Latest Odisha News

BREAKING NEWS

Browsing Category

ଖେଳ

ସୁରକ୍ଷା ବାହିନୀର କାର୍ଯ୍ୟକଳାପର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ସମସ୍ତ ଗଣମାଧ୍ୟମ ସଂସ୍ଥା ପାଇଁ ଏକ…

ବକେୟା ଅର୍ଥ ଦେଇ ନ ପାରିବାରୁ ଅଜଲାନ ଶାହ କପ ହକିରେ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: କ୍ରିକେଟ ପରେ ହକିରେ ମଧ୍ୟ ପାକିସ୍ତାନ ଅପମାନିତ ହୋଇଛି । ବକେୟା ଅର୍ଥ ଦେଇ ନ ପାରିବାରୁ ପାକିସ୍ତାନକୁ ଏକ ବଡ ହକି ଟୁର୍ଣ୍ଣାମେଂଟ ପାଇଁ ଆମନ୍ତ୍ରଣ କରାଯାଇ ନାହିଁ । ମାଲେସିଆ ହକି ମହାସଂଘ ପାକିସ୍ତାନକୁ ଏଥର ଅଜଲାନ ଶାହ କପ ହକି ପାଇଁ ଆମନ୍ତ୍ରଣ କରି ନାହିଁ । ଅକ୍ଟୋବର…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ଅନୀମେଶଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଷ୍ଟାର ଆଥଲେଟ ଅନୀମେଶ କୁଜୁର ସ୍ଥାନ ପାଇଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଫେଡେରେଶନ କପ ଜାତୀୟ ଆଥଲେଟିକ୍ସରେ ଅନୀମେଶ ୨୦୦ ମିଟରରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ସେ ୨୦.୪୦…

ଟି୨୦ରେ ଧୋନୀ ଖେଳିଲେ ୪୦୦ ମ୍ୟାଚ

ଚେପକ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୪୦୦ ଟି୨୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଧୋନୀ ୪୦୦ ମ୍ୟାଚ କ୍ଲବରେ ସାମିଲ ହୋଇଛନ୍ତି ।…

ପହଲଗାମ ଆତଙ୍କବାଦୀ ଆକ୍ରମଣ: ବିସିସିଆଇ ଉଠାଇପାରେ ବଡ ପଦକ୍ଷେପ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ରଚିବା ପରେ ଏବେ ଭାରତ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ଏଥିରେ ଭାରତୀୟ କ୍ରିକେଟ ମଧ୍ୟ ସାମିଲ ହୋଇଛି । ଭାରତୀୟ ପ୍ରଶଂସକମାନେ ବିସିସିଆଇକୁ ସନ୍ଦେଶ ଦେଇଛନ୍ତି ଯେ, ଆଗକୁ ପାକିସ୍ତାନ ସହ ଯେପରି ଭାରତ କୌଣସି ଆନ୍ତର୍ଜାତୀୟ ମ୍ୟାଚ…

ଆଇପିଏଲ ୨୦୨୫: ପ୍ରଥମ ଦଳ ଭାବେ ରାଜସ୍ଥାନର ବନ୍ଦ ହେଲା ପ୍ଲେ ଅଫ ପ୍ରବେଶ ରାସ୍ତା

ବେଙ୍ଗାଲୁର: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ ପଡିଛି । କିଛି ଅସମ୍ଭବ ଓ ଅବିଶ୍ୱସନୀୟ ଭାଗ୍ୟ ଉପରେ ଦଳର ଶେଷ ଆଶା ରହିଛି । ୯ ମ୍ୟାଚରୁ ରାଜସ୍ଥାନ ମାତ୍ର ୪ ପଂଏଟ ହାସଲ କରିଛି । ଦଳ ଯଦି ବାକିତକ ମ୍ୟାଚ ଜିତେ ତେବେ ଓଭରାଲ ପଂଏଟ ୧୪ ହେବ ।…

ଟି୨୦ କ୍ରିକେଟରେ ଗେଲଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରରେ ଷ୍ଟାର ଖେଳାଳି ବିରାଟ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି । ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିବା ସହ କ୍ରିସ ଗେଲଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେ ଏହି ମ୍ୟାଚରେ ୪୨ ବଲରେ ୭୦ ରନ…

ପହଲଗାମ ଆତଙ୍କବାଦୀ ଆକ୍ରମଣ: ସମାଲୋଚିତ ହେଉଛନ୍ତି ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଛନ୍ତି । ନିରୀହ ବ୍ୟକ୍ତିଙ୍କ ରକ୍ତର ହୋରି ଖେଳିଥିବା ଆତଙ୍କବାଦୀଙ୍କ ବିପକ୍ଷରେ କିନ୍ତୁ ପାକିସ୍ତାନ କ୍ରିକେଟର ନୀରବତା ସମସ୍ତଙ୍କୁ ଚକିତ କରିଛି । ଏ ପର୍ଯ୍ୟନ୍ତ ସେମାନେ କୌଣସି ପୋଷ୍ଟ ମାଧ୍ୟମରେ ଏ ନେଇ ଦୁଃଖ ପ୍ରକାଶ…

କିଏ କହିଲେ ଯୁବିଙ୍କଠାରୁ ପ୍ରଶିକ୍ଷଣ ନେଲେ ଗେଲଙ୍କ ପରି ଖେଳିବେ ଅର୍ଜୁନ

ମୁମ୍ବାଇ: ଅର୍ଜୁନ ତେନ୍ଦୁଲକର ୨୦୨୫ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନାହାନ୍ତି । ଇତି ମଧ୍ୟରେ ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି…

ନିଧୀଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି କି ପୃଥ୍ୱୀ ଶ

ନୂଆଦିଲ୍ଲୀ: କ୍ରିକେଟର ପୃଥ୍ୱୀ ଶ ତାଙ୍କ ପୂର୍ବତନ ବାନ୍ଧବୀ ତଥା ମଡେଲ ନିଧୀ ତପାଡିଆଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଛି । ନିକଟରେ ପୃଥ୍ୱୀଙ୍କ ସହ ଏକ ନୂତନ ଯୁବତୀ ଦେଖିବାକୁ ମିଳିଛି । ସେମାନେ କାରରେ ଯାଉଥିବା ବେଳେ ଯୁବତୀଜଣଙ୍କ ନିଜ ମୁହଁ…