Latest Odisha News

BREAKING NEWS

Browsing Category

ଖେଳ

ଗାବାରେ ଏହି ୪ ଭାରତୀୟ ମାରିଛନ୍ତି ଶତକ

ଗାବା: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ତୃତୀୟ ଟେଷ୍ଟ ଗାବାରେ ଖେଳାଯିବ । ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ ରୋମାଂଚକ ସ୍ଥିତିରେ ପଂହଚିଛି । ପ୍ରଥମ ମ୍ୟାଚରେ ଭାରତ ୨୯୫ ରନରେ ଜିିତିଥିବା ବେଳେ ଦ୍ୱିତୀୟ ମୁକାବିଲା ଅଷ୍ଟ୍ରେଲିଆ ୧୦ ୱିକେଟରେ ଜିତିଛି । ୨୦୨୧ରେ ଗାବାରେ ଟେଷ୍ଟ…

ଓଡିଶା ମାଷ୍ଟର୍ସ ଆନ୍ତର୍ଜାତୀୟ ବ୍ୟାଡମିଂଟନ: ମାନବ, ଫ୍ଲୋରା ବିଜୟୀ

କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ମାଷ୍ଟର୍ସ ୨୦୨୪ ଆନ୍ତର୍ଜାତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କଟକରେ ତୃତୀୟ ଥର ପାଇଁ…

ହଜି ଯାଉଛି ଟେଷ୍ଟ କ୍ରିକେଟର ପ୍ରକୃତ ରୋମାଂଚ

ଆଡିଲେଡ: ଟେଷ୍ଟ କ୍ରିକେଟର ପ୍ରକୃତ ରୋମାଂଚ ଏବେ ହଜିବାରେ ଲାଗିଛି । ଏବେ ଅଧିକାଂଶ ମ୍ୟାଚ ସମ୍ପୂର୍ଣ୍ଣ ଏକତରଫା ହେଉଛି । ଏଥିପାଇଁ ସୀମିତ ଓଭର କ୍ରିକେଟ ବିଶେଷ କରି ଟି୨୦କୁ ଦାୟୀ କରାଯାଉଛି । ଏହା ଆମେ କହୁ ନାହୁଁ ପରିସଂଖ୍ୟନ ଏହା ସୂଚେଇବାକୁ ବାଧ୍ୟ କରାଉଛି । ବ୍ୟାଜବଲ କ୍ରିକେଟ ଯୋଗୁ…

ତୃତୀୟ ଟେଷ୍ଟ ବ୍ୟାଟିଂ ଅର୍ଡର ନେଇ ରୋହିତ ଦେଲେ ସୂଚନା

ଗାବା: ଆଡିଲେଡ କ୍ରିକେଟ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପ୍ରବେଶ ରାସ୍ତା କଠିନ ହୋଇଛି । ଗୋଲାପୀ ବଲ ମ୍ୟାଚ ପାଇଁ ଅଧିନାୟକ ରୋହିତ ଶର୍ମା ମିଡିଲ ଅର୍ଡରରେ ବ୍ୟାଟିଂ କରିଥିଲେ । କେଏଲ ରାହୁଲ ଓ ଯଶସ୍ୱୀ ଜୈସୱାଲ ଓପିନଂ…

୧୫୧ ଟେଷ୍ଟ ପରେ ସଚିନଙ୍କ ସହ ରୁଟଙ୍କ ତୁଳନା

ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ସଚିନଙ୍କ ସହ ରୁଟଙ୍କୁ ଏବେ ତୁଳନା କରାଯାଉଛି । ତେବେ ଏହା ପୂର୍ବରୁ ୧୫୧ ଟେଷ୍ଟ…

ଆମେରିକାର ନ୍ୟାଶନାଲ କ୍ରିକେଟ ଲିଗକୁ ବାସନ୍ଦ କଲା ଆଇସିସି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆମେରିକାର ନ୍ୟାଶନାଲ କ୍ରିକେଟ ଲିଗକୁ ବାସନ୍ଦ କରିଛି । ଆଇସିସି ୟୁଏସଏସିକୁ ପତ୍ର ଲେଖି ଏ ସମ୍ପର୍କରେ ସୂଚନା ଦେଇଛି । ଉକ୍ତ ପତ୍ରରେ ଚୂଡାନ୍ତ ଏକାଦଶ ଚୟନରେ ନିୟମକୁ ପାଳନ କରିବା ଆବଶ୍ୟକ ନିୟମ ପାଳନ କରାଯାଇ ନ ଥିଲା । ଟି୧୦ ଫର୍ମାଟରେ…

ସିରାଜ, ହେଡ ଦଣ୍ଡିତ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ରିକେଟ ଟେଷ୍ଟାରେ ବିଶୃଙ୍ଖଳା ସୃଷ୍ଟି କରିବା ନେଇ ଆଇସିସି ମହମ୍ମଦ ସିରାଜ ଓ ଟ୍ରେଭିସ ହେଡଙ୍କୁ ଦଣ୍ଡିତ କରିଛି । ସିରାଜଙ୍କ ମ୍ୟାଚ ଫିସର ୨୦ ପ୍ରତିଶତ ଅର୍ଥ ଜରିମାନା ବାବଦରେ କଟାଯାଇଛି । ଭାରତର ପେସ ବୋଲର ସିରାଜ ଆଇସିସି କୋଡ ଅଫ କଣ୍ଡକ୍ଟ ୨.୫ର…

ୱାର୍ଲ୍ଡ ଚେସ ଚାମ୍ପିୟନଶିପ: ଡିଙ୍ଗ ଲିରେନଙ୍କୁ ହରାଇଲେ ଗୁକେଶ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ଚେସ ତାରକା ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚଳିତ ସିଙ୍ଗାପୁରରେ ଚାଲିଥିବା ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୧୧ତମ ଗେମରେ ସେ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ମାତ ଦେଇଛନ୍ତି । ୨୯ତମ ମୁଭରେ ଗୁକେଶ ତାଙ୍କୁ ପରାଜିତ କରିଥିଲେ ।…

ସଚିନଙ୍କୁ ମିଳିଲା ସିନ୍ଧୁଙ୍କ ବିବାହ ନିମନ୍ତ୍ରଣ ପତ୍ର, ଦେଖନ୍ତୁ କାର୍ଡର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ:ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସିନ୍ଧୁ ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ହାଇଦ୍ରାବାଦର ଆଇଟି ପ୍ରଫେସନାଲ୍ ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିବେ । ତେବେ ସିନ୍ଧୁ ନିଜ ବାହାଘରକୁ ନିମନ୍ତ୍ରଣ କରିବାକୁ…