Latest Odisha News

BREAKING NEWS

Browsing Category

ଖେଳ

କୋହଲି, ପଂଟିଂଙ୍କ ତୁଳନାରେ ଆଗରେ ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ୧୦୦ରୁ ଅଧିକ ମ୍ୟାଚରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ ରୋହିତଙ୍କ ବିଜୟ ପ୍ରତିଶତ ଅଧିକ ରହିଛି । ସେ ଏଥିରେ ରିକି ପଂଟିଂ, ଷ୍ଟିଭ ୱ, ହ୍ୟାନ୍ସି କ୍ରୋନିଏ ଓ ବିରାଟ…

ଟିମ ଇଣ୍ଡିଆର ଜର୍ସି ସ୍ପନଶର ହେଉଛନ୍ତି କି ବର୍ବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଜର୍ସି ସ୍ପନଶର ହେବା ସର୍ବଦା ଗର୍ବର ବିଷୟ ହୋଇଥାଏ । ମାତ୍ର ସଂଯୋଗର ବିଷୟ ଏହି କି ଯେ, ଯିଏ ବି ଟିମ ଇଣ୍ଡିଆର ଜର୍ସି ସ୍ପନଶର ହୋଇଛି ପରେ ସେହି କମ୍ପାନୀ ବର୍ବାଦ ହୋଇଯାଇଛି । ଏବେ ଏହି ସଂଯୋଗ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତୁ ନଜର ପକାଇବା ଏହି ଅଜବ…

ଟିମ ଇଣ୍ଡିଆକୁ ଆବଶ୍ୟକ ଆଉ ୭ ଚୟନ କମିଟି ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଟିମ ଇଣ୍ଡିଆ ପାଇଁ ଆଉ ୭ଟି ଚୟନ କମିଟି ସଦସ୍ୟ ଆବଶ୍ୟକ ହେଉଛି । ସିନିୟର ପୁରୁଷ ଟିମର ୨ଟି, ମହିଳା ପ୍ୟାନେଲ ପାଇଁ ୪ ଓ ଜଣେ ଜୁନିୟର ଚୟନ କମିଟି ପଦ ଖାଲି ରହିଛି । ଆବେଦନକାରୀ ଅତି କମରେ ୭ଟି ଟେଷ୍ଟ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ…

ସଚିନଙ୍କ ସହ କାମ୍ବଲୀଙ୍କ କିପରି ସମ୍ପର୍କ ଥିଲା ଖୁଲାସା କଲେ ଭାଇ ବୀରେନ୍ଦ୍ର

ମୁମ୍ବାଇ: ଭାରତର ଦୁଇ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତା ନେଇ ଏବେ ମଧ୍ୟ ଚର୍ଚ୍ଚା ହୁଏ । ପିଲାବେଳୁ ଉଭୟ ଭଲ ବନ୍ଧୁଥିଲେ । କ୍ରିକେଟ ପ୍ରତିଭାରେ ଧନୀ ଏହି ଦୁଇ ଖେଳାଳି ଦେଶ ପାଇଁ ନାମ କମାଇଥିଲେ । ତେବେ ମଝିରେ କାମ୍ବଲୀ ପଥଭ୍ରଷ୍ଟ ହୋଇ ପଡି ନିଜ କ୍ୟାରିୟାକୁ…

ଭାରତ ଏ ପକ୍ଷରୁ ଖେଳି ପାରନ୍ତି ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେବା ପରେ ରୋହିତ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଭାରତ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏହି…

ଜାତୀୟ ଜୁନିୟର ହକି: ହରିୟାଣାକୁ ଫାଇନାଲରେ ଭେଟିବ ଓଡିଶା

ଭୁବନେଶ୍ୱର: ଜାତୀୟ ଜୁନିୟର ପୁରୁଷ ହକିରେ ଓଡିଶା ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୩-୨ରେ ପଞ୍ଜାବକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଓଡିଶା ଓ ହରିୟାଣା ମଧ୍ୟରେ ମୁକାବିଲା ହେବ । ହରିୟାଣା ଅନ୍ୟ ଏକ ସେମିରେ ଉତରପ୍ରଦେଶକୁ…

ଶ୍ରେୟାଶ ଆୟାରଙ୍କୁ ଆଉ ଏକ ଝଟକା

ମୁମ୍ବାଇ: ଏସିଆ କପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏଥିରେ ଶ୍ରେୟାଶ ଆୟାରଙ୍କୁ ସ୍ଥାନ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଇତି ମଧ୍ୟରେ ଶେୟାଶଙ୍କୁ ଆଉ ଏକ ଝଟକା ଲାଗିଛି । ମୁମ୍ବାଇ ଟିମର ନିୟମିତ ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ପଦରୁ ଓହରି ଯାଇଥିଲେ ।…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ପାଇଁ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ଟି୨୦ ମୁକାବିଲାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ସବୁଜ ସଙ୍କେତ ମିଳିଛି । ଭାରତ ସରକାର ଏଥି ନିମନ୍ତେ ଅନୁମତି ପ୍ରଦାନ କରିଛି । ସେପ୍ଟମ୍ବର ୧୪ରୁ ଦୁବାଇରେ ଏହା ଆରମ୍ଭ ହେବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଶେଷ…

ଟିମ ଇଣ୍ଡିଆ ପାଇଁ ନୂଆ ଟେଷ୍ଟ ଆଣିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କ ଫିଟନେସ ପରଖିବା ପାଇଁ ନୂଆ ଟେଷ୍ଟ ଆଣିଛି । ଏବେ ଖେଳାଳିମାନଙ୍କୁ ନିଜ ଫିଟନେସ ପ୍ରମାଣ କରିବା ପାଇଁ ଏହି ବ୍ରୋଙ୍କୋ ଟେଷ୍ଟରେ ପାସ ହେବାକୁ ପଡିବ । ରଗବୀ ଖେଳାଳିମାନଙ୍କ ପାଇଁ ବିଶେଷ ଭାବେ ଏହି ଟେଷ୍ଟ କରାଯାଇଥାଏ…

କାମ୍ବଲୀ ଅସୁସ୍ଥ, କଥା କହି ପାରୁ ନାହାନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ତଥା ସଚିନ ତେନ୍ଦୁଲକରଙ୍କ ବନ୍ଧୁ ବିନୋଦ କାମ୍ବଲୀ ପୂନର୍ବରେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ଭାଇ ବୀରେନ୍ଦ୍ର କାମ୍ବଲୀ କହିଛନ୍ତି ଯେ, ସେ ଏବେ ବି କଥା ଠିକରେ କହି ପାରୁ ନାହାନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରେ…