Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରୁ ବିଦା ହେଲେ ସୁମିତ

ମେଲବୋର୍ଣ୍ଣ:ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସୁମିତ ନାଗଲଙ୍କ ଅଭିଯାନ ଦ୍ୱିତୀୟ ରାଉଣ୍ଡରେ ଶେଷ ହୋଇଯାଇଛି । ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସେ ଚୀନର ଜେସି ସାଙ୍ଗଙ୍କ ନିକଟରୁ ୨-୬, ୬-୩, ୭-୫ ଓ ୬-୪ ସେଟରେ ପରାଜିତ ହୋଇଥିଲେ । ମ୍ୟାଚ ୨ ଘଂଟା ୫୦ ମିିନିଟ ପର୍ଯ୍ୟନ୍ତ…

ରୋହିତ ଶର୍ମା ଫିଟ୍ ନା ଅନ୍ ଫିଟ୍? ସୁପର ଓଭରରେ ଦଳ ବିଜୟୀ ହେବା ପରେ ଦେଲେ ଜବାବ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଯଦିଓ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଗୋଟିଏ ପରେ ଗୋଟିଏ ଜବରଦସ୍ତ ବ୍ୟାଟିଂ ଦର୍ଶକ ଦେଖିଥିଲେ କିନ୍ତୁ ମ୍ୟାଚ ଶେଷରେ ଏପରି କିଛି ଘଟିଥିଲା ଯାହା ଦର୍ଶାଇଥିଲା ଯେ ରୋହିତ ଶର୍ମା 'ଅନ୍ ଫିଟ୍'। ଏହାପୂର୍ବରୁ ମଧ୍ୟ ରୋହିତଙ୍କ ଫିଟନେସକୁ…

ଟି୨୦ରେ ରୋହିତ ହାସଲ କଲେ ସର୍ବାଧିକ ଶତକ

ବାଙ୍ଗାଲୋର: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଭାରତର ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ଟି୨୦ରେ ୫ଟି ଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ୪ ଶତକ ସହ ଭାରତର ସୂର୍ଯ୍ୟକୁମାର ଯାଦବ ଏବଂ ଅଷ୍ଟ୍ରେଲିଆର ଗ୍ଲେନ…

ସାନିଆ-ଶୋଏବଙ୍କ ଛାଡପତ୍ର ଖବର ପୁନର୍ବାର ଚର୍ଚ୍ଚାରେ

ହାଇଦ୍ରାବାଦ: ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ଛାଡପତ୍ର ଖବର ଏବେ ପୁନର୍ବାର ଚର୍ଚ୍ଚାରେ କାରଣ ସାଜିଛି । ଇନଷ୍ଟାଗ୍ରାମରେ ସାନିଆଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସାନିଆ ଏଥିରେ ଛାଡପତ୍ର ନେବା ଏକ କଷ୍ଟକର ପଦକ୍ଷେପ ବୋଲି…

ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନନ୍ଦ

ନୂଆଦିଲ୍ଲୀ: ଭାରତର ଷ୍ଟାର ଚେସ ଖେଳାଳି ଆର.ପ୍ରଜ୍ଞାନନନ୍ଦ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ଟିଟା ଷ୍ଟିଲ ଚେସରେ ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ଭାରତର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି ।…

ଆଇପିଏଲ ୨୦୨୪: ଏଥର ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଚଳିତ ବର୍ଷ ଜୁନ ମାସରୁ ଖେଳାଯିବ । ଏବେ ସମସ୍ତଙ୍କ ନଜର ଆଇପିଏଲ ୨୦୨୪ କାର୍ଯ୍ୟସୂଚୀ ଉପରେ ରହିଛି । ରିପୋର୍ଟ ଅନୁସାରେ ଆଇପିଏଲ ୨୧ମାର୍ଚ୍ଚରୁ ମେ ୨୬ ପର୍ଯ୍ୟନ୍ତ ଖେଳାଯାଇପାରେ । ଏହାର କାର୍ଯ୍ୟସୂଚୀ ପ୍ରଥମ ଥର ପାଇଁ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି…

ବର୍ଗର ଖାଇବା ପାଇଁ ପଇସା ନ ଥିଲା, କୋହଲିଙ୍କ ସାହାଯ୍ୟ ପରେ ଏବେ କମାଲ କରୁଛନ୍ତି ସୁମିତ

ନୂଆଦିଲ୍ଲୀ: ପ୍ରତିଭାକୁ ସହଜରେ ଦାବୀ ହୁଏନି । ସୁଯୋଗ ମିଳିଲେ ଜଣେ ଦକ୍ଷତା ସମ୍ପନ୍ନ ଖେଳାଳି ତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଛାଏ ନାହିଁ । ଟେନିସ ଖେଳାଳି ସୁମିତ ନାଗଲ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ସେ ସମସ୍ତଙ୍କୁ ଗୌରବନ୍ୱିତ…

ବିସିସିଆଇ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ କିଏ ହେବେ ବିଦା

ମୁମ୍ବାଇ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ ଜଣେ ବିଦା ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଏବେ ୫ଜଣ ସଦସ୍ୟ ରହିଛନ୍ତି । କୌଣସି ସ୍ଥାନ ଖାଲି ନ ଥିଲେ ମଧ୍ୟ ଅଗରକରଙ୍କ ବ୍ୟତୀତ ଜଣେ ବିଦା ହେବା ଏକପ୍ରକାର…

ଶିଖର ଧାୱନ କହିଲେ ରୋହିତଙ୍କ ଯୋଗୁ ମୋ କ୍ୟାରିୟର….

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସିନିୟର ବ୍ୟାଟ୍ସମ୍ୟାନ ଶିଖର ଧାୱନ ପ୍ରାୟ ବର୍ଷେ ହେବ ଟିମରୁ ବାହାରେ ଅଛନ୍ତି । ରୋହିତ ଶର୍ମାଙ୍କ ସହ ସେ ଓପନିଂ କରି ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି । ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ଉଭୟ ଓପନିଂ କରି ୫୧୪୮ ରନ ସଂଗ୍ରହ କରିଛନ୍ତି । ଏହାର ଫାଇଦା ମଧ୍ୟ…

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରେ ସୁମିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସୁମିତ ନାଗଲ ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ରାଉଣ୍ଡ ମୁକାବିଲାରେ ସୁମିତ ୩୧ତମ ର‌୍ୟାଙ୍କିଙ୍ଗ ପ୍ରାପ୍ତ ଆଲେକଜାଣ୍ଡର ବାବଲିକଙ୍କୁ ୬-୪,…