ

ଲୀଡ୍ସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଯଶସ୍ୱୀ ଜୈସୱାଲ ଶତକ ହାସଲ କରିଥିଲେ । ସେ ଚଳିତ ସିରିଜରେ ୧୮୩ ରନ ସଂଗ୍ରହ କଲେ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭଙ୍ଗ କରିବେ । ସେ ଟେଷ୍ଟ ପଦାର୍ପଣ…

କ୍ରିକେଟ ନିୟମରେ ଆଇସିସି କଲା ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଇସିସି ବର୍ତ୍ତମାନ୍ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ନୂତନ ନିୟମ ଲାଗୁ କରିଛି। ତେବେ ଆସନ୍ତୁ ଜାଣିବା ନୂତନ ନିୟମ ଅନୁଯାୟୀ କଣ ପରିବର୍ତ୍ତନ କରାଯାଇଛି। ଟି ୨୦ ଏବଂ ଦିନିକିଆ କ୍ରିକେଟରେ ଷ୍ଟପ୍ କ୍ଲକ୍ ନିୟମ ଲାଗୁ ହେବାର ବର୍ଷେ ପରେ ଆଇସିସି ଏହି ନିୟମ ଟେଷ୍ଟରେ ମଧ୍ୟ…

ଜିମ୍ନାଷ୍ଟିକ୍ସ ଶୈଳୀରେ ଖୁସି ମନାଇବାକୁ ପନ୍ତଙ୍କୁ କରାଯାଇଛି ମନା

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରିଷଭ ପନ୍ତ ଉଭୟ ଇନିଂସରେ ଶତକ ହାସଲ କରି କୀର୍ତିମାନ ସ୍ଥ୍‌ାପନ କରିଛନ୍ତି । ଅବଶ୍ୟ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି । ଦଳ ଏବେ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ହୋଇଛି । ପନ୍ତ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ବର୍ମିଂହାମରେ ୫୮ ବର୍ଷ ହେବ ଜିତିନି ଭାରତ

ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତୀୟ କ୍ରିକେଟ ଟିମ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତୀ ମୁକାବିଲା ବର୍ମିଂହାମର ଏଜବେଷ୍ଟନରେ ଖେଳାଯିବ । ଏଠାରେ ୫୮ ବର୍ଷ ହେବ ଭାରତ ବିଜୟ ହାସଲ କରିପାରି ନାହିଁ । ୧୯୬୭ରେ ଟିମ ଇଣ୍ଡିଆ ଏଠାରେ…

ଏହି କ୍ରିକେଟର କହିଲେ ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି

ମୁମ୍ବାଇ: ବିନୋଦ କାମ୍ବଲୀଙ୍କ ପରେ ଆଉ ଜଣେ କ୍ରିକେଟର ସମସ୍ତ ଦକ୍ଷତା ଥିବା ସତ୍ୱେ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଦକ୍ଷତା ପ୍ରମାଣିତ କରି ପାରି ନାହାନ୍ତି । କ୍ରିକେଟ ଦୁନିଆର ଗ୍ଲାମରରେ ଭାସିଯିବା ଯୋଗୁ ତାଙ୍କ କ୍ୟାରିୟର ପ୍ରାୟତଃ ନଷ୍ଟ ହୋଇ ଯାଇଥିଲା । ଏହି କ୍ରିକେଟରଙ୍କ ନାମ ହେଲା…

ଇଂଲଣ୍ଡରୁ ଘରକୁ ଫେରିଲେ ହର୍ଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ପରାଜୟବରଣ କରିଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ବର୍ମିଂହାମରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ହର୍ଷିତ ରାଣା ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ହର୍ଷିତ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ…

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରାଜୟ: ଅଭିଜ୍ଞତାର ଅଭାବ ନାଁ ଅତି ଆତ୍ମବିଶ୍ୱାସ

କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶକ୍ତ ଧକ୍କା ଲାଗିଛି । ଭାରତ ପରାଜୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଫଳତାକୁ ଏହାର କାରଣ ମନେ କରାଯାଉଥିଲା । ସେମାନଙ୍କ ଅବସର ପରେ ନୂଆ ଟିମ…