Latest Odisha News
Browsing Category

ଖେଳ

ଗିଲ କହିଲେ ଟିମ ଇଣ୍ଡିଆକୁ ଆବଶ୍ୟ ରୋହିତ, କୋହଲିଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଆମକୁ ଆବଶ୍ୟକ ରହିଛି । ଅକ୍ଟୋବର ୧୯ରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ । କୋହଲି ଓ ରୋହିତ ସେମାନଙ୍କ…

ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲେ କୋଚ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିିତି ନେଇଛି । ଏଥିସହ ସିରିଜରେ କ୍ଲିନ ସୁଇପ କରିଛି । ତେବେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି । ପିଚ ପେସ କିମ୍ବା ସ୍ପିନ…

ଭାରତର କ୍ଲିନ ସୁଇପ: ୨୦୨୫ରେ ଟିମ ଇଣ୍ଡିଆ ହାସଲ କରିଛି ସର୍ବାଧିକ ବିଜୟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର କ୍ଲିନ ସୁଇପ କରିଛି । ଅନ୍ତିମ ଟେଷ୍ଟକୁ ଭାରତ ୭ ୱିକେଟରେ ଜିିତିବା ସହ ୨୦୨୫ରେ ସର୍ବାଧିକ ମ୍ୟାଚରେ ବିଜୟୀ ହୋଇଛି । ଭାରତର ଏହା ୨୩ତମ ବିଜୟ । ୨୨ ବିଜୟ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଶୁଭମନ…

ଜାତୀୟ ଜୁନିୟର ଆଥଲେଟିକ୍ସ: ମିଟ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ପ୍ରତୀକ, ବିଶ୍ୱ ଚାମ୍ପିୟନଶିପ ପାଇଁ ଯୋଗ୍ୟତା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଆଥଲେଟ ପ୍ରତୀକ ମହାରଣା ଚଳିତ ଜାତୀୟ ଜୁନିୟର ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ୧୮ ବର୍ଷୀୟ ପ୍ରତୀକ ୨୦ ବର୍ଷରୁ କମ ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨୧.୨୪ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏଥିସହ ସେ…

କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମହାନ ଖେଳାଳି ବିରାଟ କୋହଲିଙ୍କ କ୍ରିକେଟ ଭବିଷ୍ୟତ ନେଇ ଅନେକ ଆକଳନ କରାଯାଉଛି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ, ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ନେଇପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଇତି ମଧ୍ୟରେ କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ମଧ୍ୟ ଏକ…

କ୍ଲିନ ସୁଇପ ପାଇଁ ଟିମ ଇଣ୍ଡିଆକୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ କ୍ଲିନ ସୁଇପ ପାଇଁ ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିବସରେ ଭାରତକୁ ୫୮ ରନର ଆବଶ୍ୟକ ରହିଛି । ୧୨୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪ର୍ଥ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଗୋଟିଏ ୱିକେଟ ହରାଇ ୬୩ ରନ ସଂଗ୍ରହ କରିନେଇଛି । ଯଶସ୍ୱୀ ଜୈସୱାଲ…

Sultan Of Johor Cup 2025: ବିଜୟ ଧାରା ବଜାୟ ରଖିଲା ଭାରତ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ଭାରତୀୟ ଜୁନିଅର ପୁରୁଷ ହକି ଦଳ ରବିବାର ଦିନ ଜୋହୋର ବାହରୁ (ମାଲେସିଆ)ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୨ ଗୋଲରେ ସହଜ ବିଜୟ ହାସଲ କରିଛି । ଫଳରେ ସୁଲତାନ ଜୋହୋର କପରେ ବିଜୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଭାରତ ଟିମ୍ ପକ୍ଷରୁ ଅର୍ଶଦୀପ ସିଂହ (୨ ମିନିଟ୍), ପିବି ସୁନୀଲ (୧୫…

ଜାତୀୟ ଜୁନିୟର ଆଥଲେଟିକ୍ସ: ଜାଭେଲିନରେ କୁନୀଙ୍କୁ ରୌପ୍ୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେଉଛି । ରବିବାର ଓଡିଶାର ଉଦୀୟମାନ ଜାଭେଲିନ ଥ୍ରୋୟର କୁନୀ ରାଜଗୋନ୍ଦ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ସେ ୧୪ ବର୍ଷରୁ କମ ବାଳିକା ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି । ନବରଙ୍ଗପୁରର ୧୩…

ମହିଳା କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଅବସରରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧାନା ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ୮୦ ରନର ଇନିଂସ ଖେଳିଥିଲେ । ଏଥିସହ ସେ ଚଳିତ ବର୍ଷ ୧୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ…

କ୍ୟାମ୍ପବେଲ, ହୋପଙ୍କ ଅର୍ଦ୍ଧଶତକ: ୱେଷ୍ଟଇଣ୍ଡିଜ ଏବେ ବି ୯୭ ରନ ପଛରେ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଜନ କ୍ୟାମ୍ପବେଲ, ସାଇ ହୋପ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ…