Latest Odisha News

BREAKING NEWS

Browsing Category

ଖେଳ

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ମଙ୍ଗଳବାର ଅନୁଷ୍ଠିତ ୟୁଏଇ ବିପକ୍ଷ ମ୍ୟାଚରେ ୟୁଏଇ ୧୦ ୱିକେଟରେ ସହଜରେ ବିଜୟ ହାସଲ କରିଛି । ୟୁଏଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ମହମ୍ମଦ ୱାସିମଙ୍କ ୬୬ ଓ ଅଲୀଶାନ ଶରାଫୁଙ୍କ ୫୫…

ଭାରତ-ପାକିସ୍ତାନ ଟି ୨୦ ବିଶ୍ୱକପ୍; ଆଇସିସିକୁ ପ୍ରଶଂସା କଲେ ବିସିସିଆଇ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ବିବାଦର ସମାଧାନ ଉପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରତିକ୍ରିୟା ଦେଇଛନ୍ତି। ସେ ବିବାଦର ସମାଧାନ ପାଇଁ ଆଇସିସିର ପ୍ରୟାସକୁ ପ୍ରଶଂସା କରିଛନ୍ତି ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ଟି୨୦ ବିଶ୍ୱକପ: ପତ୍ନୀ, ପରିବାର ସହିତ ରହି ପାରିବେନି ଭାରତର ଖେଳାଳିମାନେ

ନୂଆଦିଲ୍ଲୀ: ବିସିସିଆଇ ତାର କଠୋର ନୀତିରେ କୌଣସି ପ୍ରକାରର ପରିବର୍ତନ କରି ନାହିଁ । ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଖେଳାଳିମାନେ ପତ୍ନୀ ଓ ପରିବାର ସହିତ ରହିପାରିବେନି ବୋଲି ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଟିମ ମ୍ୟାନେଜମେଂଟ…

IND vs PAK: ପୁଣି ମୁଣ୍ଡ ନୁଆଁଇଲେ ଶାହବାଜ ସରକାର, ଭାରତ ସାଙ୍ଗରେ ଖେଳିବ ପାକିସ୍ତାନ ଟିମ୍…ସରକାର ବଖାଣିଲେ…

ନୂଆଦିଲ୍ଲୀ: ପୁଣି ଥରେ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ଶାହବାଜ ସରକାର। ବହୁତ ଦିନ ଧରି, ପାକିସ୍ତାନ ସରକାର ଏବଂ କ୍ରିକେଟ ବୋର୍ଡ ICC T20 ବିଶ୍ୱକପ୍ ୨୦୨୬ ରେ ଭାରତ ବିପକ୍ଷରେ ଖେଳିବାକୁ ମନା କରି ଆସୁଥିଲେ। ଏବେ, ପାକିସ୍ତାନୀ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ସେମାନଙ୍କର…

ଡ୍ରାମା ଶେଷ! ନଇଁଲା ପାକିସ୍ତାନ; ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ଓହ୍ଲାଇବ ଦଳ

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି ଏକ ବଡ଼ ଖବର! ପାକିସ୍ତାନ ଶେଷରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଛି। ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ରେ ଏହି ମହାମୁକାବିଲା ଫେବୃଆରୀ ୧୫ରେ କୋଲମ୍ବୋରେ ହେବ। ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ପରେ ପାକିସ୍ତାନ…

ସେଂଟ୍ରାଲ କଂଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ନିରାଶ ହେଲେ ରୋହିତ, କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫-୨୬ ପାଇଁ ଖେଳାଳିଙ୍କ ସେଂଟ୍ରାଲ କଂଟ୍ରାକ୍ଟ ଘୋଷଣା କରିଛି । ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଗ୍ରେଡ ବିକୁ ଖସି ଆସିଛନ୍ତି । ଏହି ଦୁଇ ଷ୍ଟାର ଖେଳାଳି ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ…

T20 World Cup 2026: ପାକିସ୍ତାନ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି, ଦେଲା ଅଲ୍ଟିମେଟମ୍…

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପାଖେଇ ଆସୁଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିପାଇଁ ଆଇସିସି ପ୍ରତିନିଧିମାନେ…

ଇଟାଲୀକୁ ହରାଇଲା ସ୍କଟଲାଣ୍ଡ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ସ୍କଟଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଇଟାଲୀ ବିପକ୍ଷ ମ୍ୟାଚରେ ସ୍କଟଲାଣ୍ଡ ୭୩ ରନରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୦୭ ରନ କରିଥିଲା । ଜର୍ଜ ମୁନସେ ୮୪ ରନର ବିସ୍ଫୋରକ…

ଏହି ୩ଟି ସର୍ତ୍ତ ମାନିଲେ ଭାରତ ସହ ଖେଳିବ କହିଲା ପାକିସ୍ତାନ

ନୂଆଦିଲ୍ଲୀ: ଚାଲିଛି ଏବେ ଟି-୨୦ ବିଶ୍ୱକପ ମୁକାବିଲା । ଏଥିରେ ସବୁ ଦେଶ ନିଜର ସବୁଠୁ ଭଲ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛନ୍ତି । ବିଶ୍ୱକପରୁ ବାଂଲାଦେଶ ବାହାରିଯିବା ପରେ ଏବେ ପାକିସ୍ତାନ ନୂଆ ନାଟକ ଆରମ୍ଭ କରିଛି । ପାକିସ୍ତାନ କହିବାନୁସାରେ ଆଇସିସି ଶ୍ରୀଲଙ୍କାରେ ପାକିସ୍ତାନର ସମସ୍ତ…

ହର୍ଷିତଙ୍କ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପେସ ବୋଲର ହର୍ଷିତ ରାଣାଙ୍କ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ସେ ସୋସିଆଲ ମିଡିଆ ମାଧ୍ୟମରେ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ ୱାର୍ମଅପ ମ୍ୟାଚ ପୂର୍ବରୁ ହର୍ଷିତ ଗୁରୁତର ଆଘାତପ୍ରାପ୍ତ ହୋଇଥିଲେ ।…