Latest Odisha News

BREAKING NEWS

Browsing Category

ଖେଳ

ବାସନ୍ଦ ହେଲେ ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ

ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସରେ ୪ ଗୁଣନ ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଧାବିକା ବିକେ ବିସ୍ମୟା ଡୋପ ଟେଷ୍ଟରେ ଧରା ପଡିଛନ୍ତି । ବୁଧବାର ନାଡା ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ତାଙ୍କ ଶରୀରରୁ ପ୍ରବିବନ୍ଧିତ ଡ୍ରଗ୍ସ କ୍ଲେମିଫୀନର ମାତ୍ରା ମିଳିଥିଲା । ୧୫…

ଆଇପିଏଲ: ଫସିଯିବେ କି ରିୟାନ ପରାଗ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଏକ ବଡ ବିବାଦରେ ଫସି ଯାଇଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ପରାଗ ୱେିପିଙ୍ଗ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ନିକଟରେ ଏହି ଅଭିଯୋଗ…

ଆଇପିଏଲ: ମହିଳା କାହାର ସମ୍ପତି ନୁହେଁ କହିଲେ ପ୍ରୀତି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସ ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫ ପ୍ରବେଶର ନିକଟତର ହୋଇଛି । ବଲିଉଡ ଅଭିନେତ୍ରୀ ତଥା ପଞ୍ଜାବର ମାଲିକ ପ୍ରୀତି ଜିଂଟା ତାଙ୍କ ଟିମର ପ୍ରଦର୍ଶନ ନେଇ ବେଶ ଖୁସୀ ଅଛନ୍ତି । ଷ୍ଟାଡିୟମରେ ସେ ଟିମକୁ ଭରପୂର ସମର୍ଥନ ଦେଉଛନ୍ତି । ଇତି ମଧ୍ୟରେ…

ଭୁବନେଶ୍ୱର, ହାଜେଲଉଡଙ୍କ ବୋଲିଂ ଆଗରେ ଧରାଶାୟୀ ହେଲା ଦିଲ୍ଲୀ, ୮୧ ବଲ ବାକିଥାଇ ଜିତିଲା ଆରସିବିି

ବେଙ୍ଗାଲୁର: ଚଳିତ ଆଇପିଏଲରେ ଗତ ସଂସ୍କରଣର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ସୋମବାର ଦିଲ୍ଲୀ ବିପକ୍ଷରେ ଆରସିବି ବୃହତ ବିଜୟ ହାସଲ କରିଛି । ହାତରେ ୮୧ ବଲ ବାକି ଥାଇ ଆରସିବି ମ୍ୟାଚକୁ ଜିତି ନେଇଛି । ଜୋଶ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ…

୨ଟି ମ୍ୟାଚ ଖେଳି ନ ପାରନ୍ତି ଲୁଙ୍ଗି ନିଗିଡି, ହରଡଘଣାରେ ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ପେସ ବୋଲର ଲୁଙ୍ଗି ନିଗିଡି ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । କ୍ୟାଚ ଧରିବା ଅବସରରେ ତାଙ୍କ ବେକ ମାଡ ହୋଇ ଯାଇଥିଲା । ପଡିଆରୁ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନା ନିଆ ଯାଇଥିଲା । ସେ ବିପଦମୁକ୍ତ ହେବା ସହ ଏବେ…

ମୁମ୍ବାଇ ଅଲରାଉଣ୍ଡରଙ୍କୁ ଟ୍ରାଏଲ୍ସ ପାଇଁ ଡାକିଲା ଚେନ୍ନାଇ

ଚେନ୍ନାଇ: ଆଇପିଏଲ ୨୦୨୬ରେ ଚେନ୍ନଇ ସୁପର କିଙ୍ଗସ ୮ ମ୍ୟାଚରୁ ୬ ପଂଏଟ ହାସଲ କରିଛି । ବାକି ୬ଟି ମ୍ୟାଚରୁ ଦଳକୁ ପ୍ଲେ ଅଫ ପ୍ରବେଶ ପାଇଁ ୪ କିମ୍ବା ୫ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ଓ ଆଘାତ ସମସ୍ୟା ଦଳକୁ ବ୍ୟାକଫୁଟକୁ ଠେଲିଦେଇଛି । ଧୋନୀ…

ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର୍ସ ମିଟ: ଓଡିଶାର ୭ଜଣ ମୂଖ୍ୟ ଡ୍ରକୁ ଉନ୍ନୀତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର୍ସ ମିଟରେ ଓଡିଶାର ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଓଡିଶାର ୭ଜଣ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି । ଓଡିଶା ଟେନିସ ଆସୋସିଏଶନ ଓ କ୍ରୀଡା ଯୁବ ବିଭାଗ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଭାରତର ୧୬୦…

ସାଈ ସୁଦର୍ଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଚେନ୍ନାଇକୁ ହରାଇଲା ଗୁଜରାଟ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସାଈ ସୁଦର୍ଶନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟାନ୍ସ ୮ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ପ୍ରଶଂସକ ଆଶ୍ୱସ୍ତ, ନିଗିଡି କହିଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମ୍ୟାଚ ଅବସରରେ ଏକ ବଡ ଅଘଟଣା ଘଟିଥିଲି । ଦିଲ୍ଲୀ ପକ୍ଷରୁ ଖେଳୁଥିବା ଦକ୍ଷିଣ ଆଫ୍ରିକାର ପେସ ବୋଲର ଲୁଙ୍ଗି ନିଗିଡି ଏହି ମ୍ୟାଚରେ ଆଘାତପ୍ରାପ୍ତ ହୋଇଥିଲେ । ଫିଲ୍ଡିଂ କରୁଥିବା ବେଳେ ସେ ପଡି ଯାଇଥିଲେ ଏବଂ ତାଙ୍କ ବେକ…

ଦୀପେନ୍ଦ୍ର ଗୋୟଲଙ୍କ ଟେମ୍ପୁଲ ଡିଭାଇସ ପିନ୍ଧି ଚର୍ଚ୍ଚାରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ଚଳିତ ଥୋମାସ ଓ ଉବେର କପରେ ଏକ ଡିଭାଇସ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି । ଡେନମାର୍କର ହୋସେସରେ ଏହି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଖେଳାଯାଉଛି । ମ୍ୟାଚ ଅବସରରେ ସିନ୍ଧୁ ଦୀପେନ୍ଦ୍ର ଗୋୟଲଙ୍କ ଟେମ୍ପୁଲ ଡିଭାଇସ ପିନ୍ଧି ଦୃଷ୍ଟି ଆକର୍ଷଣ…