Latest Odisha News

BREAKING NEWS

Browsing Category

ଖେଳ

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନିରାଶ କଲେ ରୋହିତ, କୋହଲି

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ପର୍ଥରେ ଆରମ୍ଭ ହୋଇଯାଇଛି । ୭ ମାସ ପରେ ଭାରତର ଦୁଇ ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଆର୍ନ୍ତାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ବ୍ୟଗ୍ରତା ସହକାରେ…

ବର୍ଷା ପାଇଁ ଅଧାରେ ଅଟକିଲା ଭାରତ-ଅଷ୍ଟ୍ରେଲିଆ ODI ମ୍ୟାଚ୍

ପର୍ଥ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ରବିବାର ପର୍ଥରେ ଖେଳାଯାଉଛି। ଏହି ମ୍ୟାଚ୍ Optus ଷ୍ଟାଡିୟମରେ ଖେଳାଯାଉଛି। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଥର ପାଇଁ ମ୍ୟାଚ୍ ବାତିଲ ହୋଇଛି। ୧୧.୫ ଓଭର ପରେ ଭାରତ ୩ ୱିକେଟ୍ ହରାଇ ୩୭…

Sultan of Johor Cup 2025: ଭାରତର ରୌପ୍ୟ ପଦକ ହାସଲ

ନୂଆଦିଲ୍ଲୀ:ମାଲେସିଆର ଜୋହରରେ ଅନୁଷ୍ଠିତ ସୁଲତାନ ଜୋହର କପ୍ ୨୦୨୫ର ଫାଇନାଲରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ ଏକ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି । ଏଥିସହ ଟିମ୍ ଇଣ୍ଡିଆ ରୌପ୍ୟ ପଦକ ହାସଲ କରିଛି । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଇଆନ…

ଇନ୍ଦୋରର ବୋହୂ ହେବେ ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ବଲିଉଡ ଓ କ୍ରିକେଟ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଏବେ ଏହି ଫର୍ଦ୍ଦରେ ଆଉ ଦୁଇ ଜଣଙ୍କ ନାମ ଯୋଡି ହେବାକୁ ଯାଉଛି । ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଇନ୍ଦୋରର ବୋହୂ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଫିଲ୍ମ ପ୍ରଡ୍ୟୁସର ଓ ଗାୟକ ପଲାଶ ମୁଛଲଙ୍କୁ ସେ…

ଗିଲଙ୍କୁ ଭୟ କରୁଛନ୍ତି କି ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ଏବେ ଶୁଭମନ ଗିଲଙ୍କୁ ମନେ ମନେ ଭୟ କରୁଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ହଁ ଏହା ସତ । ଗିଲ ମୋଠାରୁ ଟି୨୦ ଅଧିନାୟକ ପଦ ଛଡେଇ ନେବେ ବୋଲି ମନରେ ଆଶଙ୍କା ଉପୁଜୁଛି ବୋଲି ସେ କହିଛନ୍ତି । ଗିଲ ଏବେ ଟେଷ୍ଟ ପରେ ଦିିନିକିଆରେ ଭାରତୀୟ ଦଳର…

ରଣଜୀ ଟ୍ରଫି: ବରୋଦା ନିକଟରୁ ହାରିଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି । ଘରୋଇ ପରିବେଶରେ ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୭ୱିକେଟରେ ପରାଜିତ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ମହେଶ ପିଠିୟା ୬୩ ରନରେ ୬ଟି ଓ ଭାର୍ଗବ ଭଟ୍ଟ ୩ଟି ୱିକେଟ ଅକ୍ତିଆର କରି ଓଡିଶା ପରାଜୟର ମୂଖ୍ୟ କାରଣ…

ସଙ୍ଗକାରାଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆବଶ୍ୟକ ୫୪ ରନ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଭାରତର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଦିିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ପାଇଁ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ନୂଆ ଅଧିନାୟକ, ରୋହିତ-କୋହଲିଙ୍କ ପ୍ରଦର୍ଶନ ଉପରେ ନଜର

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ଦିନିକିଆ କ୍ରିକେଟ ସିରିଜ । ଉଭୟ ଟିମ ନିଜକୁ ଆନ୍ତର୍ଜାତୀୟସ୍ତରରେ ଚାମ୍ପିୟନ ଭାବେ ପ୍ରମାଣିତ କରିଥିବାରୁ ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏଥର ଟିମ ଇଣ୍ଡିଆ ନୂଆ ଅଧିନାୟକ ଶୁଭମନ ଗିଲଙ୍କ…

AFC U17 Women’s Asian Cup Qualification: ଇତିହାସରେ ପ୍ରଥମ ; AFC U-17 ମହିଳା ଏସିଆ କପ୍ ପାଇଁ ଯୋଗ୍ୟତା…

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ୍ ଦଳ ଶୁକ୍ରବାର ଦିନ ଏକ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୧୭ ଅକ୍ଟୋବର ଶୁକ୍ରବାର ଦିନ ବିଶକେକର ଡୋଲେନ୍ ଓମୁରଜାକୋଭ୍ ଷ୍ଟାଡିୟମରେ (Dolen Omurzakov Stadium, Bishkek)…

Sultan of Johor Cup 2025: ମାଲେସିଆକୁ ହରାଇ ଫାଇନାଲରେ ଭାରତ; ଆଜି ଟ୍ରଫି ଟକ୍କର

ନୂଆଦିଲ୍ଲୀ: ମାଲେସିଆର ଜୋହରରେ ଚାଲିଥିବା ସୁଲତାନ ଅଫ୍ ଜୋହର କପ୍ ୨୦୨୫( Sultan of Johor Cup 2025)ର ଶେଷ ପୁଲ-ଷ୍ଟେଜ ମ୍ୟାଚରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ (Indian Junior Men’s Hockey Team) ସାନଦାର୍ ପ୍ରଦର୍ଶନ କରିଛନ୍ତି  ଓ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରିଛି ଟିମ୍…