Latest Odisha News

BREAKING NEWS

Browsing Category

ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡା:ୱେଟଲିଫ୍ଟିଂରେ ମୀରାବାଈଙ୍କୁ ହ୍ୟାଟ୍ରିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଷ୍ଟାର ୱେଟଲିଫ୍ଟର ମୀରାବାଈ ଚାନୁ ଚଳିତ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ଏଥିସହ ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ଜିତିବା ଗୌରବ ମଧ୍ୟ ଅର୍ଜନ କରିଛନ୍ତି । ମହିଳା ୪୮ କିଗ୍ରା ବିଭାଗରେ ମୀରାବାଈ ୧୯୦…

ବୈଭବ, ମୟଙ୍କଙ୍କ ଚମତ୍କାର ପ୍ରଦର୍ଶନ: ଜିମ୍ବାୱେ ବିପକ୍ଷ ସିରିଜକୁ ୩-୦ରେ ଜିତିଲା ଭାରତ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ଓ ଇଂଲଣ୍ଡ ନିକଟରୁ କ୍ରମାଗତ ୨ଟି ଟି୨୦ ସିରିଜ ହାରିବା ପରେ ଭାରତୀୟ କ୍ରିକେଟ ଟିମ ଜିମ୍ବାୱେ ବିପକ୍ଷରେ ଆକର୍ଷଣୀୟ ପ୍ରଦର୍ଶନ କରିଛି । ଶ୍ରେୟାଶ ଆୟାର ନେତୃତ୍ୱାଧୀନ ଟିମ ଇଣ୍ଡିଆ ୩-୦ରେ ଜିମ୍ବାୱେକୁ ମାତ ଦେଇଛି । ଶ୍ରେୟାଶଙ୍କ ଏହା ପ୍ରଥମ ଟି୨୦ ସିରିଜ ବିଜୟ ।…

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଆଘାତ ସମସ୍ୟା କବଳରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଆଘାତ ଜନିତ ସମସ୍ୟାରେ ପଡିଛି । ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଗାଲେ ଟେଷ୍ଟରୁ ପ୍ରାୟତଃ ବାଦ ପଡି ସାରିଛନ୍ତି । ଅଗଷ୍ଟ ୧୫ରୁ ଏହି ଟେଷ୍ଟ ଆରମ୍ଭ ହେବ । ଟିମ ଇଣ୍ଡିଆ ଆସନ୍ତା ମାସରୁ ଶ୍ରୀଲଙ୍କା ଗସ୍ତରେ ଯିବ ସେଠାରେ ୨ଟି…

୧୪ ଦିନରେ ଶୀର୍ଷକୁ ଫେରିଲା ଟିମଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ୨ଟି ଟି୨୦ ସିରିଜ ହାରିବା ପରେ ଭାରତ ଏକ ନମ୍ବର ସ୍ଥାନ ହରାଇଥିଲା । ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜ ପରାଜୟବରଣ କରିଥିଲା । ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତ କ୍ରମାଗତ…

ଟ୍ରାକକୁ ଫେରିଲା ଭାରତର ଟି୨୦ ଟିମ, ବିଶ୍ୱକପ ପରେ ପ୍ରଥମ ସିରିଜ ବିଜୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ପରେ ଭାରତ ପ୍ରଥମ ଟି୨୦ ସିରିଜ ଜିତିବାରେ ସଫଳ ହୋଇଛି । ହରାରେରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଭାରତ ୯୦ ରନରେ ଜିମ୍ବାୱେକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ…

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ଏହି ୮ ଖେଳାଳି

ନୂଆଦିଲ୍ଲୀ: ସେପ୍ଟମ୍ବର-ଅକ୍ଟୋବରରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଖେଳାଯିବ । ଏହି ସିରିଜରେ ଟିମ ଇଣ୍ଡିଆର ୮ଜଣ ଖେଳାଳି ଖେଳିପାରିବେ ନାହିଁ । ସେହି ସମୟରେ ଏସିଆନ ଗେମ୍ସ ଖେଳାଯିବାକୁ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏସିଆନ ଗେମ୍ସରେ…

ଭାରତରେ ଫ୍ରେଣ୍ଡଲୀ ଫୁଟବଲ ମ୍ୟାଚ ଖେଳିପାରେ ବ୍ରାଜିଲ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ପ୍ରଶଂସକଙ୍କ ପାଇଁ ଖୁସୀ ଖବର । ବିଶ୍ୱର ସବୁଠାରୁ ଲୋକପ୍ରିୟ ଓ ୫ ଥର ଚାମ୍ପିୟନ ବ୍ରାଜିଲ ଫୁଟବଲ ଟିମ ଭାରତ ଗସ୍ତରେ ଆସିପାରେ । ରିପୋର୍ଟ ମୁତାବକ ଅକ୍ଟୋବରରେ ବ୍ରାଜିଲ ଫ୍ରେଣ୍ଡଲୀ ମୁକାବିଲା ପାଇଁ କୋଲକାତା ଆସିବା ସମ୍ଭାବନା ରହିଛି । ବ୍ରାଜିଲ ଫୁଟବଲ…

ଦାରିଦ୍ର୍ୟ ଆଉ ପୋଲିଓକୁ ଦେଲେ ମାତ୍: ଗ୍ଲାସଗୋରେ ଇତିହାସ ରଚି ଭାରତର ଖାତା ଖୋଲିଲେ ଇ-ରିକ୍ସା ଚାଳକ ଝଣ୍ଡୁ କୁମାର

ନୂଆଦିଲ୍ଲୀ: ଯେତେବେଳେ ଇଚ୍ଛାଶକ୍ତି ଦୃଢ଼ ଥାଏ, ସେତେବେଳେ ଶାରୀରିକ ଅକ୍ଷମତା କିମ୍ବା ଆର୍ଥିକ ଅନାଟନ କେବେବି ବାଧକ ସାଜିପାରେ ନାହିଁ। ଏହି କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ବିହାରର ୨୮ ବର୍ଷୀୟ ଯୁବକ ଝଣ୍ଡୁ କୁମାର। ଗ୍ଲାସଗୋଠାରେ ଚାଲିଥିବା ୨୦୨୬ କମନୱେଲଥ୍ ଗେମ୍ସ…

ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବଲରେ କାହିଁକି ଅଭ୍ୟାସ କରୁଛନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପ୍ଲାଷ୍ଟିକ ବଲରେ ଅଭ୍ୟାସ କରୁଛନ୍ତି । ଆଇପିଏଲ ୨୦୨୬ ପରେ ହାର୍ଦ୍ଦିକ ଆଘାତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାହାରେ ଅଛନ୍ତି । ସେ ସମ୍ପୂର୍ଣ୍ଣ ଫିଟ ହୋଇ ଦଳକୁ ଫେରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।…