Latest Odisha News

BREAKING NEWS

Browsing Category

ଖେଳ

ସଚିନଙ୍କ ସର୍ବାଧିକ ଟେଷ୍ଟ ରନର ରେକର୍ଡ ଭାଙ୍ଗିଦେବେ କି ଜୋ ରୁଟ

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭବିଷ୍ୟବାଣୀ କରିଛନ୍ତି ଯେ, ଜୋ ରୁଟ ଅଳ୍ପ ଦିନ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟର ସର୍ବାଧିକ ରନର ରେକର୍ଡକୁ ଭଙ୍ଗ କରିବେ । ଏହା ପରେ ଏ ନେଇ ଆଲୋଚନା ଜୋର ଧରିଛି । ରୁଟଙ୍କ ପ୍ରଦର୍ଶନ ଏବେ ବେଶ ପ୍ରଶଂସନୀୟ ରହିଛି ।…

ଖୁସିରେ ଚିତ୍କାର କରି କରି କାନ୍ଦି ପକାଇଥିଲେ ଡ୍ରାଭିଡ

ଚେନ୍ନାଇ: ଦୀର୍ଘ ଦିନ ପରେ ଭାରତ ଟି୨୦ ବିଶ୍ୱକପ ୨୦୨୪ରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । କୋଚ ରାହୁଲ ଡ୍ରାଭିଡଙ୍କ ପାଇଁ ଏହି ବିଜୟ ମହତ୍ୱପୂର୍ଣ୍ଣ ଥିଲା । ରବିଚନ୍ଦ୍ରନ ଅଶ୍ୱୀନ ଏକ ସାକ୍ଷାତକାରରେ କହିଛନ୍ତି କିପରି ଭାରତ ବିଜୟୀ ହେବା ପରେ ଡ୍ରାଭିଡ ଖୁସିରେ ପାଗଳପ୍ରାୟ ହୋଇ…

ଅଲିମ୍ପିକ୍ସରେ ବ୍ରେକ ଡ୍ୟାନସିଂ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଲୋକପ୍ରିୟ ବ୍ରେକ ଡ୍ୟାନ୍‌ସିଂ ଏବେ ଏକ ଅଲିମ୍ପିକ କ୍ରୀଡା । ଏଥରର ପ୍ୟାରିସ ଅଲିମ୍ପିକ୍ସରେ କ୍ରୀଡା ଭାବେ ପଦାର୍ପଣ କରିବ ବ୍ରେକ୍ ଡ୍ୟାନସିଂ ବା ବ୍ରେକିଂ । ଗତ ଶତାବ୍ଦୀର ସତୁରୀ ଦଶକରେ ନ୍ୟୁୟର୍କର ବ୍ରନ୍‌ସ୍କର ସାହିଗଳିରେ ବ୍ରେକ ଡ୍ୟାନସିଂର ସୃଷ୍ଟି ।…

ବହିକୁ ନେଇ ବିବାଦରେ ବ୍ରାଏନ ଲାରା: କ୍ଷମା ମାଗିବାକୁ କହିଲେ ରିଚାର୍ଡ୍ସ, ହୁପର

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବେ ତାଙ୍କ ପୁସ୍ତକକୁ ନେଇ ବିବାଦରେ ଫସି ଯାଇଛନ୍ତି । ଲାରା ତାଙ୍କ ପୁସ୍ତକ ଲାରା: ଦି ଇଂଲଣ୍ଡ କ୍ରୋନିକଲ୍ସରେ ଏ ଭଳି ଏକ ଘଟଣା ଉଲ୍ଲେଖ କରିଛନ୍ତି ଯାହାକୁ ନେଇ ଭିଭିଆନ ରିଚାର୍ଡ୍ସ ଓ କାର୍ଲ ହୁପର ତାଙ୍କୁ କ୍ଷମା ମାଗିବାକୁ…

ଓଡିଶା ବଦଳରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ଶୁଭ୍ରାଂଶୁ

କଟକ: ଓଡିଶାର ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁ ସେନାପତି ନିଜ ରାଜ୍ୟ ପକ୍ଷରୁ ଆଉ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଗାମୀ ଘରୋଇ ସିଜନରେ ସେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ବୋଲି କହିଛନ୍ତି । ଓଡିଶା କ୍ରିକେଟ ଆସୋସିଏଶନ ନିକଟରୁ ସେ ଏ ନେଇ ବିଧିବଦ୍ଧ ଭାବେ ଏନଓସି ମଧ୍ୟ ଆଣିଛନ୍ତି ।…

ଅଲିମ୍ପିକ୍ସରେ ଏ ଭଳି ଘଟଣା ଥରେ ହୋଇଛି, ଗୋଟିଏ ଇଭେଂଟରେ ୨ଜଣଙ୍କୁ ସ୍ୱର୍ଣ୍ଣ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ ସଂସ୍କରଣ ଏଥର ପ୍ୟାରିସରେ ଆୟୋଜିତ ହେବ । ଏଥର ୨୦୪ ଦେଶର ୧୦୦୦୦ରୁ ଅଧିକ ଆଥଲେଟ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଏହି କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ଇଭେଂଟରେ ୨ଜଣ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ…

ଆଇସିସି ବୈଠକରେ ଏହି ସବୁ ପ୍ରସଙ୍ଗରେ ଉପରେ ହେଲା ଆଲୋଚନା

କଲମ୍ବୋ: ଶ୍ରୀଲଙ୍କାରେ ୧୯ରୁ ୨୨ ଜୁଲାଇ ପର୍ଯ୍ୟନ୍ତ ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇସିସିର ସମସ୍ତ ବଡ ଅଧିକାରୀ ଓ ୧୦୮ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆସନ୍ତୁ ନଜର ପକାଇବା ଏହି…

ଅବସର ଘୋଷଣା କଲେ ଭାରତୀୟ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଆନ୍ତର୍ଜାତୀୟ ଗସ୍ତ ହେବ । ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ…

ଥାଇଲାଣ୍ଡ ଗଲେ ଭଲିବଲ୍ ରାଣୀ

ଭୁବନେଶ୍ବର: ଢେଙ୍କାନାଳରେ ଭଲିବଲ ଯୁଗ ଆରମ୍ଭ କରିଥିବା ଦିୟା ମଜୁମଦାର ଥାଇଲାଣ୍ଡ ଗସ୍ତ କରିଛନ୍ତି । ଏଫଆଇଭିବି କୋଚ୍ କୋର୍ସ ଲେଭଲ୍-ଟୁ ପାଇଁ ଦିୟାଙ୍କ ପାଖକୁ ଚିଠି ଆସିବା ପରେ ସେ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ ସମେତ ରାଜ୍ୟରୁ ୩ଜଣ ଏହି କୋର୍ସ ପାଇଁ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ…

ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିଥିବା ବାପ, ପୁଅ ଯୋଡି

ଅଲିମ୍ପିକ୍ସରେ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ରହିଥାଏ । ଆଉ ଗୋଟିଏ ପରିବାରରେ ଯଦି ବାପାଙ୍କ ପରେ ପୁଅ ଏହି ସଫଳତା ଆଣିଥାଏ ତାହାହେଲେ ଖୁସି ଦ୍ୱିଗୁଣିତ ହୋଇଯାଏ । ଭାରତ ଅଲିମ୍ପିକ୍ସ ଇତିହାସରେ ୧୯୦୦ ଓ ୨୦୨୧ ମଧ୍ୟରୁ ୩୫ ପଦକ ଜିତିଛି । ଏହା ମଧ୍ୟରେ ୧୦ ସ୍ୱର୍ଣ୍ଣ ପଦକ ରହିଛି ।…