Latest Odisha News

BREAKING NEWS

Browsing Category

ଖେଳ

ମହିଳା ପୋଲ ଭୋଲ୍ଟରେ ନୂତନ ରେକର୍ଡ କଲେ ଏଲାନଗୋଭାନ

ଭୁବନେଶ୍ୱର: ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ରବିବାର ମହିଳା ପୋଲ ଭୋଲ୍ଟରେ ବାରାନିକା ଏଲାନଗୋଭାନ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ତାମିଲନାଡୁର ଏହି ପୋଲ ଭୋଲ୍ଟର ୪.୨୩ ମିଟର ଦୂରତାକୁ ଥ୍ରୋ କରିଥିଲେ । ପୂର୍ବରୁ ୪.୨୨ ମିଟର ମାର୍କ…

ପନ୍ତଙ୍କୁ ସମର୍ଥନ କଲେ ବୋଲିଂ କୋଚ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ବୋଲିଂ କୋଚ ରିଷଭ ପନ୍ତଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପନ୍ତଙ୍କ ବ୍ୟାଟିଂ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିନି । ଲକ୍ଷ୍ନୌର ବୋଲିଂ କୋଚ ଭରତ ଅରୁଣ ସ୍ପଷ୍ଟ ଭାବେ କହିଛନ୍ତି…

ଆଇପିଏଲ ୨୦୨୬ ପରେ ମୁମ୍ବାଇ ଟିମରୁ ରିଲିଜ ହୋଇ ପାରନ୍ତି ଏହି ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି । ରିପୋର୍ଟ ମୁତାବକ ଚଳିତ ଆଇପିଏଲ ଶେଷ ହେବା ପରେ ମୁମ୍ବାଇ ଟିମରୁ ୩ ଜଣ ଖେଳାଳି ରିଲିଜ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ସେମାନେ ହେଲେ ଟ୍ରେଂଟ ବୋଲ୍ଟ,…

ହାଇଦ୍ରାବାଦକୁ ହରାଇଲା କୋଲକାତା

ହାଇଦ୍ରାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୯ ଓଭରରେ ୧୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଟ୍ରେଭିସ ହେଡ ୬୧ ଓ ଈଶାନ କିଶାନ ୪୨ ରନ କରିଥିଲେ ।…

ପ୍ରଥମ ବିଦେଶୀ ଖେଳାଳି ଭାବେ ଆଇପିଏଲରେ ଇତିହାସ ରଚିଲେ ସୁନୀଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ସୁନୀଲ ନାରିନ ବଡ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ବିଦେଶୀ ଖେଳାଳି ଭାବେ ୨୦୦ ୱିକେଟ ପୂରଣ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୪ ଓଭରରେ ୩୧ ରନ ଦେଇ ୨ଟି ୱିକେଟ…

ବଡ଼ ଅଭିଯୋଗ କଲେ ଭିନେଶ ଫୋଗଟ; ବ୍ରିଜଭୂଷଣ ମୋତେ ଯୌନ ନିର୍ଯାତନା…

ନୂଆଦିଲ୍ଲୀ: ବରିଷ୍ଠ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପୁଣି ଥରେ କୁସ୍ତି ମଇଦାନକୁ ଫେରିବାକୁ ଯାଉଛନ୍ତି। ସେ ଏବେ ଗୋଣ୍ଡାରେ ଜାତୀୟ ଓପନ୍ ରାଙ୍କିଂ କୁସ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟ ୧୮ ମାସ ପରେ କୁସ୍ତିକୁ ଫେରିଥିବା ଭିନେଶ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ,…

ଆଇପିଏଲ୍‌ରେ ମେଗା ଡିଲ୍: ୧୫ ହଜାର ୬୦୦ କୋଟିରେ ବିକ୍ରି ହେଲା ‘ରାଜସ୍ଥାନ ରୟାଲ୍ସ’,ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଜଗତରେ ଏକ ବଡ଼ ଧରଣର କର୍ପୋରେଟ୍ ଡିଲ୍ ସାମ୍ନାକୁ ଆସିଛି। ୨୦୦୮ ମସିହାର ପ୍ରଥମ ଆଇପିଏଲ୍ ଚାମ୍ପିଅନ୍ 'ରାଜସ୍ଥାନ ରୟାଲ୍ସ' ଏବେ ନୂଆ ମାଲିକଙ୍କ ହାତକୁ ଯିବାକୁ ବସିଛି। ବ୍ରିଟିଶ୍-ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ନିବାସ ମିତ୍ତଲ (ଏଲ୍.ଏନ୍…

ଜାତୀୟ ମହିଳା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ: ପାହେଲ ଶାହଙ୍କୁ ଅଲରାଉଣ୍ଡରେ ସ୍ୱର୍ଣ୍ଣ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଂଟରେ ଚାଲିଥିବା ଜାତୀୟ ଜୁନିୟର ଓ ସିନିୟର ମହିଳା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସର ତୃତୀୟ ଦିବସରେ ପାହେଲ ଶାହ ବାଜି ମାରିଛନ୍ତିି । ସେ ଜୁନିୟର ବ୍ୟକ୍ତିଗତ ଅଲରାଉଣ୍ଡ ବିଭାଗରେ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି ।…

ଇଣ୍ଡିଆନ ଇଣ୍ଡୋର ଓପନ: ପୋଲ ଭୋଲ୍ଟରେ କୂଲଦୀପ ଭାଙ୍ଗିଲେ ଜାତୀୟ ରେକର୍ଡ

ଭୁବନେଶ୍ୱର: ଏଠାରେ ଚାଲିଥିବା ଇଣ୍ଡିଆନ ଇଣ୍ଡୋର ଓପନ ଆଥଲେଟିକ୍ସରେ ମଧ୍ୟପ୍ରଦେଶର କୂଲଦୀପ କୁମାର ପୋଲ ଭୋଲ୍ଟରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୨୧ ବର୍ଷୀୟ ଏହି ଯୁବ ଆଥଲେଟ ୫.୪୧ ମିଟର ମାର୍କ ଅତିକ୍ରମ କରିଥିଲେ । ପୂର୍ବରୁ ଦେବକୁମାର ମୀନାଙ୍କ ନାମରେ ଏହି ରେକର୍ଡ ରହିଥିଲା ।…

ହାର୍ଦ୍ଦିକଙ୍କ ଭୁଲ ଖୋଜି ପାଇଲେ ଅଶ୍ୱୀନ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ ଜାରୀ ରଖିଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବା ମୁମ୍ବାଇର ପ୍ରଶଂସା ନୈରାଶ୍ୟଜନକ ରହିଛି । ହାର୍ଦ୍ଦିକଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ରହି ନାହିଁ । ସେ ୭ ମ୍ୟାଚରେ ୧୨୮ ରନ କରିବା ସହ ୪ ୱିକେଟ…