Latest Odisha News

BREAKING NEWS

Browsing Category

ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ T-20 ମ୍ୟାଚର ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 ମ୍ୟାଚ୍ ଖେଳାଯିବ। ଏହା କିଭଳି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କୋହଲି, ରୋହିତଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ସେମାନଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ପଂହଚିଛନ୍ତି । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ସେମାନେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଉଭୟ ଅଷ୍ଟ୍ରେଲିଆ ବିପକ୍ଷ…

ଗାଙ୍ଗୁଲି କହିଲେ ପିଚକୁ ନେଇ ନୀତିଶିକ୍ଷା ପାଇ ସାରିଛି ଟିମ ଇଣ୍ଡିଆ

କୋଲକାତା: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଏବେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସୁବିଧାଜନକ ସ୍ଥିତି ପାଇଁ ଏହି ସିରିଜକୁ ଭାରତକୁ ଗୁରୁତ୍ୱ ସହକାରେ ନେଉଛି । ନଭେମ୍ବର ୧୪ରୁ ଇଡେନଗାର୍ଡେନରେ ପ୍ରଥମ ଟେଷ୍ଟ ଖେଳାଯିବ ।…

ଇଡେନ ଗାର୍ଡେନରେ ଦେଖିବାକୁ ମିଳିବ ରିଭର୍ସ ସୁଇଂର କମାଲ, ବୁମରାହଙ୍କୁ ନେଇ ଚିନ୍ତାରେ ଦକ୍ଷିଣ ଆଫ୍ରିକା

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଇଡେନ ଗାର୍ଡେନରେ ଆରମ୍ଭ ହେବ । ପ୍ରାରମ୍ଭିକ ପିଚ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଛି । ଖେଳ ଆଗକୁ ବଢ଼ିବା ସହ ପିଚରେ ସୁଇଂ ବିଶେଷ କରି ରିଭର୍ସ ସୁଇଂ ଦେଖିବାକୁ ମିଳିବ ବୋଲି…

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଇଁ ସ୍ୱତନ୍ତ୍ର କଏନ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ନଭେମ୍ବର ୧୪ରୁ ଏହି ସିରିଜ ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଓ ନେଲସେନ ମାଣ୍ଡେଲାଙ୍କ ନାମରେ ଏହି ସିରିଜକୁ ନାମିତ କରାଯାଇଛି । ରିପୋର୍ଟ ମୁତାବକ ଇଡେନଗାର୍ଡେନରେ ଖେଳାଯିବାକୁ ଥିବା…

ରଣଜୀ ଟ୍ରଫି: ବିଦର୍ଭ ନିକଟରୁ ଓଡିଶା ପରାସ୍ତ, ସ୍ୱସ୍ତିକଙ୍କ ଅର୍ଦ୍ଧଶତକ

ନାଗପୁର: ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପୂନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ବିଦର୍ଭ ନିକଟରୁ ୧୦୦ ରନରେ ପରାସ୍ତ ହୋଇଛି । ବିଦର୍ଭ ପ୍ରଥମ ଇନିଂସରେ ୨୮୬ ରନ କରିଥିଲା । ଏହାର ଜବାବରେ ଓଡିଶା ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ବିଦର୍ଭ ୨ ୱିକେଟ…

ଟି୨୦ କ୍ରିକେଟରେ କେବଳ ଓପନିଂ ସ୍ଥାନ ସ୍ଥିର: ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆନ୍ତର୍ଜାତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛି । ନିକଟରେ ଟିମ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତୀୟ ଟି୨୦ ଟିମର ବ୍ୟାଟ୍ସମ୍ୟାନଙ୍କ କ୍ରମରେ ଗମ୍ଭୀର ପରିବର୍ତନ କରୁଥିବାରୁ ଏହାକୁ ଅନେକ ସମାଲୋଚନା କରିଛନ୍ତି । ଏବେ ସେ ଏ ନେଇ…

Sultan Azlan Shah Cup 2025: ସୁଲତାନ ଆଜଲାନ ଶାହ କପ୍ ରେ ସିନିୟରମାନଙ୍କୁ ବିଶ୍ରାମ, ନେତୃତ୍ବ ନେବେ ସଞ୍ଜୟ

ନୂଆଦିଲ୍ଲୀ:ହକି ଇଣ୍ଡିଆ ମାଲେସିଆର ଇପୋହ (Ipoh, Malaysia)ରେ ୨୩ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩୧ତମ ସୁଲତାନ ଆଜଲାନ ଶାହ କପ୍ ୨୦୨୫(31st Sultan Azlan Shah Cup 2025) ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଏହି ଇଭେଣ୍ଟ ପାଇଁ ସଞ୍ଜୟଙ୍କୁ ଦଳର…

ସାମୀଙ୍କ ଆନ୍ତର୍ଜାତୀୟ କ୍ରିକେଟ ଭବିଷ୍ୟତ ଅନ୍ଧକାରରେ

ମୁମ୍ବାଇ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଜାତୀୟ ଦଳକୁ ସେ ଫେରିବା ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ରଣଜୀ ଟ୍ରଫିରେ ସାମୀ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଏହା ତାଙ୍କୁ ଟିମ ଇଣ୍ଡିଆକୁ ଫେରିବା ପାଇଁ ଯଥେଷ୍ଟ…

ଚେନ୍ନାଇ ସୁପର କିଙ୍ଗସ ପ୍ରସ୍ତାବ ନେଇ ରାଜି ହେଲାନି ଗୁଜରାଟ ଟାଇଟାନ୍ସ

ଚେନ୍ନାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଏବେ ଟ୍ରେଡିଂ ୱିଣ୍ଡୋ ଖୋଲା ଯାଇଛି । ଗତ ସଂସ୍କରଣରେ ଖରାପ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସ ଦଳରେ ବଡ ପରିବର୍ତନ କରିବାକୁ ଚାହୁଁଛି । ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପୂର୍ବରୁ ଦଳକୁ ଏକ ମଜଭୁତ ଟିମ ଦେବାକୁ ଚାହୁଁଛନ୍ତି । ରାଜସ୍ଥାନ…