Latest Odisha News

BREAKING NEWS

Browsing Category

ଖେଳ

ତୃତୀୟ ଦିନିକିଆ: କ୍ଲିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୨-୦ରେ ଆଗୁଆ ରହି ସିରିଜ ଜିତିନେଇଛି । ଅନ୍ତିମ ଦିନିକିଆକୁ ଜିତି ଟିମ ଇଣ୍ଡିଆ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । କଟକରେ ଖେଳାଯାଇଥିବା ଦ୍ୱିତୀୟ…

ଲାଇଭ ମ୍ୟାଚରେ ଫିଲ୍ଡର ବନିଲେ ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ କୋଚ୍, ଜାଣନ୍ତୁ କଣ ରହିଛି ପୂରା ଘଟଣା… 

ଲାହୋର: ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ବିବାଦ ଘେରରେ ରହିଛି। କେତେବେଳେ ଖରାପ ଲାଇଟିଂ ତ ଆଉ କେତେବେଳେ ସୁରକ୍ଷା ବ୍ୟବସ୍ଥା। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏଠାରେ ଟ୍ରାଇ-ସିରିଜ ମ୍ୟାଚ୍ ଚାଲିଛି। ଟ୍ରାଇ ସିରିଜ ମ୍ୟାଚରେ…

ପନ୍ତ, ରାହୁଲଙ୍କ ବିପକ୍ଷରେ ରଚାଯାଉଛି କି ଷଡଯନ୍ତ୍ର

ଗୌତମ ଗମ୍ଭୀର କଣ ପସନ୍ଦ କରୁ ନାହାନ୍ତି କେଏଲ ରାହୁଲ ଓ ରିଷଭ ପନ୍ତ । ସେମାନେ କଣ ତାଙ୍କ ଫେଭରାଇଟ ଲିଷ୍ଟରେ ନାହାନ୍ତି । ବାରମ୍ବର ସ୍ଥାନ ବଦଳାଇବାର ମାନେ କଣ ? ଭାରତୀୟ କ୍ରିକେଟ ଦଳର କୋଚ ଦାୟିତ୍ୱ ତୁଲାଇବା ପରେ ଟିମ ଇଣ୍ଡିଆ ମିଶ୍ରିତ ପ୍ରଦର୍ଶନ କରିଛି । ଗମ୍ଭୀର କୋଚ ହେବା ପରେ ଟିମରେ…

ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଲେ ଜାହୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ଜାହୀର ଖାଁ ବର୍ତମାନର ମୂଖ୍ୟ କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖେଳାଳିଙ୍କୁ ବାରମ୍ବାର ଅଦଳବଦଳ କରିବା ମନରେ ଅସ୍ଥିରତା ସୃଷ୍ଟି କରେ । ଟିମ ଭିତରେ ସ୍ଥିରତା ରହିବା ଉଚିତ । କେଏଲ ରାହୁଲଙ୍କ ବଦଳରେ…

ଜୟ ଶାହଙ୍କ ନୂତନ ଅଭିଯାନ ଆରମ୍ଭ ‘ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’

ନୂଆଦିଲ୍ଲୀ:ଆଇସିସି ଅଧ୍ୟକ୍ଷ ଜୟ ଶାହ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ସେ ୧୨ ଫେବୃଆରୀ ଦିନ ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ବେଳେ 'ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ' ନାମକ ଏକ ସଚେତନତା ଅଭିଯାନ ଆରମ୍ଭ…

ଭାରତୀୟ ଫ୍ୟାନ୍ସଙ୍କ ସମ୍ମୁଖରେ ଭାରତ ସହ ମୁକାବିଲା କରିବା ଆମ ପାଇଁ କଠିନ: ଜର୍ମାନୀ ମହିଳା ଦଳର କୋ-କ୍ୟାପଟେନ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ସୋମବାର) ଜର୍ମାନୀ ମହିଳା ହକି ଦଳ  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । କୋ-କ୍ୟାପଟେନ୍ ଲିନିୟା ୱିଡେମାନ୍ ଏବଂ ସାରା ଷ୍ଟ୍ରସ୍ ଙ୍କ ନେତୃତ୍ୱରେ ଜର୍ମାନୀ ମହିଳା ଦଳ ୨୧ ଏବଂ ୨୨ ଫେବୃଆରୀରେ…

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣାରେ ବିସିସିଆଇକୁ ଟ୍ରୋଲ୍ କଲେ ପାକିସ୍ତାନୀ

ନୂଆଦିଲ୍ଲୀ: କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣାକୁ ନେଇ ପ୍ରଶଂସକମାନେ ବିସିସିଆଇକୁ ଟ୍ରୋଲ୍ କରିଥିଲେ। ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନେ ମଧ୍ଯ ସୋସିଆଲ ମିଡିଆରେ…

ଆଇସିସି ଚାମ୍ପିଅନ୍ସ ଟ୍ରଫି; ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ

କରାଚି: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସୁରକ୍ଷାକୁ କଡାକଡି କରିବା ପାଇଁ ପାକିସ୍ତାନ ସରକାର ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ ମୁତୟନକୁ ଅନୁମତି ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନର ସଂଘୀୟ କ୍ୟାବିନେଟ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା…

FIH ପ୍ରୋ ଲିଗ୍: ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନର ଉଭୟ ପୁରୁଷ ଓ ମହିଳା ଦଳ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର)  ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍…

ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ୪*୧୦୦ମି. ରିଲେ ଦଳ ୩୯.୪୭ ସେକେଣ୍ଡରେ…