Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ: ଓଡିଶାର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର: ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନ କରି ଅଭିଯାନ ଶେଷ କରିଛି । ଓଭରାଲ ୬ ପଦକ ( ୧ ସ୍ୱର୍ଣ୍ଣ, ୪ ରୌପ୍ୟ, ୧ ବ୍ରୋଞ୍ଜ)ସହ ଟିମ ଓଡିଶା ୮ମ ସ୍ଥାନରେ ରହିଛି । ଅନ୍ତିମ ଦିବସରେ ଓଡିଶା ପ୍ରତିଯୋଗୀ ୩ ରୌପ୍ୟ ପଦକ ଜିତିଥିଲେ…

୧୦୦ କୋଟି ୟୁଜର୍ସଙ୍କ ସହ ସୋସିଆଲ ମିଡିଆରେ ରୋନାଲ୍ଡୋଙ୍କ ରାଜୁତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ପ୍ରଶଂସକଙ୍କ ସଂଖ୍ୟା ୧୦୦ କୋଟି ଛୁଇଁଛି । ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସୋସିଆଲ ମିଡିଆରେ ରୋନାଲ୍ଡୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆପଣଙ୍କ ସମର୍ଥନ ଓ…

ଛୋଟ ପିଲାଙ୍କ ତୁଳନାରେ ଚୀନରେ ବଢ଼ୁଛି ପୋଷା ବିଲେଇ, କୁକୁରଙ୍କ ସଂଖ୍ୟା

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ ହେବା ପରୋକ୍ଷରେ ଏକ ସମସ୍ୟା ଭାବେ ଉଭା ହୋଇଛି । ଯୁବ ପିଢ଼ୀ ପାରିବାରିକ ଜଞ୍ଜାଳରେ ବାନ୍ଧି ହେବାକୁ ଚାହୁଁ ନାହାନ୍ତି । ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯୁବଙ୍କ ସଂଖ୍ୟା କମୁଛି । ଏକ ରିପୋର୍ଟ ଅନୁସାରେ ଚୀନରେ ପୋଷା ବିଲେଇ, କୁକୁରଙ୍କ ତୁଳନାରେ…

ଭାରତ-ବାଂଲଦେଶ ଟେଷ୍ଟ ସିରିଜରେ ଏହି ସବୁ ରେକର୍ଡ ଭାଙ୍ଗିପାରେ

ଭାରତ ଓ ବାଂଲାଦେଶ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିଜ ନିଜ ଦଳର ଘୋଷଣା କରି ସାରିଛନ୍ତି । ୧୯ ସେପ୍ଟମ୍ବରରୁ ଏହି ସିରିଜ ଚେନ୍ନାଇରେ ଆରମ୍ଭ ହେବ । ସିରିଜରେ ଟିମ ଇଣ୍ଡିଆ ଓ ଖେଳାଳିମାନେ ୧୦ଟି ରେକର୍ଡ ନିଜ ନାମରେ କରିପାରନ୍ତି । ଟେଷ୍ଟ କ୍ରିକେଟରେ ୪ର୍ଥ ସଫଳ ଟିମ ହେବା ସୁଯୋଗ…

ସାଫ ଜୁନିୟର ଆଥଲେଟିକ୍ସ: ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ସାଫ ଜୁନିୟର ଆଥଲେଟିକ୍ସ ପ୍ରତିଯୋଗିତାରେ ଓଡିଶା ଆଥଲେଟ ସବିତା ରୌପ୍ୟ ପଦକ ଜିତିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସବିତା ୧୩.୯୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ଭାରତର ଉନ୍ନତି ଆୟପ୍ପା ନୂତନ ମିଟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ…

ଓଡିଶା ସନ୍ତରଣକାରୀ ଜିତିଲେ ପ୍ରଥମ ଜାତୀୟ ସ୍ୱର୍ଣ୍ଣ

ଭୁବନେଶ୍ୱର: ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ମହିଳା ଟିମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ସନ୍ତରଣରେ ଓଡିଶାର ଏହା ପ୍ରଥମ ଜାତୀୟସ୍ତରର ସ୍ୱର୍ଣ୍ଣ ପଦକ । ୪ ଗୁଣନ ୧୦୦ ରିଲେରେ ପ୍ରତ୍ୟୁଷା ରାୟ, ମନ୍ନତ ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ସୋନିଆ ପଟେଲକୁ…

ଭନଙ୍କୁ ଗାଭାସ୍କରଙ୍କ କଡା ସମାଲୋଚନା: ସଚିନଙ୍କ ନାମରେ ରେକର୍ଡ ରହିବା କଣ ଭୁଲ କଥା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ଏକ ବୟାନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିଛି ଦିନ ତଳେ ଭନ କହିଥିଲେ ଜୋ ରୁଟ ସହଜରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ଏହା ନିଶ୍ଚିତ ଭାବେ ଟେଷ୍ଟ କ୍ରିକେଟକୁ ନୂଆ ଦିଗ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତର କ୍ରମାଗତ ଚତୁର୍ଥ ବିଜୟ

ବେଜିଂ:ଚଳିତ ଚାମ୍ପିୟନ୍ସ ଟ୍ରଫି ହକିରେ ଗୁରୁବାର ଭାରତ ୩-୧ ଗୋଲରେ କୋରିଆକୁ ପରାସ୍ତ କରି ବିଜୟ ଅଭିଯାନ ଜାରୀ ରଖିଛି । ଏହା ପୂର୍ବରୁ ଟିମ ଇଣ୍ଡିଆ ଚୀନକୁ ୩-୦ରେ, ଜାପାନକୁ ୫-୦ରେ ଓ ମାଲେସିଆକୁ ୮-୨ରେ ହରାଇଥିଲା । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଏବେ ଶେଷ ଲିଗ ମ୍ୟାଚରେ…

ଆସନ୍ତୁ ଜାଣିବା କିଏ ହେଉଛନ୍ତି ଟିମ ଇଣ୍ଡିଆର ଅଭାଗ୍ୟଶାଳୀ କ୍ରିକେଟର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲିଙ୍କୁ ସବୁଠାରୁ ଅଭାଗ୍ୟଶାଳୀ କ୍ରିକେଟର ଭାବେ ବିବେଚନା କରାଯାଇଥାଏ । ୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ସେ ୧୭ ସିଜନ ଖେଳିଥିଲେ ମଧ୍ୟ ତାଙ୍କ ଦଳ ଚାମ୍ପିୟନ ହୋଇପାରି ନାହିଁ । ଏପରିକି ୨୦୧୩ ପରଠାରୁ ମଧ୍ୟ ଭାରତୀୟ ଟିମର ନିୟମିତ ସଦସ୍ୟ ଥିଲେ…

ସାଫ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ଲକ୍ଷ୍ମୀଙ୍କୁ ରୌପ୍ୟ, ଜୟରାମଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ମାଡ୍ରାସରେ ଅନୁଷ୍ଠିତ ୪ର୍ଥ ଦକ୍ଷୀଣ ଏସୀୟ ଆଥଲେଟିକ ଫେଡେରେଶନ ଜୁନିୟର ଚାମ୍ପିୟନଶିପରେ ବୁଧବାର ଓଡିଶାର ପ୍ରତିଯୋଗୀ ୨ଟି ପଦକ ଜିତିଛନ୍ତି । ମହିଳା ୮୦୦ ମିଟର ବିଭାଗରେ ଲକ୍ଷ୍ମୀପ୍ରିୟା କିଶାନ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨:୧୦.୮୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ…