Latest Odisha News

BREAKING NEWS

Browsing Category

ଖେଳ

ମହିଳା ବିଶ୍ୱକପ କ୍ରିକେଟ: ଉଦଯାପନୀ ଉତ୍ସବରେ ସୁନିଧୀଙ୍କ ତଡକା, ଲେଜର, ଡ୍ରୋନ ଶୋ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ୨୦୨୫ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଦଯାପନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଗାୟିକା ସୁନିଧୀ ଚୌହ୍ୱାନ ମନଲୋଭା କାର୍ଯ୍ୟକ୍ରମ ପରିବେଷଣ କରିବେ । ତାଙ୍କ ସହ ୬୦ଜଣ ନର୍ତକୀ…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପଲା ଭାରୀ

ନଭି ମୁମ୍ବାଇ: ମହିଳା ବିଶ୍ୱକପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆକୁ ହରାଇ ଭାରତ ଓ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛନ୍ତି । ଘରୋଇ ପରିବେଶ ଏବଂ ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି ।…

ଦିନିକିଆ ସିରିଜ: ୪୨ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ ସୁଇପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଛି । ୪୨ ବଷ; ପରେ ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ୧୯୮୩ରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଥିଲା । ତୃତୀୟ ଦିିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୦.୨…

ପ୍ରଫେଶନାଲ ଟେନିସରୁ ଅବସର ନେଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପ୍ରଫେଶନାଲ ଟେନିସରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ଘଟିଛି । ପ୍ୟାରିସ ମାଷ୍ଟର୍ସ ୧୦୦୦ରେ ସେ ଶେଷ ଥର ପାଇଁ ଆଲେକଜାଣ୍ଡର ବୁବଲିକଙ୍କ ସହ ଖେଳିଥିଲେ । ଚଳିତ ବର୍ଷ ବୋପାନ୍ନା ସବୁଠାରୁ…

ଭାରତ-ଅଷ୍ଟ୍ରେଲିଆ ଟି୨୦ ସିରିଜ: ବାକିଥିବା ୩ଟି ମ୍ୟାଚରେ ଖେଳିବେନି ଏହି ଷ୍ଟାର ବୋଲର

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆକୁ ନାକେଦମ କରିଥିବା ଜୋଶ ହାଜେଲଉଡ ବାକି ୩ଟି ମ୍ୟାଚରେ…

Men’s Junior Hockey World Cup: ପାକିସ୍ତାନ ସ୍ଥାନରେ ସାମିଲ ହେଲା ଓମାନ

ନୂଆଦିଲ୍ଲୀ: ୨୮ ନଭେମ୍ବରରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଏବଂ ମାଦୁରାଇରେ ଅନୁଷ୍ଠିତ ହେବ FIH ପୁରୁଷ ଜୁନିଅର ବିଶ୍ୱକପ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଓହରିଯିବା ପରେ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ନିଶ୍ଚିତ କରିଛି ଯେ FIH ପୁରୁଷ ଜୁନିୟର ବିଶ୍ୱକପରେ…

ବିସିସିଆଇର ବଡ଼ ସୂଚନା, ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ…

ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ନେଇ ଶନିବାର ଦିନ ବିସିସିଆଇ ସୂଚନା ଦେଇଛି। ଅକ୍ଟୋବର ୨୫ ତାରିଖରେ ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ।ଯାହାଫଳରେ ସେ ଗତ ଏକ ସପ୍ତାହ ଧରି ସିଡନୀର ଏକ ହସ୍ପିଟାଲରେ…

ବ୍ୟର୍ଥ ହେଲା ଅଭିଷେକଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆର ସହଜ ବିଜୟ

ମେଲବୋର୍ଣ୍ଣ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୪ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭରରେ ୧୨୫ ରନ…

ମନ ଭାଙ୍ଗିଗଲା, ଆଉ ବିଶ୍ୱକପ ଖେଳିବେନି ଏହି ମହାନ ଖେଳାଳି

ନୂଆଦିଲ୍ଲୀ: ନଭି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ୮ ବର୍ଷ ପରେ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଫାଇନାଲ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେମିଫାଇନାଲରେ ଅଷ୍ଟ୍ରେଲିଆ ୩୩୯ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲ ।…

କ୍ୟାବିନେଟ୍ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆଝାରୁଦ୍ଦିନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ଖୁବ୍ ଶୀଘ୍ର ତେଲେଙ୍ଗାନା କ୍ୟାବିନେଟରେ ଯୋଗ ଦେଇପାରନ୍ତି। ଦଳୀୟ ନେତୃତ୍ୱ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ରାଜି ଥିବା ଜଣାପଡିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ଜୁବଲି ହିଲ୍ସ…