Latest Odisha News

BREAKING NEWS

Browsing Category

ଖେଳ

ଚେସ: ନାକାମୁରା କିଙ୍ଗ ଫିଙ୍ଗିବା ବିବାଦ ନାଁ ପବ୍ଲିସିଟି ଷ୍ଟଂଟ

ନୂଆଦିଲ୍ଲୀ: ଆମେରିକା ଷ୍ଟାର ଚେସ ଖେଳାଳି ହିକାରୁ ନାକାମୁରା ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଭାରତର ଡି.ଗୁକେଶଙ୍କ ବିପକ୍ଷରେ ବିଜୟ ହାସଲ କରିବା ପରେ ନାକାମୁରା ତାଙ୍କ ରାଜାଙ୍କୁ ଦର୍ଶକଙ୍କ ଉପରକୁ ଫିଙ୍ଗିଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।…

ରୋହିତ, କୋହଲିଙ୍କୁ ପୂର୍ବ କ୍ରିକେଟର କରିବା ପାଇଁ ପ୍ରସ୍ତୁତ ହୋଇସାରିଛି ଯୋଜନା: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୂର୍ବ କ୍ରିକେଟର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି । ୭ ମାସ ପରେ ଏବେ ଏହି ଦୁଇ ମହାନ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ରୋହିତଙ୍କୁ ଅଧିନାୟକ…

ଅଧିନାୟକ ଭାବେ ରୋହିତ, ଧୋନୀଙ୍କ ମଧ୍ୟରେ କିଏ ଶ୍ରେଷ୍ଠ: ପରିସଂଖ୍ୟନ କରିଦେବ ଚକିତ

ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ହାତରୁ ଅଧିନାୟକ ପଦ ହାତଛଡା ହୋଇଛି । ଭାରତୀୟ କ୍ରିକେଟର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ତୁଳନାତ୍ମକ…

କେଏସସିଏ ଦ୍ୱାରା ସମ୍ମାନୀତ ହେଲେ ରାହୁଲ ଡ୍ରାଭିଡଙ୍କ ପୁଅ

ବେଙ୍ଗାଲୁର: ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କୁ କିଏ ବା ନ ଜାଣେ । ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ଏହି ପରମ୍ପରାକୁ ତାଙ୍କ ପୁଅ ଅନବୟ ଡ୍ରାଭିଡ ଆଗକୁ ନେବାରେ ଲାଗିଛନ୍ତି । ଏହି ଯୁବ କ୍ରିକେଟରେ ଏବେ…

ଅବଶିଷ୍ଟ ଭାରତ ଏକାଦଶକୁ ହରାଇ ବିଦର୍ଭ ଜିତିଲା ଇରାନୀ କପ

ନାଗପୁର: ଅବଶିଷ୍ଟ ଭାରତ ଏକାଦଶକୁ ୯୩ ରନରେ ହରାଇ ବିଦର୍ଭ ଇରାନୀ କପ କ୍ରିକେଟ ଟାଇଟଲ ହାସଲ କରିଛି । ବିଦର୍ଭ ଏହା ପୂର୍ବରୁ ୨୦୧୭-୧୮ ଓ ୨୦୧୮-୧୯ରେ ମଧ୍ୟ ଏହି ଟାଇଟଲ ହାସଲ କରିଥିଲା । ବିଦର୍ଭ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୪୨ ରନ କରିଥିଲା । ଅଥର୍ବ ତାୟଡେ ୧୪୩ ଓ ୟଶ…

ଏହି ସବୁ କାରଣ ରୋହିତଙ୍କ ପାଇଁ ହେଲା କାଳ

ଭାରତୀୟ କ୍ରିକେଟର ଏକ ମହାନ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟର ଉପରେ ଧୀରେ ଧୀରେ ପୂର୍ଣ୍ଣଚ୍ଛେଦ ପଡିବାରେ ଲାଗିଛି । ୨୦୨୭ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇ ଜିତାଇବା ରୋହିତଙ୍କ ସ୍ୱପ୍ନ ଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇ…

ରୋହିତ, କୋହଲିଙ୍କ ଏହା ହୋଇପାରେ ବିଦାୟକାଳୀନ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହା ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଦାୟକାଳୀନ ସିରିଜ ହେବାକୁ ଯାଉଛି କହିଲେ ଭୁଲ ହେବନି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବା ପରେ ଏବେ ଅନୁମାନ…

ଶେଷ ହେଲା ଭାରତର ସଫଳ ଅଧିନାୟକଙ୍କ ଯୁଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିସହ ଦିନିକିଆ କ୍ରିକେଟରେ ଟିମ ଇଣ୍ଡିଆର ସଫଳ ଅଧିନାୟକଙ୍କ ରାଜୁତି ଶେଷ ହୋଇଛି । ରୋହିତ ୫୬ ମ୍ୟାଚରେ…

India Squad For Australia Tour: ଦିନିକିଆ ଦଳର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ବିରାଟ କୋହଲି ଏବଂ ରୋହିତ ଶର୍ମା ବି…

ନୂଆଦିଲ୍ଲୀ: ଆଗରକରଙ୍କ ନେତୃତ୍ୱାଧୀନ ଅଖିଳ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା କରିଛି। ଘରୋଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସମାପ୍ତ ହେବା ପରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାତ୍ରା କରିବ, ଯେଉଁଠାରେ ସେମାନେ…

ୱେଷ୍ଟଇଣ୍ଡିଜ ବିପକ୍ଷରେ ରାହୁଲଙ୍କ ଶତକ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳି କେଏଲ ରାହୁଲ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ଟେଷ୍ଟ କ୍ରିକେଟରେ ତାଙ୍କର ୧୧ତମ ଶତକ । ରାହୁଲ ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ଶତକ ହାସଲ କରିଥିବା ଭାରତର ବିରାଟ…