Latest Odisha News

BREAKING NEWS

Browsing Category

ଖେଳ

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଜାଭେଲିନ ଷ୍ଟାର କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରଷ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଥିଲେ କିଶୋର ଜେନା । ଖବର…

ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା

ଭୁବନେଶ୍ୱର: ଇଣ୍ଡିଆନ ମେଟାଲସ୍‌ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ବିଜେତା ଓ ଉପବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା…

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ: ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ସୁନା ପୁଅ ତଥା ଜାଭେଲିନ୍ ତାରକା ନୀରଜ ଚୋପ୍ରା ପୁଣି ଥରେ ଭାରତର ଗୈାରବ ବଢ଼ାଇଛନ୍ତି କ୍ରୀଡା କ୍ଷେତ୍ରରେ। ହଙ୍ଗେରୀରେ ଖେଳାଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଜାଭେଲିନ୍ ଥ୍ରୋ ଫାଇନାଲରେ…

ଆଇବିଏସଏ ୱାର୍ଲ୍ଡ ଗେମ୍ସ: ଦୃଷ୍ଟିହୀନ ଭାରତ ମହିଳା ଟିମ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ଭାରତର ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଫାଇନାଲରେ ସେମାନେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ୱିକେଟରେ ହରାଇବା ପରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଏବଂ…

ଏସିଆ କପ ୨୦୨୩: ଶ୍ରୀଲଙ୍କାର ୨ କ୍ରିକେଟର କରୋନା ସଂକ୍ରମିତ

କଲମ୍ବୋ: ଏସିଆ କପ କ୍ରିକେଟରେ କରୋନା ପାଦ ଥାପିଛି । ରିପୋର୍ଟ ମୁତାବକ ୨ଜଣ ଶ୍ରୀଲଙ୍କା କ୍ରିକେଟର କରୋନା ପଜିଟିଭ ଅଛନ୍ତି । ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବ । ଶ୍ରୀଲଙ୍କାରେ ୯ ଏବଂ ପାକିସ୍ତାନରେ ୪ଟି ମ୍ୟାଚ ଖେଳାଯିବ । କରୋନା ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ଅଭିଷ୍କା…

ଏସିଆନ ଗେମ୍ସରେ ଏଥର ଅଂଶଗ୍ରହଣ କରିବେ ୬୩୪ ଜଣିଆ ଭାରତୀୟ ଟିମ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ୬୩୪ଜଣିଆ ଟିମ ଏଥର ଅଂଶଗ୍ରହଣ କରିବେ । ଶୁକ୍ରବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ୮୫୦ ଆଥଲେଟଙ୍କ ନାମ ସୁପାରିଶ କରିଥିଲା…

ଏସୀୟ ମହିଳା ହକି ବିଶ୍ୱକପ ୫ କ୍ୱାଲିଫାୟର: ମାଲେସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଏସୀୟ ମହିଳା ହକି ବିଶ୍ୱକପ୫ କ୍ୱାଲିଫାୟରରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୨ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ହକି ୫ରେ ପ୍ରତ୍ୟେକ ଟିମ ପକ୍ଷରୁ ୫ଜଣ ଲେଖାଁଏ ଖେଳାଳି ଖେଳିଥାନ୍ତି । ଏହାର ପଡିଆ ନିୟମିତ ଫିଲ୍ଡ ହକି…

ଦ୍ୱିତୀୟ ଥର ପାଇଁ ପିତା ହେଲେ ଯୁବରାଜ

ଚଣ୍ଡୀଗଡ: ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶୁକ୍ରବାର ଯୁବରାଜଙ୍କ ପତ୍ନୀ ହାଜେଲ କୀଚ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯୁବରାଜ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି ।…

ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇଲା ଆଇଡିଏଫସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇବାରେ ଆଇଡିଏଫସି ସଫଳ ହୋଇଛି । ଏହି ଚୁକ୍ତି ପରେ ବିସିସିଆଇକୁ ପ୍ରତ୍ୟେକ ମ୍ୟାଚ ପାଇଁ ଆଇଡିଏଫସି ପକ୍ଷରୁ ୪.୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ପୂର୍ବରୁ ଟାଇଟଲ ରାଇଟ୍ସ ମାଷ୍ଟରକାର୍ଡ ପାଖରେ ଥିଲା । ଏବେ…

ନୀରଜ, ମନୁଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲକୁ ଉନ୍ନୀତ ହେଲେ ଓଡିଶାର କିଶୋର

ନୂଆଦିଲ୍ଲୀ: ଓଡିଶା ଆଥଲେଟ କିଶୋର କୁମାର ଜେନା, ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରାଙ୍କ ସହ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅନ୍ୟ ଭାରତୀୟ ଭାବେ ଡିପି ମନୁ ପଦକ ଦୌଡରେ ସାମିଲ ହୋଇଛନ୍ତି । ଅଗଷ୍ଟ ୨୭ରେ ଫାଇନାଲ ମ୍ୟାଚ ଖେଳାଯିବ ।…