Latest Odisha News
Browsing Category

ଖେଳ

Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ

ନୂଆଦିଲ୍ଲୀ:ଦେଶରେ ଏବେ ମହିଳା କ୍ରିକେଟ୍ ର କ୍ରେଜ୍ ଆକାଶଛୁଆଁ । କେବଳ ଷ୍ଟାଡିୟମରେ ଭିଡ଼ ନୁହେଁ, ବରଂ ପଡ଼ିଆରେ ବ୍ୟାଟ୍-ବଲ୍ ଧରି ଓହ୍ଲାଉଥିବା ଝିଅମାନଙ୍କ ସଂଖ୍ୟା ଏବେ ଦ୍ୱିଗୁଣିତ ହୋଇଛି। ଏକ ସର୍ଭେ ଅନୁସାରେ, ଦେଶରେ ମହିଳା କ୍ରିକେଟରଙ୍କ ସଂଖ୍ୟାରେ ଅଭୂତପୂର୍ବ ବୃଦ୍ଧି ଘଟିଛି। ୨୦୨୦…

ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି

କରାଚୀ: ଟି୨୦ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ରାଗିକରି ଖେଳାଳିମାନଙ୍କ ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଥିବା ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବରକୁ ପାକିସ୍ତାନ କ୍ରିକେଟ ବୋର୍ଡ ଖଣ୍ଡନ କରିଛି ।…

ଆନ୍ତର୍ଜାତୀୟ କ୍ରିକେଟରେ ୫ ବର୍ଷ ପୂରଣ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆନ୍ତର୍ଜାତୀୟ କ୍ରିକେଟରେ ୫ ବର୍ଷ ପୂରଣ କରିଛନ୍ତି । ମୋ ପାଇଁ ନିଶ୍ଚିତ ଭାବେ ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା ବୋଲି ସେ କହିଛନ୍ତି । ଭାରତୀୟ ଦଳର ଜର୍ସି ପିନ୍ଧିବା ମୋ ପାଇଁ ଗର୍ବର ବିଷୟ ଥିଲା । ଏବେ ଟି୨୦ ବିଶ୍ୱକପ…

ଶ୍ରୀଲଙ୍କା, ଆୟର୍ଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଖେଳିପାରେ ଟି୨୦ ସିରିଜ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଚାମ୍ପିୟନ ଟିମ ଇଣ୍ଡିଆ ନିକଟରେ ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ରିପୋର୍ଟ ମୁତାବକ ଶ୍ରୀଲଙ୍କା ଓ ଆୟର୍ଲାଣ୍ଡରେ ଭାରତ ୨ଟି ଟି୨୦ ସିରିଜ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏଥିନେଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯିବନି ।…

ଏହି ୩ ମହାନ ଖେଳାଳିଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଂଟ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମାର୍ଚ୍ଚ ୧୫ରେ ନମନ ପୁରସ୍କାର ସମାରୋହର ଆୟୋଜନ କରିବ । ଏଥିରେ ୨୦୨୪-୨୫ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମ୍ମାନୀତ କରାଯିବ । ଏହା ବ୍ୟତୀତ ୩ଜଣ ମହାନ ଖେଳାଳିଙ୍କୁ ଲାଇଫ ଟାଇମ ଆଚିଭମେଂଟ ଆୱାର୍ଡ ପ୍ରଦାନ କରାଯିବ । ସେମାନେ ହେଲେ…

Chapter on India Women Cricketer: ପାଠ ବହିରେ ଛାତ୍ରଛାତ୍ରୀମାନେ ପଢ଼ିବେ ଏହି ଭାରତୀୟ ମହିଳା କ୍ରିକେଟରଙ୍କ…

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳ ଗତ କିଛି ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ୨୦୨୫ରେ, ସେମାନେ ପ୍ରଥମ ଥର ପାଇଁ ICC ମହିଳା ODI ବିଶ୍ୱକପ୍ ଜିତିଥିଲେ। ବର୍ତ୍ତମାନ, ସେମାନେ ଏହାର ଫଳ ପାଇବା ପରି ମନେ ହେଉଛି। ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟସମ୍ୟାନ୍…

ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା

କୋଲକାତା: ଆଇପିଏଲ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଯୁବ ପେସ ବୋଲର ହର୍ଷିତ ରାଣା ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିଜନରୁ ଓହରି ଯାଇଛନ୍ତି । ସେ ଆଇପିଏଲ ୨୦୨୬ରେ ନ ଖେଳିଲେ ମଧ୍ୟ ୪ କୋଟି ଟଙ୍କା ପାଇବେ । ଟି୨୦ ବିଶ୍ୱକପ ୨୦୨୬ ୱାର୍ମ…

ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ

ନୂଆଦିଲ୍ଲୀ: ଜିମ୍ବାୱେର ପେସ ବୋଲର ବ୍ଲେସିଙ୍ଗ ମୁଜାରବାନୀ ଆଇପିଏଲ ୨୦୨୬ରେ କେକେଆର ପକ୍ଷରୁ ଖେଳିବେ । ସେ ମୁସ୍ତାଫିଜୁର ରହେମାନଙ୍କ ବଦଳରେ ଦଳରେ ସାମିଲ ହୋଇଛନ୍ତି । କେକେଆର ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହେବ । ୧୭ରେ ସେ ଟିମ ସହିତ ଯୋଗଦେବେ । ଆଇପିଏଲ…

ଆଇସିସି ଟି୨୦ ବିଶ୍ୱକପ ୨୦୨୬: ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଆୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଭାରତ ଚାମ୍ପିୟନ ହୋଇଛି । ରେକର୍ଡ ତୃତୀୟ ଓ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ଟାଇଟଲ ହାସଲ କରିଛି । ଆଇସିସି ଓ ଏହା ସହିତ ଜଡିତ ବ୍ରାଣ୍ଡମାନେ ମଧ୍ୟ ବେଶ ଫାଇଦାରେ ରହିଛନ୍ତି । ଏକ ରିପୋର୍ଟ ମୁତାବକ ଏହି ବିଶ୍ୱକପରେ ବିଜ୍ଞାପନ ଏବଂ ଅନ୍ୟ ବାବଦକୁ ୧୫୦୦…

ଆଇପିଏଲ: ୩୦୦ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୯ ଛକା

ବେଙ୍ଗାଲୁରୁ: ଆଇପିଏଲ ୨୦୨୬ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଆଇପିଏଲର ଏହି ସଂସ୍କରଣରେ ଆରସିବିର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୯ଟି ଛକା ମାରିଲେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିବେ ।…