Latest Odisha News

BREAKING NEWS

Browsing Category

ଖେଳ

Khelo India: କାଶ୍ମୀରରେ ପ୍ରଥମ ଥର ଅନୁଷ୍ଠିତ ହେବ “ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ”, କ’ଣ ଖାସ୍…

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରର ପ୍ରସିଦ୍ଧ ଡାଲ୍ ହ୍ରଦ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଜଳ କ୍ରୀଡା ମହୋତ୍ସବ ଆୟୋଜନ କରିବାକୁ ଯାଉଛି। ଏହି ମହୋତ୍ସବ ୨୦୨୫ ଅଗଷ୍ଟ ୨୧ ରୁ ୨୩ ପର୍ୟ୍ୟନ୍ତ ଆୟୋଜିତ ହେବ। ଏଥିରେ, ଦେଶର ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ ରୁ ଅଧିକ…

ରୋହିତ, ବିରାଟଙ୍କ ନାମ ନ ଥିବା ନେଇ ସ୍ପଷ୍ଟୀକରଣ ରଖିଲା ଆଇସିସି

ନୂଆଦିଲ୍ଲୀ: ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଏଥିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମ ନ ଥିବା ନେଇ ପ୍ରଶଂସକମାନେ ଚକିତ ହୋଇ ପଡିଥିଲେ । ଏ ନେଇ ବିବାଦ ବଢ଼ିବାରୁ ଆଇସିସି ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଥିଲା । କିଛି ସମୟ ପାଇଁ ଏହି ଦୁଇ ମହାନ ଖେଳାଳିଙ୍କ ନାମ ନ…

ଚହଲଙ୍କ ସହ ଛାଡପତ୍ର ପରେ ମୁହଁ ଖୋଲିଲେ ଧନଶ୍ରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ୟୁଟ୍ୟୁବ ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କ ଭଲ ପାଇବା ଏବଂ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବିବାହ ବେଶୀ ଦିନ ତିଷ୍ଠି ନ ଥିଲା । ଶେଷରେ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଛାଡପତ୍ର ପରେ ପ୍ରଥମ ଥର ପାଇଁ ଚହଲଙ୍କୁ ନେଇ…

ଏସିଆ କପ ହକି: ଭାରତୀୟ ଦଳରେ ଓଡିଶାର ଶୀଲାନନ୍ଦ, ଅମିତ

ନୂଆଦିଲ୍ଲୀ: ବିହାରର ରାଜୀଗରରେ ଖେଳାଯିବାକୁ ଥିବା ଏସିଆ କପ ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ଘୋଷିତ ଦଳରେ ଓଡିଶାର ଅମିତ ରୋହୀଦାସ, ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଥିବା ବେଳେ ଷ୍ଟାଣ୍ଡବାଇରେ ନୀଲମ ସଞ୍ଜୀପ ଖେସ…

ଶ୍ରେୟାଶଙ୍କ ପ୍ରତି ହେଉଛି କି ଅନ୍ୟାୟ ?

ଭାରତୀୟ କ୍ରିକେଟ ଏବେ ନୂଆ କଳେବର ଦେଇ ଗତି କରୁଛି । ଅତ୍ୟଧିକ ପରୀକ୍ଷଣ କିମ୍ବା କିଛି ଲୋକଙ୍କ ଜିଦ ଯୋଗୁ ଟିମ ଇଣ୍ଡିଆ ବେଳେ ବେଳେ ବ୍ୟାକ ଗିୟର ପକାଇଥାଏ । ଗ୍ରେଗ ଚ୍ୟାପେଲଙ୍କଠାରୁ ଆରମ୍ଭ କରି ଅନେକ ଉଦାହରଣ ଆମ ନିକଟରେ ରହିଛି । ଅଜିତ ଅଗରକର ଚୟନ କମିଟି ଅଧ୍ୟକ୍ଷ ଏବଂ ଗୌତମ ଗମ୍ଭୀର…

ଏସିଆ କପ ହକି: ପାକିସ୍ତାନ ଆଉଟ, ଗ୍ରୁପ ଏରେ ଭାରତ

ନୂଆଦିଲ୍ଲୀ:ବିହାରର ରାଜୀଗରରେ ଅଗଷ୍ଟ ୨୯ରୁ ଏସିଆ କପ ହକି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପାକିସ୍ତାନ ଓ ଓମାନ ବଦଳରେ ବାଂଲାଦେଶ ଓ କାଜକସ୍ତାନକୁ ଏଥିରେ ସାମିଲ କରାଯାଇଛି । ମଙ୍ଗଳବାର ଏ ସମ୍ପର୍କରେ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନ, ଜାପାନ ଓ କାଜାକସ୍ତାନ ସହ ଭାରତ ଗ୍ରୁପ ଏରେ…

ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ଭାରତୀୟ ଦଳ

ମୁମ୍ବାଇ: ଏସିଆ କପ କ୍ରିକେଟ ପାଇଁ ଭାରତୀୟ ପୁରୁଷ କ୍ରିକେଟ ଟିମ ଘୋଷଣା ହେବାର କିଛି ସମୟ ପରେ ଦିନିକିଆ ମହିଳା ବିଶ୍ୱକପ ଓ ଅଷ୍ଟ୍ରେଲିଆ ଗସ୍ତ ନିମନ୍ତେ ମଧ୍ୟ ଦଳ ଚୟନ କରାଯାଇଛି । ହରମନପ୍ରୀତ କୌରଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଘରୋଇ ପରିବେଶରେ ଭାରତୀୟ ଟିମ ପ୍ରଥମ ଥର…

ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାଶ, ଯଶସ୍ୱୀଙ୍କୁ ମିିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।…

ଅଶୋକ ପଟ୍ଟନାୟକ ସ୍ମାରକୀ ବନ୍ଧୁକଚାଳନା ଓ ବାହୁକୁସ୍ତି: ୬ ଜଣ ହାତେଇଲେ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓ ଉତ୍କଳ କରାଟେ ସ୍କୁଲ୍‌ ମିଳିତ ଆନୁକୂଲ୍ୟରେ ସୋମବାର କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ମଧ୍ୟରେ ସୌଖିନ ବନ୍ଧୁକଚାଳନା ଓ ବାହୁକୁସ୍ତି…

ଦୁଲୀପ ଟ୍ରଫିରେ ଆଶୀର୍ବାଦ ସ୍ୱାଇଁଙ୍କୁ ସୁଯୋଗ

ଭୁବନେଶ୍ୱର: ଓଡିଶାର ୱିକେଟକିପର ବ୍ୟାଟ୍ସମ୍ୟାନ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲୀପ ଟ୍ରଫିରେ ଖେଳିବା ପାଇଁ ସୁଯୋଗ ମିଳିଛି । ପୂର୍ବାଂଚଳ ଦଳରେ ଓଡିଶାର ଏହି ଖେଳାଳିଙ୍କୁ ସାମିଲ କରାଯାଇଛି । ଅନ୍ୟ ଓଡିଆଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେହିପରି ସ୍ୱସ୍ତିକ…