Latest Odisha News

BREAKING NEWS

Browsing Category

ଖେଳ

ଆରମ୍ଭ ହେଲା ‘ଏସୀୟ କ୍ରୀଡ଼ା’: ଓଡ଼ିଶାରୁ ୧୨ ଜଣ ଖେଳାଳିଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଶନିବାରଠାରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଆରମ୍ଭ ହୋଇଛି ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା । ଏସିଆନ ଗେମ୍ସର ଉଦଘାଟନୀ ରଙ୍ଗାରଙ୍ଗ ଉତ୍ସବରେ ପ୍ରାୟ ୪ହଜାର ନୃତ୍ୟଶିଳ୍ପୀଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଏସୀୟ କ୍ରୀଡ଼ା ଅଗଷ୍ଟ ୧୮ରୁ ଆରମ୍ଭ…

ପ୍ରଥମଥର ଲାଗି ଜାତୀୟ ଟେନିସରେ ଓଡିଶା ବାଳକଙ୍କ ଟ୍ରଫି ହାସଲ

ଭୁବନେଶ୍ୱର : ଦେଶର ‘ସ୍ପୋଟ୍ସ କ୍ୟାପିଟାଲ୍’ ହେବାକୁ ଯାଉଛି ଭୁବନେଶ୍ୱର । ଶୁକ୍ରବାର ଦିନ ଓଡିଶାର ୧୭ ବର୍ଷୀୟ ଉଦୀୟମାନ ଟେନିସ୍ ଖେଳାଳି କବୀର ହଂସ ଜାତୀୟସ୍ତରରେ ଓଡିଶାର ପ୍ରଥମ ଖେଳାଳୀ ଭାବେ ଟେନିସ୍ ଚମ୍ପିୟାନ୍ ହୋଇଛନ୍ତି । କବୀର ଚେନ୍ନାଇରେ ଅନୁଷ୍ଠିତ ହୋଇଥିବା ଜାତୀୟ ଟେନିସ୍…

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ୍ ୱାଡେକରଙ୍କ ପରଲୋକ

ମୁମ୍ବାଇ : ଆରପାରିରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ଅଜିତ୍ ୱାଡେକର । ମୁମ୍ବାଇର ଯଶଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୭ ବର୍ଷିୟ ଅଜିତଙ୍କର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ ୧୯୪୧ ମସିହା ଏପ୍ରିଲ ୧ରେ ଜନ୍ମିତ ଅଜିତ୍ ୧୯୬୬ ରେ ଭାରତ ପକ୍ଷରୁ ପ୍ରଥମ…

‘ଏସିଆନ୍ ଗେମ୍ସ’କୁ ଯିବା ପୂର୍ବରୁ ସମ୍ବର୍ଦ୍ଧିତ ହେଲେ ଓଡିଆ ଖେଳାଳି

ଭୁବନେଶ୍ୱର : ଏସିଆନ୍ ଗେମ୍ସ ଲାଗି ମନୋନୀତ ହେଇଥିବା ଓଡିଶାର ୩ଜଣ ଆଥଲେଟ୍ ଓ ଜଣେ ବ୍ୟାଡମିଣ୍ଟନ୍ ଖେଳାଳିଙ୍କୁ ଏକ କ୍ରୀଡା ଉତ୍ସବରେ ରବିବାର ଦିନ ସମ୍ବର୍ଦ୍ଧିତ କରାଯାଇଛି । ଆସନ୍ତା ଅଗଷ୍ଟ ୧୮ ରୁ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ଏସିଆନ୍ ଗେମ୍ସରେ ଏହି ୪ଜଣ ଓଡିଆ…

କିସ୍ ରେ ରଗବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଶୁକ୍ରବାର ରଗବୀ ବିଶ୍ୱକପ ଟ୍ରଫି- ୱେବ ଏଲିସ କପ ଭୁବନେଶ୍ୱରରେ ପହଞ୍ଚିବା ପରେ କିଟ ଓ କିସ ବୁଲିଥିଲା । ଏହି ଅବସରରେ କିସ ପରିସରରେ ୨୭ହଜାର ଛାତ୍ରଛାତ୍ରୀ ଟ୍ରଫିକୁ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି,…

ମହିଳା ବିଶ୍ୱକପ ହକି: ଭାରତ କ୍ୱାର୍ଟର୍ ଫାଇନାଲରେ, ୩-୦ ରେ ଇଟାଲୀକୁ ପରାସ୍ତ କଲା

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ ହକିରେ ଭାରତୀୟ ଦଳ ଚମତକାର ଖେଳ ପ୍ରଦର୍ଶନ କରି ନକଆଉଟ ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତୀୟ ଦଳ ଏହି ମ୍ୟାଚରେ ବେଶ୍ ଆତ୍ମବିଶ୍ୱାସର ସହିତ ଖେଳୁଥିବାର ଦେଖାଯାଇଥିଲା ।…

ଏହି ୫ଜଣ ଖେଳାଳି ନିଶ୍ଚିତ ଆଗାମୀ ବିଶ୍ୱକପ ଖେଳିବେ !

ମୁମ୍ବାଇ: ଇଂଲଣ୍ଡରେ ଅନୁଷ୍ଠିତ ହେଉଛି ବହୁ ପ୍ରତୀକ୍ଷିତ ୨୦୧୯ ଆଇସିସି କ୍ରିକେଟ ବିଶ୍ୱକପ । ଏହି କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ ୨୦୧୯ ମସିହା ମେ ୩୦ ତାରିଖରେ ଇଂଲଣ୍ଡର ପ୍ରସିଦ୍ଧ ଷ୍ଟାଡ଼ିୟମ ଓଭାଲରେ ଖେଳାଯିବ । ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନଅପ୍କୁ ନେଇ ଗଠିତ ଭାରତୀୟ କ୍ରିକେଟ…

ବିଶ୍ୱକପ ହକି: ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଲଣ୍ଡନ ବସରେ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ଚାଲିଛି ବିଶ୍ୱକପ ଆୟୋଜନର ପ୍ରସ୍ତୁତି ପର୍ବ । ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଂଲଣ୍ଡର ଲଣ୍ଡନରେ ଆରମ୍ଭ ହୋଇଛି…

କଡ଼ା ନିରାପତ୍ତା ବଳୟରେ ଅନୁଷ୍ଠିତ ହେବ ବିଶ୍ୱକପ ହକି, ସୁରକ୍ଷା ଦାୟିତ୍ୱ ନେବେ ଏନ.ଏସ.ଜି କମାଣ୍ଡୋ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଫଳତା ଏବେ ଶୀର୍ଷରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ବିଶ୍ୱକପ ହକିର ପ୍ରସ୍ତୁତି । ଆସନ୍ତା ନଭେମ୍ବର ୨୮ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ପ୍ରତିଯୋଗିତାର…

ମହିଳା ବିଶ୍ୱକପ ହକି: ଉଦଘାଟନୀ ମ୍ୟାଚରେ ଭାରତ-ଇଂଲଣ୍ଡ ୧-୧ରେ ଡ୍ର ରଖିଲେ

ଲଣ୍ଡନ : ମହିଳା ବିଶ୍ୱକପର ୧୪ତମ ସଂସ୍କରଣ ଇଂଲଣ୍ଡର ଲଣ୍ଡନଠାରେ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ରାଣୀ ରାମପାଲଙ୍କ ନେତୃତରେ ବିଶ୍ୱକପ ଖେଳୁଥିବା ଭାରତୀୟ ହକିଦଳ ଇଂଲଣ୍ଡ ସହିତ ୧-୧ରେ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହେଲା । ମ୍ୟାଚର ୨୫ ମିନିଟରେ ଭାରତୀୟ ସ୍କୋରର ନେହା ଗୋୟଲ ଏକ…