Latest Odisha News

BREAKING NEWS

Browsing Category

ଖେଳ

ରଣଜୀ ଟ୍ରଫି: ପ୍ରାରମ୍ଭିକ ସଫଳତା ସତ୍ୱେ ପୁନର୍ବାର ନିରାଶ କଲେ ଓଡିଶା ବୋଲର

କଟକ: ରଣଜୀ ଟ୍ରଫି କ୍ରିକେଟର ଶୁକ୍ରବାର ଗ୍ରୁପ ଡିର ଏକ ମୁକାବିଲାରେ ଓଡିଶା ବିପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଉତରାଖଣ୍ଡ ୩ ୱିକେଟ ବିନିମୟରେ ୨୩୨ ରନ ସଂଗ୍ରହ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଉତରାଖଣ୍ଡ ୨ ୱିକେଟ ବିନିମୟରେ ୨୨ ରନ ସଂଗ୍ରହ କରି ପ୍ରାରମ୍ଭିକ ବ୍ୟାଟିଂ…

ଦିନିକିଆରେ ଶ୍ରୀଲଙ୍କା ପକ୍ଷରୁ ପ୍ରଥମ ଦ୍ୱିଶତକ ମାରିଲେ ନିଶାଙ୍କା

ପାଲ୍ଲିକେଲ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ପଥୁମ ନିଶାଙ୍କା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଅପରାଜିତ ୨୧୦ ରନର ଇନିଂସ ଖେଳିଛନ୍ତି । ସେ ଏଥିସହ ଶ୍ରୀଲଙ୍କା ପକ୍ଷରୁ ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ସନଥ ଜୟସୂରିଆଙ୍କ ୧୮୯ ରନର ରେକର୍ଡ…

ରବୀନ୍ଦ୍ର ଜାଡେଜା ବାପାଙ୍କ ଚାଂଚଲ୍ୟକର ବୟାନ, ପୁଅ ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି । ତେବେ ଏହି ଅବସରରେ ତାଙ୍କ ବାପା ଅନିରୁଦ୍ଧ ସିଂ ଜାଡେଜା ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ରବୀନ୍ଦ୍ର ଓ ବୋହୂ ରୀଭାବା ସହିତ ଆମର କୌଣସି…

ଝିଅ ସହ ବେଳେ ବେଳେ ଫୋନରେ କଥା ହୁଏ, ଭେଟିବାର ସୁଯୋଗ ମିଳେନାହିଁ: ମଦମ୍ମଦ ଶାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ଝିଅ ଆୟରାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ମହମ୍ମଦ ଶାମିଙ୍କ ଝିଅ ହସିନ ଜାହାନଙ୍କ ସହ ରୁହନ୍ତି । ମହମ୍ମଦ ଶାମି ନିକଟରେ ଏକ ବାର୍ତ୍ତାଳାପ ସମୟରେ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ଝିଅ…

ସାଫ ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତ ସହ ବାଂଲାଦେଶକୁ କରାଗଲା ଯୁଗ୍ମ ବିଜେତା

ଢ଼ାକା: ସାଫ ୧୯ ବର୍ଷରୁ କମ ମହିଳା ଫୁଟବଲର ଫାଇନାଲ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିଲା । ଏହି ରୋମାଂଚ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ପେନାଲ୍ଟି ଶୁଟଆଉଟରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । ଏହା ମଧ୍ୟ ୧୧-୧୧ ସମାନ…

କୋହଲିଙ୍କ ପ୍ରାଇଭେସୀ ଲିକ କରିବା ମୋର ମସ୍ତବଡ ଭୁଲ ଥିଲା

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବ୍ୟକ୍ତିଗତ କାରଣ ଯୋଗୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୪ଟି ମୁକାବିଲାରୁ ଓହରି ଯାଇଛନ୍ତି । ସେ କଣ ପାଇଁ ଓହରିଲେ ସେ ନେଇ ଆଲୋଚନା ଜୋର ଧରିଥିବା ବେଳେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ବଡ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ବେନୋନୀ: ଏଠାରେ ଗୁରୁବାର ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ…

ପ୍ୟାରିସ ଅଲିମ୍ପିକ୍ସ ପଦକରେ ରହିବ ଏଫିଲ ଟାୱାରର ଧାତୁ

ପ୍ୟାରିସ:ପ୍ୟାରିସ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜକ ଫେବୃୟାରୀ ୮ରେ ପଦକ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥର ପଦକରେ ଏଫିଲ ଟାୱାରର ଧାତୁକୁ ଯୋଡା ଯାଇଛି । ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଓ ୧୧ ଅଗଷ୍ଟରୁ ୮ ସେପ୍ଟମ୍ବର ପର୍ଯ୍ୟନ୍ତ ପାରା ଅଲିମ୍ପିକ ଆୟୋଜିତ ହେବ ।…

ହାସନ ରାଜାଙ୍କ ପାଟି ଚୁପ କରିଦେଲେ ସାମୀ

ନୂଆଦିଲ୍ଲୀ: ଗତ ବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପ ପରେ ଭାରତର ପେସ ବୋଲର ମହମ୍ମଦ ସାମୀ କ୍ରିକେଟ ଆକ୍ସନଠାରୁ ଦୂରରେ ଅଛନ୍ତି । ସେ ଆଘାତପ୍ରାପ୍ତ ହେବା ପରେ ଏବେ ଚିକିତ୍ସାଧୀନ ଅଛନ୍ତି । ସାମୀ ବିଶ୍ୱକପରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ତେବେ ସାମୀଙ୍କ ବୋଲିଂକୁ ପ୍ରଶଂସା କରିବା…

ମିଳିଲା ଈଶାନ କିଶାନଙ୍କ ଖୋଜ ଖବର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନ ଏବେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପରେ ସେ ଭାରତୀୟ ଟିମ ସହିତ ଦକ୍ଷିଣ ଆଫ୍ରିକା ଯାଇଥିଲେ । ମାତ୍ର ହଠାତ ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ ଅଧାରୁ ପଳାଇ ଆସିଥିଲେ । ସେବେଠାରୁ ତାଙ୍କର ଖୋଜ…