Latest Odisha News

BREAKING NEWS

Browsing Category

ଖେଳ

ଆନ୍ତଃ ମହାବିଦ୍ୟାଳୟ ଟାଏକୋଣ୍ଡୋ ପ୍ରତିଯୋଗିତା: ବାଜି ମାରିଲା ଏସସିଏସ କଲେଜ

ପୁରୀ: ସ୍ଥାନୀୟ ରାଣୀସତୀ ଭବନ ଟାଏକୋଣ୍ଡୋ ସେଂଟରରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଦ୍ୱାରା ଆନ୍ତଃ ମହାବିଦ୍ୟାଳୟ କିରୋଗୀ ଓ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଭାବୀ ପ୍ରଦର୍ଶନ କରି ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ…

ସେମିଫାଇନାଲରେ ବର୍ଷା ପାଇଁ ମ୍ୟାଚ ଧୋଇଗଲେ କେଉଁ ଦଳ ଫାଇନାଲକୁ ଯିବ?

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି ଏବଂ ନ୍ୟୁଜିଲାଣ୍ଡ ଚତୁର୍ଥ ସେମିଫାଇନାଲିଷ୍ଟ ଭାବେ ଯୋଡ଼ି ହେବାର ସମ୍ଭାବନା ଅଧିକ। ନ୍ୟୁଜିଲାଣ୍ଡ ଏଯାଏଁ ୭ଟି ମ୍ୟାଚ ଖେଳି ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଚତୁର୍ଥ…

ପାକିସ୍ତାନ ଲକ୍ଷ୍ୟ ବିଶ୍ୱକପ ସେମିଫାଇନାଲ, ଇଂଲଣ୍ଡର ଟାର୍ଗେଟ ଚାମ୍ପିୟନ୍ସ ଟ୍ରଫି ଯୋଗ୍ୟତା

କୋଲକାତା: ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଇଂଲଣ୍ଡକୁ ବୃହତ ବ୍ୟବଧାନରେ ହରାଇ ପାକିସ୍ତାନ ସେମିଫାଇନାଲ ପ୍ରବେଶ ଉଦ୍ୟମ କରିବ ଅନ୍ୟ ପଟେ ଇଂଲଣ୍ଡ ମ୍ୟାଚକୁ ଜିତି ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିବ ।…

ଆଫଗାନିସ୍ତାନକୁ ୫ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଶୁକ୍ରବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୨୪୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଜମୁତାଲ୍ଲା ଓମରାଜାଇ ୯୭ ରନ କରି ଅପରାଜିତ ରହିଥିଲେ । ଦକ୍ଷିଣ…

ମାତ୍ରାଧିକ ସରକାରୀ ହସ୍ତକ୍ଷେପ, ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବନ କଲା ଆଇସିସି

ନୂଆଦିଲ୍ଲୀ: ଶ୍ରୀଲଙ୍କ କ୍ରିକେଟ୍ (ଏସଏଲସି)ରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଯୋଗୁଁ ଶ୍ରୀଲଙ୍କା କ୍ରିକେଟକୁ ଆଇସିସି ତୁରନ୍ତ ନିଲମ୍ବନ କରିଛି। ଆଇସିସି ବୋର୍ଡ ଶୁକ୍ରବାର ଅନଲାଇନରେ ବୈଠକ କରି ଏସ୍ଏଲସିର ସ୍ଥିତିର ସମାଧାନ କରିବା ସହ ଶ୍ରୀଲଙ୍କା କ୍ରିକେଟ୍ ସଦସ୍ୟ ଭାବେ ନିଜ ଦାୟିତ୍ବର…

ଆନ୍ତଃଜୋନ ମହିଳା ଟି୨୦ : ପୂର୍ବାଂଚଳ ଦଳରେ ଓଡିଶାର ମାଧୂରୀ, ସୁଶ୍ରୀ

ଭୁବନେଶ୍ୱର: ଆନ୍ତଃଜୋନ ମହିଳା ଟି୨୦ ଟ୍ରଫି ଲକ୍ଷେ୍ନøରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଶୁକ୍ରବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରେ ଓଡିଶାର ଦୁଇ ଷ୍ଟାର ଖେଳାଳି ମାଧୂରୀ ମେହେଟ୍ଟା ଓ ସୁଶ୍ରି ଦିବ୍ୟଦର୍ଶିନୀଙ୍କୁ ସୁଯୋଗ ମିଳିଛି ।…

ଅଧିନାୟକ ପ୍ରସଙ୍ଗ: ରୋହିତଙ୍କୁ ହଁ କହିବା ପାଇଁ ବାଧ୍ୟ କରିଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା କିପରି ଅଧିନାୟକ ହେଲେ ସେ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବଡ ଖୁଲାସା କରିଛନ୍ତି । ବିସିସିଆଇର ପୂର୍ବତନ ଅଧ୍ୟକ୍ଷକଙ୍କ କହିବା ଅନୁସାରେ ରୋହିତ ୩ଟି ଯାକ ଫର୍ମାଟରେ ନିୟମିତ ଅଧିନାୟକ ହେବାକୁ ରାଜି ନ ଥିଲେ । ୨୦୨୧ରେ କୋହଲି ତାଙ୍କ…

ହେନରୀ ନିକୋଲ୍ସଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ

ଅକଲାଣ୍ଡ: ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ କରି ଏକ ପ୍ରକାର ସେମିଫାଇନାଲରେ ପ୍ରବେଶ କରିଛି । ଇତି ମଧ୍ୟରେ କିୱି ଟିମ ପାଇଁ ଏକ ଖରାପ ଖବର ଆସିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସଙ୍କ ବିପକ୍ଷରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି । ସେ ବିଶ୍ୱକପ ଦଳର ସଦସ୍ୟ ନ…

ସେମି ଫାଇନାଲ ପ୍ରବେଶ ପାଇଁ ପାକିସ୍ତାନ ନିକଟରେ ରହିବ ପ୍ରାୟତଃ ଅସମ୍ଭବ ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟକୁ ଗତି କରିଛି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆଉ ଗୋଟିଏ ଟିମର ଆବଶ୍ୟକତା ରହିଛି । ଗୁରୁବାର ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ପ୍ରାୟତଃ…

ସେମିଫାଇନାଲରେ ଗୋଟିଏ ପାଦ ଥାପିଲା ନ୍ୟୁଜିଲାଣ୍ଡ, ଚମତ୍କାର ଆଶାରେ ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କାକୁ ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଗୋଟିଏ ପାଦ ଥାପିଛି । ୯ ମ୍ୟାଚରେ କିୱି ଟିମ ୧୦ ପଂଏଟ ହାସଲ କରିଛି । ଆଫଗାନିସ୍ତାନ ଏବେ ଏହି ଦୌଡରୁ ବାଦ ପଡି ସାରିଥିବା ବେଳେ ପାକିସ୍ତାନ…