Latest Odisha News

BREAKING NEWS

Browsing Category

ଖେଳ

୧୮ ବର୍ଷରୁ କମ ବାଳିକା ରଗବୀ : ମହାରାଷ୍ଟ୍ରକୁ ହରାଇ ଓଡିଶା ଚାମ୍ପିୟନ

ପୁଣେ: ଓଡିଶା ୧୮ ବର୍ଷରୁ କମ ବାଳିକା ଜାତୀୟ ରଗବୀ ୭ ଚାମ୍ପିୟନଶିପରେ ବାଜି ମାରିଛି । ଫାଇନାଲରେ ଓଡିଶା ୫୨-୦ରେ ମହାରାଷ୍ଟ୍ରକୁ ହରାଇ ଚାମ୍ପିୟନ ହୋଇଛି । ୨୭ଟି ରାଜ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗତ ସଂସ୍କରଣରେ ଓଡିଶା ରନର୍ସଅପ ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ…

ଅବସରରୁ ଓହରିଲେ ମୋଇନ ଅଲୀ, ଆଶେସ ଟିମରେ ସାମିଲ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡର ମୋଇନ ଅଲୀ ଟେଷ୍ଟ କ୍ରିକେଟ ଅବସର ନିଷ୍ପତିରୁ ଓହରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ପାଇଁ ଦଳରେ ତାଙ୍କର ଆବଶ୍ୟକତା ରହିଛି ବୋଲି ଅଧିନାୟକ ବେନ ଷ୍ଟୋକ୍ସ, ମୂଖ୍ୟ କୋଚ ବ୍ରାଣ୍ଡେନ ମ୍ୟାକକୁଲାମ ଓ ମ୍ୟାନେଜିଂ ଡାଇରେକ୍ଟର ରବର୍ଟ କିସ…

ଡବ୍ଲ୍ୟୁଟିସି ଫାଇନାଲ: ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଖେଳାଳିମାନେ

ଲଣ୍ଡନ: ସ୍ଥାନୀୟ ଓଭାଲ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆରମ୍ଭ ହୋଇଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଉଭୟ ଦେଶର ଖେଳାଳିମାନେ ଓଡିଶାର ବାହାନଗା ରେଳ ଦୁର୍ଘଟଣାରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ମୃତକଙ୍କ ପାଇଁ ୨ମିନିଟ…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବୁଧବାର ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏହି ମ୍ୟାଚ ମାଧ୍ୟମରେ ବିରାଟ କୋହଲି ଅଷ୍ଟ୍ରେଲିଆ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ଏକ ରେକର୍ଡ ସହ ସମକକ୍ଷ ହେବା ପାଇଁ ଉଦ୍ୟମ କରିବେ । ବ୍ରାଡମ୍ୟାନ ଟେଷ୍ଟ କ୍ରିକେଟରେ ୨୯…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଏକ ଦଶନ୍ଧି ପରେ ଆଇସିସି ଟ୍ରଫି ଜିତିବା ଆଶାରେ ଭାରତ

ଓଭାଲ: ଏଠାରେ ଜୁନ ୭ରୁ ଆରମ୍ଭ ହୋଇଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ । ପ୍ରାୟ ଏକ ଦଶନ୍ଧି ଧରି ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ । ଏଥର ଏହି ମରୁଡି ଭାଙ୍ଗିବ ବୋଲି ପ୍ରଶଂସକମାନେ ଆଶା କରି ବସିଛନ୍ତି । ୨୦୨୧ ପରଠାରୁ ଟେଷ୍ଟ କ୍ରିକେଟରେ ଭାରତର…

ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତକୁ ଝଟକା, ରୋହିତ ଆଘାତପ୍ରାପ୍ତ

ଦି ଓଭାଲ: ଜୁନ ୭ରୁ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହାର ଠିକ ଦିନକ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଅଧିନାୟକ ରୋହିତ ଶର୍ମା ଅଭ୍ୟାସ ସେଶନ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ଏପରିକି ସେ…

ଫ୍ରେଂଚ ଓପନ ଟେନିସ: ବଲ ଗର୍ଲ ମୁଣ୍ଡରେ ବାଜିଲା ବଲ, ଡିସକ୍ୱାଲିଫାଇ ହେଲେ ମିୟୁ କୋଟା-ଏଲଡିଲା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଲ ଗର୍ଲ ଦେହରେ ବଲ ବାଜିବାରୁ ଜାପାନର ମିୟୁ କୋଟୋ ଓ ତାଙ୍କ ଇଣ୍ଡୋନେସିଆ ଯୋଡି ଏଲଡିଲା ସୁତ୍ୟଜାଦୀଙ୍କୁ ଡିସକ୍ୱାଲିଫାଇଡ କରାଯାଇଛି । କୋଟୋ ଭୁଲରେ ବଲ ଗର୍ଲ ଆଡେ ଶଟ ଖେଳିଥିଲେ । ଏହା ତାଙ୍କ ମୁଣ୍ଡରେ ବାଜିବା ପରେ ବଲଗର୍ଲଜଣଙ୍କ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ୫୫ ରନ କଲେ କୋହଲି ରଚିବେ ଆଉ ଏକ କୀର୍ତିମାନ

ଦି ଓଭାଲ: ଜୁନ ୭ରୁ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆୟୋଜିତ ହେବ । ଫାଇନାଲରେ ଭାରତର ବିରାଟ କୋହଲି ୫୫ ରନ କଲେ ଆଉ ଏକ କୀର୍ତିମାନ ସ୍ଥାପନ କରିବେ । ଆଇପିଏଲରେ ଭଲ ଫର୍ମରେ ଥିବାରୁ କୋହଲିଙ୍କଠାରୁ ପ୍ରଶଂସକମାନେ ଏକ ଭଲ ଇନିଂସ ଆଶାରେ ରହିଛନ୍ତି…

ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ

ନୂଆଦିଲ୍ଲୀ:ଖାଲି ଦେଶ ନୁହେଁ ବିଶ୍ୱକୁ ସ୍ତମ୍ଭୀଭୂତ କରି ଦେଇଛି ବାହାନଗା ଟ୍ରେନ ଦୁର୍ଘଟଣା । ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ୧୧୦୦ ଆହତ ହୋଇଛନ୍ତି । ଭାରତୀୟ ରେଳ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା । ଏପରି ବିପତ୍ତି ସମୟରେ ଛୁଟି ଆସିଛି ଅନେକ ସହାୟତାର ହାତ । ଏହି ଦୁର୍ଘଟଣା ସବୁଠାରୁ…

ଦି ଓଭାଲରେ ଭାରତୀୟ ଓପନରଙ୍କ ପ୍ରଦର୍ଶନ ଉତ୍ସାହଜନକ ରହି ନାହିଁ

ଓଭାଲ: ଏଠାରେ ୭ଜୁନରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ସିରିଜ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଏହି ପଡିଆରେ ଅବଶ୍ୟ ଭାରତର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ଏଠାରେ ଟିମ ଇଣ୍ଡିଆ ୧୪ଟି ଟେଷ୍ଟ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିଥିବା ବେଳେ ୫ଟି ମ୍ୟାଚରେ…