Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ…

ରଣଜୀ ଟ୍ରଫି:ଲୋ ସ୍କୋରିଂ ମୁକାବିଲାରେ ଜମ୍ମୁ ଏବଂ କଶ୍ମୀର ବିରୋଧରେ ଓଡିଶା ୭୦ ରନରେ ଅଗ୍ରଣୀ

କଟକ: ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ମୁକାବିଲାରେ ଓଡିଶା ଦ୍ୱିତୀୟ ଦିବସରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ୭୦ ରନର ଅଗ୍ରଣୀ ହାସଲ କରିଛି । ଏହି ଲୋ ସ୍କୋରିଂ ମ୍ୟାଚରେ ଓଡିଶା ପ୍ରଥମ ଇନିଂସରେ ୧୩୦ ରନ କରି ଅଲଆଉଟ ହୋଇଥିଲା । ଜବାବରେ ବିପକ୍ଷ ଦଳ…

ସାନିଆଙ୍କ ପୋଷ୍ଟ ପରେ ତୃତୀୟ ବିବାହ କଲେ ଶୋଏବ

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ବହୁ ଚର୍ଚ୍ଚିତ ପ୍ରେମ ସମ୍ପର୍କରେ ଏବେ କଳଙ୍କ ଲାଗିଛି । କିଛି ଦିନ ତଳେ ସାନିଆ ଛାଡପତ୍ର ସମ୍ପର୍କୀତ ଏକ ପୋଷ୍ଟ କରିବା ପରେ ଆଜି ଶୋଏବ ତୃତୀୟ ବିବାହ କରିଛନ୍ତି । ଶୋଏବ ପ୍ରଥମେ ଆୟଶା ସିଦ୍ଦିକଙ୍କୁ…

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ ଯୋଗ୍ୟତା ହାସଲରେ ବିଫଳ

ରାଂଚୀ: ଭାରତୀୟ ହକିପ୍ରେମୀଙ୍କ ପାଇଁ ଆଜି ଏକ ନୈରାଶ୍ୟର ଦିନ । ଶୁକ୍ରବାର ଭାରତୀୟ ମହିଳା ହକି ଟିମ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଛି । ଏଫଆଇଏଚ କ୍ୱାଲିଫାୟର୍ସରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ୦-୧ ଗୋଲରେ ଜାପାନ ନିକଟରୁ ହାରି ଯାଇଛି ।…

ରଣଜୀ ଟ୍ରପି: ଓଡିଶା ୧୩୦ରେ ଅଲଆଉଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମୁକାବିଲାରେ ଓଡିଶା ୧୩୦ ରନ କରି ପ୍ରଥମ ଇନିଂସରେ ଅଲଆଉଟ ହୋଇଯାଇଛି । ଘରୋଇ ପରିବେଶରେ ଓଡିଶାର ଏହା ପ୍ରଥମ ମ୍ୟାଚ । ବୋଲରଙ୍କୁ ସୁହାଉଥିବା ଏହି ପିଚର ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଜମ୍ମୁ ଏବଂ କଶ୍ମୀର ୪୫ ରନରେ…

ଭାରୋତ୍ତୋଳନକାରୀ ବିଜୟ କୁମାର ଶତପଥୀଙ୍କୁ ଲାଇଫ ଟାଇମ ଆଚିଭମେଂଟ

ବ୍ରହ୍ମପୁର: କିମ୍ବଦନ୍ତି ଭାରୋତ୍ତୋଳନ ବ୍ୟକ୍ତିତ୍ବ ବିଜୟ କୁମାର ଶତପଥୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଜୀବନବ୍ୟାପୀ ସାଧନା ପୁରସ୍କାର । ଗୁରୁବାର ବ୍ରହ୍ମପୁର ସ୍ଥିତ ବାସଭବନରେ ବିଜୟ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରୁଛନ୍ତି ଅନ୍ୟତମ ଅର୍ଜୁନ ପୁରସ୍କାର ବିଜେତା…

ମହିଳା ହକି: ଜାପାନକୁ ହରାଇ ଅଲିମ୍ପିକ ପ୍ରବେଶ ଲକ୍ଷ୍ୟରେ ରହିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସେମିଫାଇନାଲରେ ଜର୍ମାନୀ ନିକଟରୁ ପରାଜିତ ହୋଇଛି । ରୋମାଂଚକ ମୁକାବିଲାରେ ଭାରତ ପେନାଲ୍ଟି ଶୁଟଆଉଟରେ ୩-୪ ଗୋଲରେ ପରାଜିତ ହୋଇଥିଲା । ଏଥିସହ ଜର୍ମାନୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ଫାଇନାଲରେ…

କ୍ରିଜରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ତାଳିରେ କମ୍ପିଲା ପଡ଼ିଆ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ପ୍ରଶଂସକମାନେ ଏବେ ବି ତାଙ୍କୁ ପଡ଼ିଆରେ କ୍ରିକେଟ୍ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି। ପ୍ରଶଂସକଙ୍କ ଏହି ଇଚ୍ଛା ଗୁରୁବାର ଦିନ ସଚିନ ତେନ୍ଦୁଲକର…

ରୋହିତ ସ୍ପଷ୍ଟ କଲେ, ଟି୨୦ ବିଶ୍ୱକପ ପାଇଁ ଟିମ ରଣନୀତି ପ୍ରସ୍ତୁତ ହୋଇନି

ବାଙ୍ଗାଲୋର: ଆଫଗାନିସ୍ତାନ ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଛି । ୨ଟି ମ୍ୟାଚରେ ଶୂନରେ ଆଉଟ ହେବା ପରେ ରୋହିତ ବିସ୍ଫୋରକ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ଏହି ଅବସରରେ ରୋହିତ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଦଳ ସମ୍ପର୍କରେ ସୂଚନା…