Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ କ୍ରୀଡା: ଓଡିଶା ପାଇଁ ସ୍ୱର୍ଣ୍ଣ ଜିତିଲେ ମହିଳା ସନ୍ତରଣ ଟିମ

ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡାରେ ଓଡିଶା ସନ୍ତରଣ ଟିମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଗୁରୁବାର ମହିଳା ସନ୍ତରଣ ଟିମ ୪ ଗୁଣନ ୧୦୦ ମିଟର ରିଲେରେ ଓଡିଶାକୁ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତ୍ୟଶା ରାୟ, ମନ୍ନତ ମିଶ୍ର, ଦିବ୍ୟାଙ୍କା ପ୍ରଧାନ ଓ ସୃଷ୍ଟି…

ଦୀର୍ଘ ଦିନ ପରେ ଚିଲି ପନୀର ଖାଇଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଏଥିରେ ଉନ୍ନତି ଆଣିବା ପାଇଁ କୋହଲି ଏବେ ରଣଜୀ କ୍ରିକେଟ ଖେଳୁଛନ୍ତି । ଦିଲ୍ଲୀ ଟିମ ପକ୍ଷରୁ ଖେଳିବା ଅବସରରେ ସେ ରେଲୱେ ବିପକ୍ଷ ମ୍ୟାଚରେ ଅଧିନାୟକ ହେବାକୁ ମନା କରି ଦେଇଥିଲେ । କୋହଲି…

ଏଫଆଇଏଚ ପ୍ରୋ ଲିଗ: ୩୨ ଜଣିଆ ଦଳରେ ଓଡିଶାରୁ ୩

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୧୫ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପୋ ଲିଗ ୨୦୨୪-୨୫ ଖେଳାଯିବ । ଏଥିପାଇଁ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୩୨ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି ।…

ରଣଜୀ ଟ୍ରଫି: ଓଡିଶା ୧୮୦, ସର୍ଭିସେସ ୮୫/୨

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂର୍ନବାର ଘରୋଇ ପରିବେଶର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାରି ନାହିଁ । ସର୍ଭିସେସ ବିପକ୍ଷ ମ୍ୟାଚରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୧୮୦ ରନରେ ଅଲଆଉଟ ହୋଇ ଯାଇଥିଲା । ରାଜେଶ ମହାନ୍ତିଙ୍କ ୬୦ ରନର ଇନିଂସ ଯୋଗୁ ଓଡିଶା ଏକ ଆଭରେଜ ସ୍କୋର କରିପାରି ଥିଲା…

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ ! ଏତେ ଦର୍ଶକଙ୍କ ପାଇଁ ହୋଇଛି ବ୍ୟବସ୍ଥା

କଟକ: ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏହାକୁ ଲକ୍ଷରେ ରଖି ପିଚ ଓ ପଡ଼ିଆକୁ…

ବିରାଟ କୋହଲିଙ୍କୁ ଦେଖିବା ପାଇଁ ଠେଲାପେଲା, ଅନେକ ଆହତ

ନୂଆଦିଲ୍ଲୀ: ଆଜି ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳାଯାଉଛି। ବିରାଟ କୋହଲି ଏହି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ। ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ରେଲଓ୍ବେ ଦଳ ବ୍ୟାଟିଂ କରୁଛି। ତେବେ ମ୍ୟାଚ୍…

ସଞ୍ଜୁଙ୍କ ପ୍ରଦର୍ଶନରେ ରହୁନି ସ୍ଥିରତା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ସଞ୍ଜୁ ସାମସନ ଟିମ ଇଣ୍ଡିଆର ଟ୍ରମ୍ପ କାର୍ଡ ହେବେ ବୋଲି ଅନୁମାନ କରାଯାଉଥିଲା । ମାତ୍ର ପ୍ରଥମ ୩ଟି ମୁକାବିଲାରେ ସେ ୩, ୫ ଓ ୨୬ ରନ ସ୍କୋର କରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଏବେ ୨-୧ରେ ଅଗ୍ରଣୀ ରହିଛି । ହାତରେ ଥିବା ୨ଟି…

ଟି୨୦ରେ ହାର୍ଦ୍ଦିକଙ୍କୁ କଲବଲ କରୁଛନ୍ତି ସ୍ପିନର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାରମ୍ବାର ସ୍ପିନରଙ୍କ ବିପକ୍ଷରେ ଫେଲ ମାରିଛନ୍ତି ।…

ଜନାଈରେ ପରେ ଏବେ ମାହିରାଙ୍କ ସହିତ ଯୋଡାଯାଉଛି ସିରାଜଙ୍କ ନାମ

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ସିରାଜ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଆଶା ଭୋସଲେଙ୍କ ନାତୁଣୀ ଜନାଈଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିବା ଖବର ପ୍ରକାଶ ପାଇଥିଲା । ତେବେ ସିରାଜ ନିଜେ ଏ ସମ୍ପର୍କରେ ମୁହଁ ଖୋଲିବା ସହ ଜନାଈଙ୍କୁ ତାଙ୍କ ଭଉଣୀ ବୋଲି କହିଥିଲେ । ଏହା ପରେ…

ରଣଜୀ ଟ୍ରଫି: କୋହଲି ୪ ନମ୍ବର ସ୍ଥାନରେ କରିବେ ବ୍ୟାଟିଂ

ନୂଆଦିଲ୍ଲୀ: ୧୩ ବର୍ଷ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି । ଗୁରୁବାର ସେ ରେଲୱେ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ । କୋହଲି କେଉଁ ସ୍ଥାନରେ ବ୍ୟାଟିଂ କରିବେ ଦଳର ଅଧିନାୟକ ଆୟୂଷ ବଦାନୀ ସ୍ପଷ୍ଟ କରିଛନ୍ତି । ଫର୍ମରେ ନ ଥିବା ଜଂଟି…