Latest Odisha News

BREAKING NEWS

Browsing Category

ଖେଳ

ଟି-୨୦ ଦଳରେ କାହିଁକି ସ୍ଥାନ ପାଇଲେ ନାହିଁ ରଜତ ପଟିଦାର? ଚୟନକର୍ତ୍ତାଙ୍କ ଅବହେଳା ନା ଅନ୍ୟ କାରଣ?

ମୁମ୍ବାଇ: ଭାରତୀୟ କ୍ରିକେଟର ଉଦୀୟମାନ ବ୍ୟାଟର ରଜତ ପଟିଦାରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଆଇପିଏଲରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ସେ ଭାରତର ଟି-୨୦ ଦଳରେ ସ୍ଥାନ ପାଇନଥିବାରୁ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଅନେକେ ଏହାକୁ ଚୟନକର୍ତ୍ତାଙ୍କ ଅବହେଳା ବୋଲି କହୁଥିବା…

Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ

ଭୁବନେଶ୍ୱର: ସମ୍ବଲପୁର ଫୁଟବଲ ଏକାଡେମୀକୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସମ୍ବଲପୁର ଗସ୍ତରେ ଯାଇ ଏହି ଏକାଡେମୀ ପରିଦର୍ଶନ କରି ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଛନ୍ତି । ୧୫ କୋଟି ଟଙ୍କା ରେ ଆରମ୍ଭ ହୋଇଥିବା ଏକାଡେମୀ ପରିସରରେ…

ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର

ନୂଆଦିଲ୍ଲୀ: ଟେନିସ ଜଗତକୁ ଏକ ନୂଆ ମହିଳା ସୁପରଷ୍ଟାର ମିଳିଛି । ୧୯ ବର୍ଷୀୟା ମୀରା ଏଣ୍ଡ୍ରିଭା ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଫାଇନାଲରେ ସେ ପୋଲାଣ୍ଡର ମାଜା ଚେଲିସ୍କାଙ୍କୁ ୬-୩ ଓ ୬-୨ ସିଧାସଳଖ ସେଟରେ ପରାସ୍ତ…

ସଚିନଙ୍କ ପରେ ବୈଭବଙ୍କୁ ନେଇ ବଡ ଅନୁମତି ଦେଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ଚୟନ କମିଟିଙ୍କୁ ପ୍ରଭାବିତ କରିପାରିଥିଲେ । ଏବେ ଏହି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ଟି୨୦ ଟିମରେ ସାମିଲ କରାଯାଇଛି । ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତରେ ଟିମ ଇଣ୍ଡିଆ ଯିବା…

୧୮ ବର୍ଷରୁ କମ୍ ପୁରୁଷ ଏସିଆ କପରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ… ମହିଳାଙ୍କୁ ବ୍ରୋଞ୍ଚ,ପ୍ରଧାନମନ୍ତ୍ରୀ ଜଣାଇଲେ…

ନୂଆଦିଲ୍ଲୀ:ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ(Men's U-18 Asia Cup 2026 title win) ନିଜ ନାଁରେ କଲେ ଟିମ୍ ଇଣ୍ଡିଆ । ଭାରତୀୟ ହକି ଦଳ (Indian U-18 Men's Hockey Team )ପୁରୁଷ ୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ଟାଇଟଲ ଜିତି ପୁଣିଥରେ ଏସିଆରେ ନିଜର ପ୍ରାଧାନ୍ୟ…

କୋଟି କୋଟି ସମ୍ପତ୍ତିର ମାଲିକ ବୈଭବ ସୂର୍ଯ୍ୟବଂଶୀ…

ନୂଆଦିଲ୍ଲୀ: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତରେ ଜଣେ ଉଜ୍ଜ୍ୱଳ ତାରକା ଭାବରେ ଉଭା ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲରେ ସେ ସର୍ବାଧିକ ଛକା ମାରିବା ସହ ଅନେକ ରେକର୍ଡ କରିଛନ୍ତି। ଏହା ପରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଥିବା ବେଳେ ଅନେକ ବିଜ୍ଞାପନରେ ମଧ୍ୟ ଦେଖା…

ଦଳରୁ ବାଦ ପଡିବା ପରେ ଆସିଲା ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିସିସିଆଇ ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଦଳର ଘୋଷଣା କରିଛି । ଟି୨୦ ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଖରାପ ଫର୍ମ ଯୋଗୁ ଦଳରୁ ବାଦ ଦିଆଯାଇଛି । ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି । ଦଳରୁ ବାଦ ପଡିବା ପରେ…

ରାହୁଲ, ଗିଲଙ୍କ ଶତକ: ଆଫଗାନିସ୍ତାନ ବିପକ୍ଷରେ ବଡ ସ୍କୋର ଅଭିମୁଖେ ଭାରତ

ନ୍ୟୁ ଚଣ୍ଡୀଗଡ: ସ୍ଥାନୀୟ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ କ୍ରିକେଟ ଟିମ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । କେଏଲ ରାହୁଲ ଓ ଶୁଭମନ ଗିଲଙ୍କ ଶତକ ବଳରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ୱିକେଟ ବିନିମୟରେ ୩୬୮ ରନ ସଂଗ୍ରହ କରିନେଇଛି । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ…

ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆ ଟିକେଟ୍, ଭାଙ୍ଗିବେ ସଚିନଙ୍କ ୩୭ ବର୍ଷର ରେକର୍ଡ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ଇତିହାସ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ, BCCI ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଛି। ଆଉ ଏହି ଦଳରେ ସ୍ଥାନ ପାଇଛନ୍ତି ମାତ୍ର ୧୫ ବର୍ଷର ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀ।…

ଟି-୨୦ ଦଳର ନୂଆ ଅଧିନାୟକ ହେଲେ ଶ୍ରେୟସ ଆୟର: ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ୍ ଦେଲା ବିସିସିଆଇ

ମୁମ୍ବାଇ: ଭାରତୀୟ ଟି-୨୦ କ୍ରିକେଟ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଭାରତର ନୂଆ ଟି-୨୦ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବେ । କେବଳ ଅଧିନାୟକ ପଦ ନୁହେଁ ଖରାପ ଫର୍ମ ଦେଇ ଯାଉଥିବା…