Latest Odisha News

BREAKING NEWS

Browsing Category

ଖେଳ

ରାଗିଗଲେ ଯଶପ୍ରୀତ ବୁମରାହ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ତାଙ୍କ ଶାନ୍ତ ସ୍ୱଭାବ ଓ ଖେଳୁଆଡ ମନୋଭାବ ନେଇ ପରିଚିତ । ସେ ସହଜରେ ରାଗନ୍ତି ନାହିଁ । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇ ବିମାନ ବନ୍ଦରରୁ ବୁମରାହ ବାହାରକୁ ଯାଉଥିବା ବେଳେ…

ଭାରତରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦: ରିପୋର୍ଟ

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଭାରତରେ ହେବ । ଗୁଜରାଟର ରାଜଧାନୀ ଅହମ୍ମଦାବାଦରେ ଏହା ହେବ ବୋଲି ବିବିସିରେ ରିପୋର୍ଟ ପ୍ରକାଶ ପାଇଛି । ଏବେ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ୨୦ ବର୍ଷ ପରେ ପୂନର୍ବାର ଭାରତରେ ଏହି ମେଗା ଇଭେଂଟ ଆୟୋଜିତ ହେବ । ୨୦୧୦ରେ ନୂଆଦିଲ୍ଲୀରେ ଏହା…

କୁମିନ୍ସଙ୍କ ବୟାନ ପରେ ଜୋର ଧରିଲା ବିରାଟ, ରୋହିତଙ୍କ ଅବସର ଆଲୋଚନା

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଶେଷ ପର୍ଯ୍ୟାୟରେ । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ଟିମ ଇଣ୍ଡିଆ ଏବେ ଦିିନିକିଆ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ରୋହିତ ଓ ବିରାଟଙ୍କ ଏହା…

ଦିଲ୍ଲୀ କ୍ୟାପିଟାଲ୍ସକୁ ଯିବା ସଞ୍ଜୁ ନିଶ୍ଚତ, କଥା ଅଟକିଛି ଏହିଠାରେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ସଞ୍ଜୁ ସାମସନ କେଉଁ ଟିମ ପକ୍ଷରୁ ଖେଳିବେ ତାହା ବେଶ ଚର୍ଚ୍ଚାର କାରଣ ସାଜିଛି । ବିଭିନ୍ନ ରିପୋର୍ଟ ଅନୁସାରେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସକୁ ସ୍ପଷ୍ଟ ଭାବେ କହିିଛନ୍ତି ସେ ଆଗାମୀ ସିଜନରେ ତାଙ୍କ ପକ୍ଷରୁ ଖେଳିବେ ନାହିଁ । ମୋତେ ଟ୍ରେଡ କରାଯାଉ ଅନ୍ୟଥା…

୧୦ ଟେଷ୍ଟ ଜିତିବା ପରେ ହାରିଲା ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଲାହୋର ଟେଷ୍ଟରେ ପାକିସ୍ତାନ ୯୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ବିଶ୍ୱ ଚାମ୍ପିୟନ ଦକ୍ଷିଣ ଆଫ୍ରିକା କ୍ରମାଗତ ୧୦ଟି ମ୍ୟାଚର ବିଜୟ ପରେ ପରାଜୟବରଣ କରିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ର ଅଗ୍ରଣୀ ହାସଲ କରିଛି । ଗଦ୍ଦାଫି ଷ୍ଟାଡିୟମରେ…

ହ୍ୟାଣ୍ଡଶେକ ବିବାଦ: ଭାରତୀୟ ଖେଳାଳିଙ୍କୁ ଥଟ୍ଟା କଲେ ଅଷ୍ଟ୍ରେଲିଆ ପ୍ଲେୟାର

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫ ଅବସରରେ ଭାରତ ଓ ପାକିସ୍ତାନ ଖେଳାଳି ମୁହାଁମୁହିଁ ହୋଇଥିଲେ । ଉଭୟ ଟିମର ଖେଳାଳି ହ୍ୟାଣ୍ଡଶେକ କରି ନ ଥିଲେ । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ସଲମାନ ଅଲୀଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ । ଏହାକୁ ନେଇ ବିବାଦୀୟ…

ସୁଲତାନ ଜୋହର କପ ହକି: ଭାରତ-ପାକିସ୍ତାନ ମ୍ୟାଚ ଡ୍ର

ଜୋହୋର ବାହରୁ: ୨୧ ବର୍ଷରୁ କମ ସୁଲତାନ ଜୋହର କପ ହକିରେ ମଙ୍ଗଳବାର ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ଏହି ରୋମାଂଚକ ମୁକାବିଲା ୩-୩ ଡ୍ରରେ ସମାପ୍ତ ହୋଇଛି । ପ୍ରଥମରୁ ପାକିସ୍ତାନ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୧-୦ର ଅଗ୍ରଣୀ ହାସଲ କରି ନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଭାରତ…

ସାମୀ କହିଲେ ଫିଟନେସ ନେଇ ଚୟନ କମିଟିକୁ ଅପଡେଟ ଦେବା ମୋ କାମ ନୁହେଁ

ନୂଆଦିଲ୍ଲୀ: ଷ୍ଟାର ପେସ ବୋଲର ମହମ୍ମଦ ସାମୀଙ୍କୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିନି । ଅସନ୍ତୁଷ୍ଟ ସାମୀ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଫିଟନେସ ସମ୍ପର୍କରେ ଅପଡେଟ ଦେବା ମୋ କାର୍ଯ୍ୟ ନୁହେଁ ।…

ଗିଲ କହିଲେ ଟିମ ଇଣ୍ଡିଆକୁ ଆବଶ୍ୟ ରୋହିତ, କୋହଲିଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଆମକୁ ଆବଶ୍ୟକ ରହିଛି । ଅକ୍ଟୋବର ୧୯ରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ । କୋହଲି ଓ ରୋହିତ ସେମାନଙ୍କ…

ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲେ କୋଚ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିିତି ନେଇଛି । ଏଥିସହ ସିରିଜରେ କ୍ଲିନ ସୁଇପ କରିଛି । ତେବେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି । ପିଚ ପେସ କିମ୍ବା ସ୍ପିନ…