Latest Odisha News

BREAKING NEWS

Browsing Category

ଖେଳ

ଭାରତ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିପାରେ : ନୀରଜ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ୨୦୨୭ରେ ହେବାକୁ ଥିବା ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିବା ସମ୍ଭାବନା ରହିଛି ବୋଲି ଏହି ଷ୍ଟାର ଆଥଲେଟ ଜଣଙ୍କ କହିଛନ୍ତି ।…

ଏସିଆ କପ କ୍ରିକେଟ: ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ମୁଲତାନ: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ମ୍ୟାଚରେ ପାକିସ୍ତାନ ୨୩୮ ବୃହତ ବ୍ୟବଧାନରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଟୁର୍ଣ୍ଣାମେଂଟରେ ପାକିସ୍ତାନର ଏହା ଦ୍ୱିତୀୟ ବୃହତ ବିଜୟ । ଭାରତ ୨୦୦୮ରେ ହ ଂକଂ ବିପକ୍ଷରେ ୨୫୬ ରନର ବିଜୟ ହାସଲ କରିଥିଲା । ପାକିସ୍ତାନ…

ଏସିଆ କପ କ୍ରିକେଟ: ଭାରତ-ପାକ ମ୍ୟାଚରେ ୯୦ ପ୍ରତିଶତ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୨ରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଖେଳାଯିବାକୁ ଅଛି । ଏହି ମ୍ୟାଚକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯାହାକି…

୬ ବର୍ଷ ହେବ ପାକିସ୍ତାନଠାରୁ ଦିନିକିଆ କ୍ରିକେଟରେ ଭାରତ ହୋଇନି ପରାଜିତ

ମୁମ୍ବାଇ: ଏସିଆ କପ କ୍ରିକେଟ ଆରମ୍ଭ ହୋଇଯାଇଛି । ଏବେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିଛି । ସେପ୍ଟମ୍ବର ୨ରେ ଉଭୟ ଦେଶ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ୪ ବର୍ଷ ପରେ ଉଭୟ ଦେଶ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ୨୦୧୯ ବିଶ୍ୱକପରେ ଭାରତ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡ଼ା ମହାସଂଘ ପୋର୍ଟାଲର ଶୁଭାରମ୍ଭ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ଜାତୀୟ କ୍ରୀଡ଼ା ଦିବସ ୨୦୨୩ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଜେଏଲଏନ ଷ୍ଟାଡିୟମରେ ଆୟୋଜିତ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କିତ ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ ଜାତୀୟ…

ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ମଧ୍ଯମ କ୍ରମର ବ୍ୟାଟର: କୋଚ ଦ୍ରାବିଡ

ବେଙ୍ଗାଲୁରୁ: ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଦଳ କିଭଳି ମଧ୍ୟମ କ୍ରମର ବ୍ୟାଟର ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆହ୍ୱାର ସାମ୍ନା କରୁଛି ଏକ ପ୍ରେସମିଟ୍ କରି କହିଛନ୍ତି କୋଚ ରାହୁଲ ଦ୍ରାବିଡ। ଶ୍ରେୟାସ ଆୟର, ଲୋକେଶ ରାହୁଲ, ଋଷଭ ପନ୍ତଙ୍କ ଭଳି ପ୍ରମୁଖ ଖେଳାଳି ଆହତ ହୋଇଥିବାରୁ…

ପାକିସ୍ତାନ ବିପକ୍ଷରେ କିଏ ଭଲ ଖେଳନ୍ତି, ରୋହିତ ନାଁ ବିରାଟ ?

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ବୁଧବାରଠାରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନେପାଳ ଆମ୍ନାସାମ୍ନି ହେବେ । ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୨ରେ ମ୍ୟାଚ ଖେଳାଯିବ । ଏହି ହାଇ ଭୋଲେଟଜ ମୁକାବିଲାର ଭାରତର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ଦୁଇ ମହାନ ଖେଳାଳି ବିରାଟ…

ଏନଟିନିଙ୍କ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ପରାମର୍ଶ, କୋହଲିଙ୍କୁ ଚିଡେଇବ ନାହିଁ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଖେଳାଯିବ । ଘରୋଇ ପରିବେଶରେ ଭାରତ ଚାମ୍ପିୟନ ହେବା ଦୌଡରେ ଆଗରେ ରହିଛି । ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ବୋଲର ମାଖୟା ଏନଟିନି ତାଙ୍କ ଦଳର ବୋଲରମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ଏହା ମଧ୍ୟରେ…

ଆଜି ଜାତୀୟ କ୍ରୀଡା ଦିବସ, ମନେ ପଡନ୍ତି ହକି ଯାଦୁଗର ମେଜର ଧ୍ୟାନଚାନ୍ଦ

ଭୁବନେଶ୍ଵର: ଆଜି ଜାତୀୟ କ୍ରୀଡ଼ା ଦିବସ । ଏହା ସହିତ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୂଣ୍ୟ ଜନ୍ମତିଥି । ଅଲିମ୍ପକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ଅନେକଙ୍କ ପାଇଁ ପ୍ରେରଣା ମଧ୍ୟ । ହକିରେ ଚମତ୍କାର ପ୍ରଦର୍ଶନ ବଳରେ ଭାରତକୁ ବିଶ୍ବ ଦରବାରରେ…

ଖେଳୁଆଡ ମନୋଭାବ: ତ୍ରିରଙ୍ଗା ସହ ଫଟୋ ଉଠାଇଲେ ନୀରଜ, ନଦୀମ

ନୂଆଦିଲ୍ଲୀ: ଖେଳାଳିମାନଙ୍କ ନିଜସ୍ୱ ଏକ ଦୁନିଆ ଅଛି । ସେମାନେ କେବଳ ଖେଳ, ଦକ୍ଷତା ଏବଂ ଖେଳୁଆଡ ମନୋଭବକୁ ପସନ୍ଦ କରିଥାନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଏହା ପୁନର୍ବାର ପ୍ରମାଣିତ ହୋଇଛି । ଭାରତ ଏବଂ ପାକିସ୍ତାନ ସମ୍ପର୍କ କାହାକୁ ବା ଅଛପା ରହିଛି । ତେବେ ଏ ସବୁ ସତ୍ୱେ ନୀରଜ…